ଆରପାରିରେ ଅବଦୁଲ କଲାମଙ୍କ ବଡ଼ ଭାଇ

ଚେନ୍ନାଇ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଏପିଜେ ଅବଦୁଲ କଲାମଙ୍କ ବଡ଼ ଭାଇ ମହମ୍ମଦ ମୁଥୁ ମିରାନ ମାରାକାୟରଙ୍କ ପରଲୋକ ହୋଇଛି। ରବିବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ରହିଛନ୍ତି। ତାଙ୍କ ପତ୍ନୀଙ୍କର ବିୟୋଗ ହୋଇସାରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ଏବଂ ଡିଏମକେ ସଭାପତି ଏମ.କେ ଷ୍ଟାଲିନ ମାରାକାୟରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଅଧିକ ବୟସ ଏବଂ […]

kalam brother

kalam brother

Subhransu Sekhar
  • Published: Monday, 08 March 2021
  • Updated: 08 March 2021, 09:07 AM IST

Sports

Latest News

ଚେନ୍ନାଇ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଏପିଜେ ଅବଦୁଲ କଲାମଙ୍କ ବଡ଼ ଭାଇ ମହମ୍ମଦ ମୁଥୁ ମିରାନ ମାରାକାୟରଙ୍କ ପରଲୋକ ହୋଇଛି। ରବିବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ରହିଛନ୍ତି। ତାଙ୍କ ପତ୍ନୀଙ୍କର ବିୟୋଗ ହୋଇସାରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ଏବଂ ଡିଏମକେ ସଭାପତି ଏମ.କେ ଷ୍ଟାଲିନ ମାରାକାୟରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଅଧିକ ବୟସ ଏବଂ ବାର୍ଦ୍ଦକ୍ୟ କାରଣରୁ ତାଙ୍କର ବିୟୋଗ ହୋଇଥିବା ସୂଚନା ରହିଛି। କଲାମଙ୍କ ଭାଇ ଏକ ଛତା ମରାମତି ଦୋକାନ କରିଥିଲେ। ନିକଟରେ ମୁଥୁଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଏକ ଛତା ମରାମତି କରୁଥିବା ଦେଖିବାକୁ ମିଳିଥିଲା। ଆଉ ସେହି ଛତା ମରାମତି ଦୋକାନରେ ଅବଦୁଲ କଲାମଙ୍କର ଏକ ବଡ଼ ଫଟୋ ଥିବା ଦେଖିବାକୁ ମିଳିଥିଲା।

୧୯୧୭ରେ ତାମିଲନାଡୁର ରମେଶ୍ୱରାମରେ ଥିବା ପମ୍ବନ ଦ୍ୱୀପରେ ସେ ଜନ୍ମଗ୍ରହଣ କରିଥିଲେ। ପମ୍ବାନ୍ ଦ୍ୱୀପ ସେ ସମୟରେ ମାଡ୍ରାସ୍ ପ୍ରେସିଡେନ୍ସିରେ ଥିଲେ। ମୁଥୁଙ୍କ ବାପା ଜେନୁଲାବାଦିନ ଏକ ଡଙ୍ଗାର ମାଲିକ ଥିଲେ। ସେ ସ୍ଥାନୀୟ ମସଜିଦର ଇମାମ ମଧ୍ୟ ଥିଲେ। ତାଙ୍କ ମା ଆଶିଆମ୍ମା ଜଣେ ଗୃହିଣୀ ଥିଲେ।

ତେବେ ବଡ଼ ଭାଇଙ୍କର ବିୟୋଗ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ବିୟୋଗ ହୋଇସାରିଛି। ୨୭ ଜୁଲାଇ ୨୦୧୫ରେ ମେଘାଳୟର ଶିଲଂରେ ତାଙ୍କର ବିୟୋଗ ହୋଇଥିଲା। ଅବଦୁଲ କଲାମଙ୍କ ଦାରିଦ୍ର୍ୟ ମଧ୍ୟରେ କଟିଥିଲା। ତାଙ୍କ ବାପାଙ୍କର ପାଞ୍ଚ ଭାଇ ଏବଂ ପାଞ୍ଚ ଭଉଣୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story