ବିବାଦୀୟ ବୟାନ ପାଇଁ ଗିରଫ ବିଧାୟକଙ୍କୁ ନିଲମ୍ବିତ କଲା କଂଗ୍ରେସ

ଗୌହାଟୀ: ଦୀର୍ଘ ୪୦ ବର୍ଷ ତଳେ ଆସାମରେ ଚାଲିଥିବା ଉଚ୍ଛେଦ ଘଟଣାକୁ ନେଇ ବିବାଦୀୟ ବୟାନ ଦେଇ ଗିରଫ ହୋଇଥିବା ବିଧାୟକ ଶେରମନ ଅଲୀ ଅହମଦଙ୍କୁ ଆଜି କଂଗ୍ରେସ ଦଳକୁ ନିଲମ୍ବିତ କରିଛି। ଧାଡ଼ିକିଆ ନିଲମ୍ବନ ପତ୍ରରେ କଂଗ୍ରେସ କହିଛି ଯେ ଦଳ ଆଜି ତତ୍କାଳ ଭାବେ ବିଧାୟକ ଅହମଦଙ୍କୁ ନିଲମ୍ବିତ କରୁଛି। ସେ ନିୟମିତ ଭାବେ ଦଳର ନିୟମ ବାହାରେ କାମ କରୁଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୯୮୩ରେ ଡାରଙ୍ଗ ଜିଲ୍ଲାରେ […]

suspend

suspend

Hemant Lenka
  • Published: Monday, 04 October 2021
  • Updated: 04 October 2021, 12:00 PM IST

Sports

Latest News

ଗୌହାଟୀ: ଦୀର୍ଘ ୪୦ ବର୍ଷ ତଳେ ଆସାମରେ ଚାଲିଥିବା ଉଚ୍ଛେଦ ଘଟଣାକୁ ନେଇ ବିବାଦୀୟ ବୟାନ ଦେଇ ଗିରଫ ହୋଇଥିବା ବିଧାୟକ ଶେରମନ ଅଲୀ ଅହମଦଙ୍କୁ ଆଜି କଂଗ୍ରେସ ଦଳକୁ ନିଲମ୍ବିତ କରିଛି। ଧାଡ଼ିକିଆ ନିଲମ୍ବନ ପତ୍ରରେ କଂଗ୍ରେସ କହିଛି ଯେ ଦଳ ଆଜି ତତ୍କାଳ ଭାବେ ବିଧାୟକ ଅହମଦଙ୍କୁ ନିଲମ୍ବିତ କରୁଛି। ସେ ନିୟମିତ ଭାବେ ଦଳର ନିୟମ ବାହାରେ କାମ କରୁଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୧୯୮୩ରେ ଡାରଙ୍ଗ ଜିଲ୍ଲାରେ ଉଚ୍ଛେଦ ଅଭିଯାନ ବେଳେ ୮ ଜଣଙ୍କ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏହାକୁ କିଛି ଦିନ ତଳେ ଅହମଦ ଠିକ୍‌ ବୋଲି କହିଥିଲେ। ଏଥିପାଇଁ ବାଘବରରୁ ୩ଥର ବିଧାୟକ ହୋଇଥିବା ଅହମଦଙ୍କୁ କଂଗ୍ରେସ କାରଣ ଦର୍ଶାଅ ନୋଟିସ କରିଥିଲା।

ଏଥିସହ ବିଭିନ୍ନ ଅନୁଷ୍ଠାନ ଓ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତାଙ୍କ ନାଁରେ ଏଫଆଇଆର ହୋଇଥିଲା। ଶନିବାର ତାଙ୍କୁ ପୁଲିସ୍‌ ଅଟକ ରଖିବା ପରେ ଗିରଫ କରିଥିଲା। ଆଜି କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଛି।

ବିଜେପି ଶାସିତ ଆସାମରେ ଗତମାସରେ ହୋଇଥିବା ଉଚ୍ଛେଦ ଅଭିଯାନ ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଉପରେ ପ୍ରତିକ୍ରିୟା ଦେବା ବେଳେ ସେ ୧୯୮୩ ମସିହା ଘଟଣାକୁ ଉଠାଇଥିଲେ। ସେ କହିଥିଲେ, ୧୯୮୩ରେ ପ୍ରାଣ ହରାଇଥିବା ୮ ଜଣ ସହିଦ ନୁହନ୍ତି। ବରଂ ସେମାନେ ହତ୍ୟାକାରୀ।

ସେମାନେ ସିପାଝରରେ ସଂଖ୍ୟାଲଘୁଙ୍କ ନରସଂହାର କରିବା ଘଟଣାରେ ସାମିଲ ଥିଲେ। ନିଜକୁ ରକ୍ଷା କରିବା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ପ୍ରତି ଆକ୍ରମଣ କରିବାରୁ ୮ ଜଣଙ୍କ ଜୀବନ ଯାଇଥିଲା। ଏହାକୁ ନେଇ ବେଶ ବିବାଦ ହୋଇଥିଲା। ଏଥିପାଇଁ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story