ମୁକୁଲ ରୟ ଇଫେକ୍ଟ: ଆଉ ୩ ବିଜେପି ବିଧାୟକ ଟିଏମସିରେ ମିଶିବେ!

କୋଲକାତା: ବିଜେପି ଛାଡ଼ି ମୁକୁଲ ରୟ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମିଶିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମୁକୁଲ ଟିଏମସିରେ ମିଶିଥିବାରୁ ଆଉ ୩ ବିଜେପି ବିଧାୟକ, ଜଣେ ପୂର୍ବତନ ବିଧାୟକ ଓ ଜଣେ ସାଂସଦ ମଧ୍ୟ ସମାନ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି। ବିଜେପି ଛାଡ଼ିବାକୁ ୩ ବିଧାୟକ ମୁକୁଲ ରୟଙ୍କୁ ପ୍ରଶଂସା କରିବା ସହ ବିଜେପିର ରାଜ୍ୟ ମୁଖ୍ୟ ଦିଲୀପ ଘୋଷ ଡାକିଥିବା ବୈଠକରେ ଯୋଗଦେଇ ନାହାନ୍ତି। ଦିଲୀପ ଘୋଷ ଉତ୍ତର […]

Mukul-Ray

Mukul-Ray

Hemant Lenka
  • Published: Saturday, 12 June 2021
  • Updated: 12 June 2021, 07:57 PM IST

Sports

Latest News

କୋଲକାତା: ବିଜେପି ଛାଡ଼ି ମୁକୁଲ ରୟ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମିଶିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମୁକୁଲ ଟିଏମସିରେ ମିଶିଥିବାରୁ ଆଉ ୩ ବିଜେପି ବିଧାୟକ, ଜଣେ ପୂର୍ବତନ ବିଧାୟକ ଓ ଜଣେ ସାଂସଦ ମଧ୍ୟ ସମାନ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି।

ବିଜେପି ଛାଡ଼ିବାକୁ ୩ ବିଧାୟକ ମୁକୁଲ ରୟଙ୍କୁ ପ୍ରଶଂସା କରିବା ସହ ବିଜେପିର ରାଜ୍ୟ ମୁଖ୍ୟ ଦିଲୀପ ଘୋଷ ଡାକିଥିବା ବୈଠକରେ ଯୋଗଦେଇ ନାହାନ୍ତି। ଦିଲୀପ ଘୋଷ ଉତ୍ତର ୨୪ ପ୍ରଗଣାରେ ବୈଠକ ଡାକିଥିଲେ। ଏବେ ସେହି ଜିଲ୍ଲାର ଜଣେ ବିଜେପି ନେତା ମଧ୍ୟ ଟିଏମସିକୁ ଯିବେ ବୋଲି ସଙ୍କେତ ଦେଇଛନ୍ତି।

ଟିଏମସିର ପୂର୍ବତନ ନୋଆପରା ବିଧାୟକ ତଥା ବର୍ତ୍ତମାନର ବିଜେପି ନେତା ସୁନୀଲ ସିଂହ କହିଛନ୍ତି, “ମୁକୁଲ ରୟ ଜଣେ ବଡ଼ ନେତା। ସେ ବିଜେପି ଛାଡ଼ି ଟିଏମସିରେ ମିଶିଛନ୍ତି। ଏହା ନିଶ୍ଚିତ ଆମ ପାର୍ଟି ଉପରେ ପ୍ରଭାବ ପକାଇବ। ୨୦୦୯ରେ କଂଗ୍ରେସ ଛାଡ଼ିବା ପରେ ମୁଁ ମୁକୁଲ ରୟଙ୍କ ସହ ଟିଏମସିରେ ମିଶିଥିଲି। ଆମେ ଜାଣିନୁ ଭବିଷ୍ୟତରେ କ’ଣ ହେବ। ଆମେ ସବୁ କିଛି ଆଗାମୀ ଦିନରେ ଦେଖିବା। ଖୁବଶୀଘ୍ର ଆପଣମାନେ ମୋ ରାଜନୀତିକ ଭବିଷ୍ୟତ ବିଷୟରେ ଜାଣିପାରିବେ।”

୨୪ ପ୍ରଗଣା ବୈଠକରେ ୩ ବିଜେପି ବିଧାୟକ ଓ ଜଣେ ସାଂସଦ ଯୋଗ ନଦେବା ପରେ ସେ ଏପରି ବୟାନ ଦେଇଛନ୍ତି। ବୈଠକରେ ଯୋଗଦେଇ ନଥିବା ବିଜେପି ବିଧାୟକ ବିଶ୍ୱଜିତ ଦାସ ମଧ୍ୟ ଶନିବାର ମୁକୁଲ ରୟଙ୍କୁ ଜଣେ ବଡ଼ ନେତା କହି ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, “ମୁକୁଲ ରୟ ଗୋଟିଏ ବଡ଼ ନାଁ। ସେ ବିଜେପିର ଉପ ସଭାପତି ଥିଲେ। ଅଧ୍ୟକ୍ଷ ଜେପି ନଡ୍ଡା ପରେ ସେ ହେଉଛନ୍ତି ଦଳର ୨ନଂ ନେତା। ଏହା ମଧ୍ୟ ସତ ଯେ ଭାରତୀୟ ରାଜନୀତିରେ ମୁକୁଲ ରୟ ଜଣେ ଚର୍ଚ୍ଚିତ ଚେହେରା। ତେଣୁ ସେଭଳି ନେତା ଦଳ ଛାଡ଼ିଲେ, ନିଶ୍ଚିତ ଏହାର ପ୍ରଭାବ ବିଜେପି ଉପରେ ପଡ଼ିବ।”

ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକଙ୍କ ସହ ତାଙ୍କ ସମ୍ପର୍କ ବେଶ ମଧୁର। ରାଜନୀତି ଓ ବ୍ୟକ୍ତିଗତ ଦୁଇଟି ଭିନ୍ନ ଜିନିଷ ବୋଲି ସେ କହିଛନ୍ତି।

ଜଣଙ୍କ ପରେ ଜଣେ ବିଜେପି ବିଧାୟକ ଓ ନେତାଙ୍କ ଏଭଳି ବୟାନ ଦଳ ବଦଳ ରାଜନୀତି ଚର୍ଚ୍ଚାକୁ ଇନ୍ଧନ ଯୋଗାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story