ନିଜ ରେକର୍ଡ଼ ନିଜେ ଭାଙ୍ଗିଲେ ଦିଦି

କୋଲକାତା: ନିଜ ରେକର୍ଡ଼ ନିଜେ ଭାଙ୍ଗିଲେ ଦିଦି। ୨୦୧୧ ଲଢ଼େଇଠାରୁ ଏଥର ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭବାନୀପୁର ଉପନିର୍ବାଚନରେ ୫୮,୮୩୨ ଭୋଟ ପାଇ ରେକର୍ଡ ମାର୍ଜିନରେ ବିଜୟୀ ହୋଇଛନ୍ତି ମମତା।  କିନ୍ତୁ ୨୦୧୧ରେ ସେଇ ଆସନରୁ ପ୍ରତିଦ୍ୱନ୍ଦିତା କରି ମମତା ୫୪,୨୧୩ ଖଣ୍ଡ ଭୋଟ୍ ପାଇଥିଲେ। ବିଜୟ ପରେ ମମତା କହିଛନ୍ତି, ଆମେ ଏଥର ସମସ୍ତ ୱାର୍ଡରେ ଜିତିଛୁ। ବିଧାନ ସଭା ନିର୍ବାଚନରେ  ବହୁ ଷଡଯନ୍ତ୍ର ହୋଇଥିଲା। ସମଗ୍ର ବେଙ୍ଗଲର […]

Mamata

Mamata

Tapas Behera
  • Published: Sunday, 03 October 2021
  • Updated: 03 October 2021, 05:49 PM IST

Sports

Latest News

କୋଲକାତା: ନିଜ ରେକର୍ଡ଼ ନିଜେ ଭାଙ୍ଗିଲେ ଦିଦି। ୨୦୧୧ ଲଢ଼େଇଠାରୁ ଏଥର ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭବାନୀପୁର ଉପନିର୍ବାଚନରେ ୫୮,୮୩୨ ଭୋଟ ପାଇ ରେକର୍ଡ ମାର୍ଜିନରେ ବିଜୟୀ ହୋଇଛନ୍ତି ମମତା।  କିନ୍ତୁ ୨୦୧୧ରେ ସେଇ ଆସନରୁ ପ୍ରତିଦ୍ୱନ୍ଦିତା କରି ମମତା ୫୪,୨୧୩ ଖଣ୍ଡ ଭୋଟ୍ ପାଇଥିଲେ।

ବିଜୟ ପରେ ମମତା କହିଛନ୍ତି, ଆମେ ଏଥର ସମସ୍ତ ୱାର୍ଡରେ ଜିତିଛୁ। ବିଧାନ ସଭା ନିର୍ବାଚନରେ  ବହୁ ଷଡଯନ୍ତ୍ର ହୋଇଥିଲା। ସମଗ୍ର ବେଙ୍ଗଲର ନଜର ଭବାନୀପୁର ଉପରେ ଥିଲା। ବିଜୟୀ ପାଇଁ  ମୁଁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି । ସେ ଆହୁରି କହିଛନ୍ତି, ମୋ ବିରୋଧରେ ଅନେକ ଷଡ଼ଯନ୍ତ୍ର ହୋଇଥିଲା। ନନ୍ଦିଗ୍ରାମରେ ପ୍ରଚାର ଅଭିଯାନରେ ଆହତ ହୋଇଥିଲେ ମମତା।

ଟିଏମସି ସଂଯୋଜକ ଆଶିମ୍ ବସୁ କହିଛନ୍ତି , ଏହି ୱାର୍ଡ ମିନି ଭାରତକୁ ପ୍ରତିନିଧିତ୍ୱ କରୁଛି। ଏଠାରେ ଆମର ସମସ୍ତ ସମ୍ପ୍ରଦାୟ ଅଛନ୍ତି ଏବଂ ଦିଦି ଏକ ବଡ଼ ବ୍ୟବଧାନରେ ଜିତିଛନ୍ତି। ଏହା ପ୍ରମାଣ କରେ ଯେ, ମମତା ମିନି ଭାରତରୁ ବିପୁଳ ସମର୍ଥନ ପାଇଛନ୍ତି। ଏହି ସୋ’ ଆଗକୁ ଜାରି ରହିବ ବୋଲ ସେ କହିଛନ୍ତି। ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏବଂ କଂଗ୍ରେସର କିର୍ତ୍ତୀ ଆଜାଦ ବାନାର୍ଜୀଙ୍କ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଗୋଆ ଠାରୁ ତ୍ରିପୁରା ପର୍ଯ୍ୟନ୍ତ ଟିଏମସି ସମର୍ଥକ ଏବଂ କର୍ମୀମାନେ ବିଜୟ ଉତ୍ସବ ପାଳିଛନ୍ତି।

ପରାଜୟକୁ ସ୍ୱୀକାର କରିବା ସହ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ଗଣମାଧ୍ୟମକୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି ଭବାନୀପୁର ରାସ୍ତା ଦେଖାଇଥିବାରୁ ମୁଁ ସନ୍ତୁଷ୍ଟ। ସେ କହିଛନ୍ତି ଯେ, ସମସ୍ତ ଆଖି ଏହି ଆସନରେ ଥିଲା। ମୁଁ ଅଧିକ କାମ କରିବାକୁ ପ୍ରେରଣା ପାଇଛି। ଲୋକଙ୍କ ପାଇଁ। ମୁଁ ବିଜୟ ଚିହ୍ନ (ଭି) ଦେଖାଇବି ନାହିଁ । ବିଜୟ ପାଇଁ ମୁଁ ୩ଟି-ଆଙ୍ଗୁଠି ଚିହ୍ନ ଦେଖାଇବି । କାରଣ ମୁଁ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ। ଜାଙ୍ଗିପୁର ଏବଂ ସାମସରଗୁଞ୍ଜରେ ମୋର ସହକର୍ମୀମାନେ ମଧ୍ୟ ଜିତୁଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story