ମମତାଙ୍କୁ ହରାଇଥିବା ଶୁଭେନ୍ଦୁଙ୍କୁ ବିଜେପି ଦେଲା ଗୁରୁ ଦାୟିତ୍ୱ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିଜେପି। ବିଧାନସଭାରେ ଶାସକ ଦଳକୁ କଡ଼ା ଜବାବ ଦେବା ପାଇଁ ବିଜେପି ଶୁଭେନ୍ଦୁଙ୍କୁ ବିରୋଧୀ ଦଳ ନେତା କରିଛି। ପୂର୍ବରୁ ଏହି ପଦ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ଏବଂ ମୁକୁଲ ରୟଙ୍କ ନାମ ଚର୍ଚ୍ଚା ହେଉଥିଲା। ବିରୋଧୀ ଦଳ ପଦବୀକୁ ନେଇ ଶୁଭେନ୍ଦୁ ଅଧିକାରୀ ଏବଂ […]

subhendu-adjhikari

subhendu-adjhikari

Subhransu Sekhar
  • Published: Monday, 10 May 2021
  • Updated: 10 May 2021, 04:34 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିଜେପି। ବିଧାନସଭାରେ ଶାସକ ଦଳକୁ କଡ଼ା ଜବାବ ଦେବା ପାଇଁ ବିଜେପି ଶୁଭେନ୍ଦୁଙ୍କୁ ବିରୋଧୀ ଦଳ ନେତା କରିଛି। ପୂର୍ବରୁ ଏହି ପଦ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ଏବଂ ମୁକୁଲ ରୟଙ୍କ ନାମ ଚର୍ଚ୍ଚା ହେଉଥିଲା।

ବିରୋଧୀ ଦଳ ପଦବୀକୁ ନେଇ ଶୁଭେନ୍ଦୁ ଅଧିକାରୀ ଏବଂ ମୁକୁଲ ରୟଙ୍କ ଗୋଷ୍ଠୀ ମଧ୍ୟରେ ଭିତିରିଆ କନ୍ଦଳ ଆରମ୍ଭ ହୋଇଥିଲା ବୋଲି ବି ଚର୍ଚ୍ଚା ହେଉଛି। ଏମିତିକି ମୁକୁଲ ରୟ ଟିଏମସି କ୍ୟାମ୍ପକୁ ଫେରିଯିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ରୟ ଏହାକୁ ଖଣ୍ଡନ କରିଛନ୍ତି। ତେଣୁ ଦଳରେ ସୃଷ୍ଟି ହୋଇଥିବା ଫାଟ ଯେମିତି ଆଉ ବଡ଼ ନହୁଏ, ସେଥିପ୍ରତି କେନ୍ଦ୍ରୀୟ ବିଜେପି ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବଙ୍କୁ ନିଯୁକ୍ତ କରିଥିଲା। ଆଜି ଦଳର ବିଧାୟକଙ୍କ ସହିତ ରବିଶଙ୍କର ପ୍ରସାଦ ଆଲୋଚନା କରିବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ବିରୋଧୀ ଦଳ ନେତା ଭାବେ ଘୋଷଣା କରିଛନ୍ତି।

ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ଆସନରୁ ୧୯୫୬ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନରେ ​​ଶୁଭେନ୍ଦୁ ଅଧିକାରୀ ମୋଟ୍ ୧,୦୯,୬୭୩ ଭୋଟ୍ ପାଇଥିବାବେଳେ ମମତା ବାନାର୍ଜୀ ୧,୦୭,୯୩୭ ଭୋଟ୍ ପାଇଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନ ମଧ୍ୟରୁ ୮ଟି ପର୍ଯ୍ୟାୟରେ ୨୯୨ଟି ଆସନ ପାଇଁ ମତଦାନ ହୋଇଥିଲା। ବିଜେପି  ୭୭ଟି ଆସନରେ ବିଜୟୀ ହୋଇଛି। ଗତ ବିଧାନସଭା ନିର୍ବାଚନରେ ​ଦଳ ମାତ୍ର ୩ଟି ଆସନ ଜିତିଥିଲେ। ସେହିପରି ଟିଏମସି ୨୧୩ଟି ଆସନରେ ଜିତିଛି। ଏଥି ସହିତ ବାମପନ୍ଥୀ ଏବଂ ଅନ୍ୟମାନେ ୧-୧ ସିଟ୍ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story