ଛୋଟ ପିଲାଙ୍କ ପାଇଁ କରୋନା ଟିକା ନେଇ ରିପୋର୍ଟ ଦେଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ୍‌ ଟିକାକୁ ନେଇ ଟ୍ରାଏଲ ଡାଟା ଦାଖଲ କରିଛି ଭାରତ ବାୟୋଟେକ୍‌। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ) ନିକଟରେ ଏହି ରିପୋର୍ଟ ଦାଖଲ କରିଛି କମ୍ପାନୀ। କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲା ଏହି ରିପୋର୍ଟ ଦାଖଲ କରିଛନ୍ତି। ସେପ୍ଟେମ୍ବରରେ ୧୮ ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ  ପରୀକ୍ଷା ସମାପ୍ତ କରିଛି କମ୍ପାନୀ।  ବର୍ତ୍ତମାନ […]

Vaccine1

Vaccine1

Tapas Behera
  • Published: Saturday, 02 October 2021
  • Updated: 02 October 2021, 10:41 PM IST

Sports

Latest News

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ୍‌ ଟିକାକୁ ନେଇ ଟ୍ରାଏଲ ଡାଟା ଦାଖଲ କରିଛି ଭାରତ ବାୟୋଟେକ୍‌। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ) ନିକଟରେ ଏହି ରିପୋର୍ଟ ଦାଖଲ କରିଛି କମ୍ପାନୀ। କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲା ଏହି ରିପୋର୍ଟ ଦାଖଲ କରିଛନ୍ତି। ସେପ୍ଟେମ୍ବରରେ ୧୮ ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ  ପରୀକ୍ଷା ସମାପ୍ତ କରିଛି କମ୍ପାନୀ।  ବର୍ତ୍ତମାନ DCGI ଅନୁମୋଦନ ପାଇଁ ଉକ୍ତ ରିପୋର୍ଟ ଦାଖଲ କରାଯାଇଛି। ଚଳିତ ମାସ ସୁଦ୍ଧା ଏହାର ଅନୁମୋଦନ ନେଇ ସ୍ପଷ୍ଟ ହୋଇପାରେ।

ଶନିବାର ଡ. କ୍ରିଷ୍ଣା ଏଲା କହିଛନ୍ତି ଯେ, କମ୍ପାନୀ ଏବାବଦରେ  ସମସ୍ତ ତଥ୍ୟ WHO ରେ ଦାଖଲ କରିଛି।  ସେ କହିଛନ୍ତି ଯେ, ଭରତ ବାୟୋଟେକ୍ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ  ଟିକା WHO ଅନୁମୋଦନ କରିଛି। ତେବେ ଏହା ଦ୍ୱାରା  ପିଲାଙ୍କ ଉପରେ ଟିକା କିଭଳି ପ୍ରଭାବ ପକାଉଛି ତାହାର ଏକ ଚିତ୍ର ଏଥିରୁ ମିଳିପାରିବ । କରୋନା ଏବେ ପିଲାଙ୍କ ପାଇଁ ଅଧିକ ଘାତକ ହେଉଥିବାରୁ  ଏହି ଟିକା ଅତ୍ୟନ୍ତ ଜରୁରି ମନେ କରାଯାଉଛି ।

ତେବେ  ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ତୃତୀୟ ଲହର ନେଇ ଚେତାବନୀ ଦେବା ପରେ ପିଲାଙ୍କ ଉପରେ କୋଭାକ୍ସିନ୍‌ ଟିକାର ପରୀକ୍ଷା ପାଇଁ ସୁପାରିସ କରାଯାଇଥିଲା । ଏହାକୁ ଗ୍ରହଣ କରି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଞ୍ଜୁରି ପ୍ରଦାନ କରିଥିଲା । ଏହାପରେ ଭାରତ ବାୟୋଟେକ୍‌ ଜୁନ୍‌ରେ ହିଁ ପିଲାଙ୍କ ଉପରେ ଟିକା ପରୀକ୍ଷା ମୂଳକ ଭାବେ ପ୍ରୟୋଗ ଆରମ୍ଭ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story