ବିଜେପି ସାଂସଦଙ୍କ ସମେତ ୯ ଜଣଙ୍କ ନାଁରେ ଏଫ୍‌ଆଇଆର୍‌

ରାଞ୍ଚି: ଝାଡଖଣ୍ଡର ଦେବଘର ବିମାନ ବନ୍ଦରର ସୁରକ୍ଷାରେ ତ୍ରୁଟି। ଏହି ମାମଲାରେ ବିଜେପି ସାଂସଦ ନୀଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ ୯ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ବିମାନ ବନ୍ଦର ଡିଏସ୍‌ପି ସୁମନ ଆନନଙ୍କ ଅଭିଯୋଗ ପରେ କୁଣ୍ଡା ପୁଲିସ ଏମାନଙ୍କ ନାଁରେ ମାମଲା ରୁଜୁ କରିଛି। ଗୋଡ୍ଡା ଲୋକସଭା ସାଂସଦ ନୀଶିକାନ୍ତ ଦୁବେ, ତାଙ୍କ ପୁଅ କନିସ୍କ କାନ୍ତ ଦୁବେ, ମହିକାନ୍ତ ଦୁବେ, ସାଂସଦ ମନୋଜ ତିୱାରୀ, ମୁକେଶ ପାଠକ, ଦେବତା ପାଣ୍ଡେ, […]

Nishikant and Manoj

Nishikant and Manoj

Madhupriya Mistry
  • Published: Saturday, 03 September 2022
  • Updated: 03 September 2022, 09:51 AM IST

Sports

Latest News

ରାଞ୍ଚି: ଝାଡଖଣ୍ଡର ଦେବଘର ବିମାନ ବନ୍ଦରର ସୁରକ୍ଷାରେ ତ୍ରୁଟି। ଏହି ମାମଲାରେ ବିଜେପି ସାଂସଦ ନୀଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ ୯ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ବିମାନ ବନ୍ଦର ଡିଏସ୍‌ପି ସୁମନ ଆନନଙ୍କ ଅଭିଯୋଗ ପରେ କୁଣ୍ଡା ପୁଲିସ ଏମାନଙ୍କ ନାଁରେ ମାମଲା ରୁଜୁ କରିଛି।

ଗୋଡ୍ଡା ଲୋକସଭା ସାଂସଦ ନୀଶିକାନ୍ତ ଦୁବେ, ତାଙ୍କ ପୁଅ କନିସ୍କ କାନ୍ତ ଦୁବେ, ମହିକାନ୍ତ ଦୁବେ, ସାଂସଦ ମନୋଜ ତିୱାରୀ, ମୁକେଶ ପାଠକ, ଦେବତା ପାଣ୍ଡେ, ପିଣ୍ଟୁ ତିୱାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏମାନଙ୍କ ବିରୋଧରେ ଗତ ଅଗଷ୍ଟ ୩୧ ତାରିଖରେ ଦେବଘର ବିମାନ ବନ୍ଦରର ଏଟିସିରେ ଜବରଦସ୍ତି ପ୍ରବେଶ କରିବା ଓ କ୍ଲିୟରାନ୍ସ ନେବା ଅଭିଯୋଗ ରହିଛି। ଏହା ବ୍ୟତୀତ ଦେବଘର ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ସନ୍ଦୀପ ଢ଼ିଙ୍ଗରାଙ୍କ ବିରୋଧରେ  ମଧ୍ୟ ମାମଲା ରୁଜୁ ହୋଇଛି।

BJP MP Manoj Tiwari And Nishikant Dubey Play With Security At Airport, Case Registered - झारखंड : BJP सांसद निशिकांत दुबे और मनोज तिवारी सहित 9 पर जबरन ATC रूम में घुसने

ଡିଏସପିଙ୍କ ଅଭିଯୋଗ ମୁତାବକ, ନୀଶିକାନ୍ତ ଦୁବେଙ୍କ ସମେତ ୯ଜଣ ବ୍ୟକ୍ତି ଅଗଷ୍ଟ ୩୧ଦିନ ଅପରାହ୍ଣରେ ଚାଟାର୍ଡ ​​ବିମାନ ଯୋଗେ ଦେଓଘରକୁ ଆସିଥିଲେ। ତେବେ ସନ୍ଧ୍ୟାରେ ଫେରିବା ସମୟରେ ଦୁବେଙ୍କ ସମେତ ଅନ୍ୟମାନେ ଜବରଦସ୍ତି ଏଟିସି ଫର୍ମରେ ପ୍ରବେଶ କରିଥିଲେ ଓ କ୍ଲିଅରାନ୍ସ ନେଇଥିଲେ। ଏହାପରେ ଚାଟାର୍ଡ ପ୍ଲେନ୍‌ରେ ସେମାନେ ଫରିଥିଲେ।

ପ୍ରକୃତରେ ବିଜେପିର ଏହି ପ୍ରତିନିଧି ଦଳ ଅଗଷ୍ଟ ୩୧ ତାରିଖରେ ଦୁମ୍‌କା ପୀଡିତା ଅଙ୍କିତାଙ୍କୁ ଭେଟିବାକୁ ଯାଇଥିଲେ। ଏହି ପ୍ରତିନିଧି ଦଳରେ ବିଜେପି ସାଂସଦ ନୀଶିକାନ୍ତ ଦୁବେଙ୍କ ସହ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ଏବଂ କପିଲ ମିଶ୍ରଙ୍କ ସମେତ ଅନେକ ଲୋକ ଥିଲେ। ଦୁମ୍‌କା ପୀଡିତାଙ୍କୁ ଭେଟିବା ପରେ ଏମାନେ ସନ୍ଧ୍ୟା ୫.୧୫ରେ ଦେବଘର ବିମାନ ବନ୍ଦରରେ ପହଞ୍ଚି ନିଜ ଚାଟାର୍ଡ ପ୍ଲେନରେ ବସିଥିଲେ।

ତେବେ ଏହି ସମୟରେ ବିମାନ ବନ୍ଦର ଏଟିସି ପ୍ଲେନଟିକୁ ଉଡାଣ ଭରିବା ପାଇଁ ଅନୁମତି ଦେଇନଥିଲା। ଏହାପରେ ସମସ୍ତ ବିଜେପି ନେତା ଓ ସାଂସଦ ମିଶି ଏଟିସି ଭିତରେ ଜୋର ଜବରଦସ୍ତି ପ୍ରବେଶ କରି କ୍ଲିଅରାନ୍ସ ନେଇଥିଲେ ଓ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସୂଚନା ମୁତାବକ, ଦେଓଘର ବିମାନ ବନ୍ଦରରେ ରାତିରେ ବିମାନ ଉଡାଣ କିମ୍ବା ଅବତରଣ ସୁବିଧା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story