ଜ୍ଞାନବ୍ୟାପୀ ଭଳି କୃଷ୍ଣ ଜନ୍ମଭୂମିର ବି ହେବ ସର୍ଭେ

ଲକ୍ଷ୍ନୌ: ବାରାଣସୀର ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମିର ମଧ୍ୟ ସର୍ଭେ ହେବ। ଭିଡିଓଗ୍ରାଫି ଜରିଆରେ ଏହାର ସର୍ଭେ କରାଯିବ। ଏନେଇ ଆଜି ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ମାସ ଭିତରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି। ଶ୍ରୀକୃଷ୍ଣ ଜନ୍ମଭୂମି ଓ ମସଜିଦର ବିବାଦୀୟ ପରିସରର ବୈଜ୍ଞାନିକ ସର୍ବେକ୍ଷଣ କରିବା ଓ ତଦାରଖ ପାଇଁ କୋର୍ଟ କମିଶନର ନୁଯୁକ୍ତ କରିବା ଦାବିରେ ମୁଥୁରା ଜିଲ୍ଲା ଅଦାତଲରେ ଗତ ବର୍ଷ ଆବେଦନ […]

krishnabhoomi

krishnabhoomi

Madhupriya Mistry
  • Published: Monday, 29 August 2022
  • Updated: 29 August 2022, 03:33 PM IST

Sports

Latest News

ଲକ୍ଷ୍ନୌ: ବାରାଣସୀର ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମିର ମଧ୍ୟ ସର୍ଭେ ହେବ। ଭିଡିଓଗ୍ରାଫି ଜରିଆରେ ଏହାର ସର୍ଭେ କରାଯିବ। ଏନେଇ ଆଜି ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ମାସ ଭିତରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।

ଶ୍ରୀକୃଷ୍ଣ ଜନ୍ମଭୂମି ଓ ମସଜିଦର ବିବାଦୀୟ ପରିସରର ବୈଜ୍ଞାନିକ ସର୍ବେକ୍ଷଣ କରିବା ଓ ତଦାରଖ ପାଇଁ କୋର୍ଟ କମିଶନର ନୁଯୁକ୍ତ କରିବା ଦାବିରେ ମୁଥୁରା ଜିଲ୍ଲା ଅଦାତଲରେ ଗତ ବର୍ଷ ଆବେଦନ କରାଯାଇଥିଲା। ତେବେ ଆବେଦନକୁ ବର୍ଷେ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ଏହି ମାମଲାର ଶୁଣାଣି ପୂରା ହୋଇନାହିଁ। ତେଣୁ ଶୀଘ୍ର ଏହି ଆବେଦନର ଶୁଣାଣି ପୂରା କରିବା ପାଇଁ ଆବେଦନ କର୍ତ୍ତା ଆହ୍ଲାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ତଳ କୋର୍ଟକୁ ଜବାବ ମାଗିବା ସହ ୪ ମାସ ଭିତରେ ଏହି ମାମଲାର ରାୟ ଶୁଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀକୃଷ୍ଣ ଜନ୍ମଭୂମି ନିର୍ମାଣ ନ୍ୟାସର ଅଧ୍ୟକ୍ଷ ମହେନ୍ଦ୍ର ପ୍ରତାପ ସିଂହ ଓ ଆଇନଜୀବୀ ରାଜେନ୍ଦ୍ର ମାହେଶ୍ୱରୀ ଠାକୁର କେଶବଦେବଙ୍କୁ ପକ୍ଷଭୁକ୍ତ କରି ଶ୍ରୀକୃଷ୍ଣ ଜନ୍ମସ୍ଥାନର ୧୩.୩୭ ଏକର ଜମିର ଦାବି କରିଥିଲେ। ଦାବିରେ କୁହାଯାଇଛି ଯେ ଔରଙ୍ଗଜେବ ମନ୍ଦିର ଭାଙ୍ଗି ମସଜିଦ ତିଆରି କରିଥିଲେ। ତେଣୁ ମସଜିଦ ଜମି ଉପରେ ଟ୍ରଷ୍ଟର ଅଧିକାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story