ସ୍କୁଲରେ ବିଫ୍‌ ମଗାଇ ଫସିଲେ ପ୍ରଧାନ ଶିକ୍ଷୟିତ୍ରୀ, ବାନ୍ଧିଲା ପୁଲିସ

ଦିସପୁର: ସ୍କୁଲରେ ମଧ୍ୟାହ୍ଣ ଭୋଜନ ବେଳେ ବିଫ ମଗାଇ ଫସିଲେ ପ୍ରଧାନ ଶିକ୍ଷୟିତ୍ରୀ । ତାଙ୍କ ରୁଜୁ ହେଲା ମାମଲା। ଅନ୍ୟ ଶିକ୍ଷକଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କଲା ପୁଲିସ। ଏଭଳି ଏକ ଘଟଣା ଘଟିଛି ଆସାମ ଲଖିମପୁର ସ୍ଥିତ ଏକ ସ୍କୁଲରେ। ପୁଲିସ ସୂଚନା ମୁତାବକ, ସ୍କୁଲରେ ମଧ୍ୟାହ୍ଣ ଭୋଜନ ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଗୋ’ମାଂସ ଆଣିଥିଲେ। ଏହା ଦେଖି ସ୍କୁଲର ଅନ୍ୟ ହିନ୍ଦୁ ଶିକ୍ଷକମାନେ ବିରୋଧ କରିଥିଲେ। ଏନେଇ ଲଖିମପୁର ପୁଲିସ ଷ୍ଟେସନରେ […]

headmistress arrest

headmistress arrest

Madhupriya Mistry
  • Published: Thursday, 19 May 2022
  • Updated: 19 May 2022, 11:34 AM IST

Sports

Latest News

ଦିସପୁର: ସ୍କୁଲରେ ମଧ୍ୟାହ୍ଣ ଭୋଜନ ବେଳେ ବିଫ ମଗାଇ ଫସିଲେ ପ୍ରଧାନ ଶିକ୍ଷୟିତ୍ରୀ । ତାଙ୍କ ରୁଜୁ ହେଲା ମାମଲା। ଅନ୍ୟ ଶିକ୍ଷକଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କଲା ପୁଲିସ। ଏଭଳି ଏକ ଘଟଣା ଘଟିଛି ଆସାମ ଲଖିମପୁର ସ୍ଥିତ ଏକ ସ୍କୁଲରେ।

ପୁଲିସ ସୂଚନା ମୁତାବକ, ସ୍କୁଲରେ ମଧ୍ୟାହ୍ଣ ଭୋଜନ ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଗୋ'ମାଂସ ଆଣିଥିଲେ। ଏହା ଦେଖି ସ୍କୁଲର ଅନ୍ୟ ହିନ୍ଦୁ ଶିକ୍ଷକମାନେ ବିରୋଧ କରିଥିଲେ। ଏନେଇ ଲଖିମପୁର ପୁଲିସ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗ ଆଧାରରେ ଶିକ୍ଷୟିତ୍ରୀଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି।

ଗୋଲପାରା ଏସ୍‌ପିଙ୍କ କହିବା ମୁତାବକ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଆଇପିସି ଧାରା ୧୫୩(କ) (ଧର୍ମ, ଜାତି, ଜନ୍ମ ସ୍ଥାନ, ଘର ଆଧାରରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ଧାରା ୨୯୫(କ) ଜରିଆରେ ମାମଲା ରୁଜୁ ହୋଇଛି। ଏହାପରେ ତାଙ୍କୁ ସେସନ୍‌ କୋର୍ଟରେ ହାଜର କରାଯାଇଛି। ପରେ ଶିକ୍ଷୟିତ୍ରୀଙ୍କୁ ପୁଲିସ ଗିରଫ କରିଛି।

ସ୍କୁଲର ଜଣେ ଶିକ୍ଷକଙ୍କ କହିବା ମୁତାବକ, ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲକୁ ଗୋ ମାଂସ ନେଇ ଆସିଥିଲେ। ୩ଟାରୁ ସେଢ଼ ୩ଟା ମଧ୍ୟରେ ଏହି ଗୋ ମାଂସକୁ ପରସିବା ପାଇଁ କହିଥିଲେ। ସେଠାରେ ଦୁଇ ଜଣ ହିନ୍ଦୁ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ଏସବୁ ଜାଣିବା ପରେ ବି ଶିକ୍ଷୟିତ୍ରୀ ସ୍କୁଲ ଭିତରକୁ ଗୋ ମାଂସ ନେଇ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story