'ମମତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇପାରେ’

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହତ୍ୟାର ଶିକାର ହୋଇପାରନ୍ତି। ନିର୍ବାଚନରେ ଯଦି ବିଜେପି ହାରିଯିବ ତାହେଲେ ମମତା ହତ୍ୟାର ଶିକାର ହୋଇପାରନ୍ତି। ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ତଥା ଟିଏମସି ନେତା ସୁବ୍ରତ ବାନାର୍ଜୀ ଏହା କହିଛନ୍ତି। ବିଜେପି ହତ୍ୟା କରି ଆଉ କାହା ନାମରେ ଦୋଷ ଲଦିପାରେ ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି ଏବଂ ଟିଏମସି ମଧ୍ୟରେ ବିବାଦ ତେଜିଛି। ବିଜେପି ଏବେ କହିଛି ଯେ […]

MAMATA BANERJEE

MAMATA BANERJEE

Subhransu Sekhar
  • Published: Sunday, 13 December 2020
  • Updated: 13 December 2020, 12:37 PM IST

Sports

Latest News

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହତ୍ୟାର ଶିକାର ହୋଇପାରନ୍ତି। ନିର୍ବାଚନରେ ଯଦି ବିଜେପି ହାରିଯିବ ତାହେଲେ ମମତା ହତ୍ୟାର ଶିକାର ହୋଇପାରନ୍ତି। ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ତଥା ଟିଏମସି ନେତା ସୁବ୍ରତ ବାନାର୍ଜୀ ଏହା କହିଛନ୍ତି। ବିଜେପି ହତ୍ୟା କରି ଆଉ କାହା ନାମରେ ଦୋଷ ଲଦିପାରେ ବୋଲି ସେ କହିଛନ୍ତି।

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି ଏବଂ ଟିଏମସି ମଧ୍ୟରେ ବିବାଦ ତେଜିଛି। ବିଜେପି ଏବେ କହିଛି ଯେ ଉତ୍ତର 24 ପରଗାନର ହଲିଶାହାରରେ ଶନିବାର ଟିଏମସି କର୍ମୀଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ କର୍ମୀ ଗୁରୁତର ଆହତ ହୋଇଛନ୍ତି।

ବିଜେପି ବେଙ୍ଗଲ ଟ୍ୱିଟ କରି ଏହି ଦାବି କରିଛି। ଟିଏମସି କର୍ମୀଙ୍କ ଆକ୍ରମଣରେ ଜଣେ କର୍ମୀ ହତ୍ୟାର ଶିକାର ହୋଇଥିବା ବେଳେ ଅନ୍ୟ ଛଅ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଜେଏନ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ସାଇକତ ଭବାଲଙ୍କୁ ଆକ୍ରମଣ କରାଯାଇଥିଲା।

ଏହାପୂର୍ବରୁ ଗୁରୁବାର ବିଜେପି ସଭାପତି ଜେପି ନଡ୍ଡା ଡାଇମଣ୍ଡ ହାରବୋର ଯାଉଥିବାବେଳେ ତାଙ୍କ କାରକେଡ୍ ଆକ୍ରମଣର ଶିକାର ହୋଇଥିଲା। ଟିଏମସି କର୍ମୀ ଏହି ଆକ୍ରମଣ କରିଥିଲା ବୋଲି ବିଜେପି ଅଭିଯୋଗ କରିଛି। ଟିଏମସି ସୁପ୍ରିମୋ ମମତା କିନ୍ତୁ ବିଜେପିର ଅଭିଯୋଗକୁ ଖଣ୍ଡନ କରିଥିଲେ। ସହାନୁଭୂତି ପାଇବା ପାଇଁ ବିଜେପି ଏଭଳି ନାଟକ କରୁଛି ବୋଲି ସେ କହିଥିଲେ। ଏବେ ଏହି ମାମଲାରେ ଆଠ ଜଣଙ୍କୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story