କରୋନା ମୁକାବିଲା: ୫ ସୂତ୍ରୀ କାର୍ଯ୍ୟକ୍ରମ ଆପଣାଇବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ପ୍ରଭାବ ବଢ଼ିବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଶନିବାର ଏକ ବୈଠକ କରିଛନ୍ତି। ଏହି ବୈଠକରେ ମହାରାଷ୍ଟ୍ର, ହରିଆଣା, ତାମିଲନାଡୁ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ପଞ୍ଜାବ ଏବଂ ଦିଲ୍ଲୀ ସମେତ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀ ଉପସ୍ଥିତ ଥିଲେ। କରୋନାର ପ୍ରକୋପକୁ ରୋକିବା ପାଇଁ ହେଲେ ରାଜ୍ୟ ଗୁଡ଼ିକୁ ୫ ସୂତ୍ରୀ କାର୍ଯ୍ୟକ୍ରମ ଆପଣାଇବାକୁ କହିଛି। ଏହି ବୈଠକରେ କରୋନା ପରୀକ୍ଷା, ଆଇସୋଲେସନ […]

corona

corona

Subhransu Sekhar
  • Published: Saturday, 27 March 2021
  • Updated: 27 March 2021, 08:12 PM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ପ୍ରଭାବ ବଢ଼ିବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଶନିବାର ଏକ ବୈଠକ କରିଛନ୍ତି। ଏହି ବୈଠକରେ ମହାରାଷ୍ଟ୍ର, ହରିଆଣା, ତାମିଲନାଡୁ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ପଞ୍ଜାବ ଏବଂ ଦିଲ୍ଲୀ ସମେତ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀ ଉପସ୍ଥିତ ଥିଲେ। କରୋନାର ପ୍ରକୋପକୁ ରୋକିବା ପାଇଁ ହେଲେ ରାଜ୍ୟ ଗୁଡ଼ିକୁ ୫ ସୂତ୍ରୀ କାର୍ଯ୍ୟକ୍ରମ ଆପଣାଇବାକୁ କହିଛି।

ଏହି ବୈଠକରେ କରୋନା ପରୀକ୍ଷା, ଆଇସୋଲେସନ ଏବଂ କଣ୍ଟାକ୍ଟ ହିଷ୍ଟ୍ରି, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଂଖ୍ୟାରେ ବୃଦ୍ଧି, କୋଭିଡ୍ ପ୍ରୋଟୋକଲ୍ ସୁନିଶ୍ଚିତ କରିବା ଏବଂ ଟିକାକରଣକୁ ଜୋରଦାର କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଥିବା ସୂଚନା ରହିଛି।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି ଯେ କରୋନା ଦ୍ୱାରା ସାରା ଦେଶର ୪୬ଟି ଜିଲ୍ଲା ମୁଖ୍ୟତଃ ଅଧିକ ପ୍ରଭାବିତ ହୋଇଛି। ଏବେ ଏହି ସବୁ ଜିଲ୍ଲାରେ କିଭଳି କରୋନା ନିୟନ୍ତ୍ରଣ ହେବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୬ଟି ଜିଲ୍ଲାର ମୋଟ୍ ୭୧ ପ୍ରତିଶତ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଖିବାକୁ ମିଳିଛି। ଏହିସବୁ ଜିଲ୍ଲାରୁ ମୋଟ୍ ମୃତ୍ୟୁର ୬୯ ପ୍ରତିଶତ ରହିଥିବା ଜଣାପଡ଼ିଛି। ତେବେ ମୋଟ୍ ୪୬ଟି ଜିଲ୍ଲାରୁ ମହାରାଷ୍ଟ୍ରର କେବଳ ୩୬ଟି ଜିଲ୍ଲା ରହିଛି।

ଦେଶରେ ଆଜି ଆସିଥିବା ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟାରେ ୬୨,୨୫୮ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହା ସର୍ବାଧିକ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦେଇଛି। ଶନିବାର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୧୯,୦୮,୯୧୦କୁ ବୃଦ୍ଧି ପାଇଛି।

ବିଗତ ୨୪ ଘଣ୍ଟାରେ ଦେଶରେ ୨୯୧ ଜଣ କୋଭିଡରେ ମୃତ୍ୟୁ ବରଣ କରିଛନ୍ତି। ଏଥିମଧ୍ୟରୁ ୧୧୨ ଜଣ ମହାରାଷ୍ଟ୍ରରେ ମୃତ୍ୟୁ ବରଣ କରିଥିବା ବେଳେ ପଞ୍ଜାବରେ ୫୯, ଛତିଶଗଡରେ ୨୨, କେରଳରେ ୧୪ ଏବଂ କର୍ଣ୍ଣାଟକରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି।

ଦେଶରେ ଏଯାବତ କୋଭିଡରେ ୧,୬୧,୨୪୦ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରେ ମହାରାଷ୍ଟ୍ରରେ ୫୩,୯୦୭, ପଞ୍ଜାବରେ ୬,୫୭୬, ତାମିଲନାଡୁରେ ୧୨,୬୫୦, କର୍ଣ୍ଣାଟକରେ ୧୨,୪୮୪, ଦିଲ୍ଲୀରେ ୧୦,୯୮୭, ପଶ୍ଚିମବଙ୍ଗରେ ୧୦,୩୨୦, ଉତ୍ତରପ୍ରଦେଶରେ ୮,୭୭୯ ଏବଂ ଆନ୍ଧ୍ରପ୍ରଦେଶରେ ୭,୨୦୩ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story