ପଞ୍ଚାୟତ ନିର୍ବାଚନ: ଇଭିଏମ୍‌ ଭାଙ୍ଗିଲେ, ମାଜିଷ୍ଟ୍ରେଟ୍‌ଙ୍କୁ ପିଟିଲେ

ପାଟନା: ବିହାର ପଞ୍ଚାୟତ ନିର୍ବାଚନରେ ପ୍ରବଳ ହଙ୍ଗାମା। ତାତିଲେ ଗାଁ ଲୋକେ। ଶେଷ ପର୍ଯ୍ୟାୟ ମତଦାନ ବେଳେ ରାଗିଗଲେ ଭୋଟର। ଭାଙ୍ଗିଦେଲେ ଇଭିଏମ୍‌। କେବଳ ସେତିକି ନୁହେଁ ମାଜିଷ୍ଟ୍ରେଟ୍‌ଙ୍କୁ ମଧ୍ୟ ମାଡ ମାରିଲେ। ବିହାରର କୁଶେଶ୍ୱରସ୍ଥାନ ପଞ୍ଚାୟତ ନିର୍ବାଚନ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ବର୍ତ୍ତମାନ ଯାଏଁ ୬ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଆଜି ବିହାରରେ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ସମୟରେ […]

magistrate-beaten

magistrate-beaten

Madhupriya Mistry
  • Published: Monday, 13 December 2021
  • Updated: 13 December 2021, 01:16 PM IST

Sports

Latest News

ପାଟନା: ବିହାର ପଞ୍ଚାୟତ ନିର୍ବାଚନରେ ପ୍ରବଳ ହଙ୍ଗାମା। ତାତିଲେ ଗାଁ ଲୋକେ। ଶେଷ ପର୍ଯ୍ୟାୟ ମତଦାନ ବେଳେ ରାଗିଗଲେ ଭୋଟର। ଭାଙ୍ଗିଦେଲେ ଇଭିଏମ୍‌। କେବଳ ସେତିକି ନୁହେଁ ମାଜିଷ୍ଟ୍ରେଟ୍‌ଙ୍କୁ ମଧ୍ୟ ମାଡ ମାରିଲେ। ବିହାରର କୁଶେଶ୍ୱରସ୍ଥାନ ପଞ୍ଚାୟତ ନିର୍ବାଚନ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ବର୍ତ୍ତମାନ ଯାଏଁ ୬ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଆଜି ବିହାରରେ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ସମୟରେ କୁଶେଶ୍ୱରସ୍ଥାନ  ଇଷ୍ଟ ବ୍ଲକର ଚିଗ୍ରି ସିମ୍‌ରାହ ପଞ୍ଚାୟତର ଚିଗଡି ଗାଁରେ ସ୍ଥିତ ବୁଥ ନମ୍ବର ୧୫୧ ଏବଂ ୧୫୨ରେ ସ୍ଥାନୀୟ ଲୋକମାନେ ଆକ୍ରମଣ କରିଥିଲେ। ଲୋକମାନେ ଇଭିଏମ୍ ଭାଙ୍ଗିବା ସହ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ ମାରିଥିଲେ। ଏହିଁ ସମସ୍ତ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ଥାନୀୟ ଲୋକମାନେ ପ୍ରବଳ ହଙ୍ଗାମା ସହ ମାରପିଟ୍‌ କରୁଥିବା ଦେଖିବାକୁ ମିଳିଛି।

ଗାଁ ଲୋକଙ୍କ ଆକ୍ରମଣରେ ମାଜିଷ୍ଟ୍ରେଟ୍‌ ଓ ୩ ଜଣ ପୁଲିସକର୍ମୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସୀତାଘାଟ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାରପିଟ୍‌ ମାମଲାରେ ପୁଲିସ ୬ଜଣଙ୍କୁ ଗିରଫ କରିଛି। ଏହି ଗିରଫ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି। ଏଏସ୍‌ପିଙ୍କ ମୁତାବକ, ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ମିଥିଲେଶ ଯାଦବଙ୍କୁ ଗିରଫ କରିବା ପାଇଁ ଚାରିଆଡେ ଚଢ଼ାଉ ଚାଲିଛି ବୋଲି ସେ କହିଛନ୍ତି।

View this post on Instagram

A post shared by NDTV India (@ndtvindia)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story