କାର୍‌ରେ କୋକେନ୍ ନେଉଥିଲେ ବିଜେପି ନେତ୍ରୀ, ଉଠାଇ ନେଲା ପୁଲିସ୍

କୋଲକାତା: ବେଙ୍ଗଲ ବିଜେପିର ଯୁବ ନେତା ପାମେଲା ଗୋସ୍ୱାମୀ ଗିରଫ ହୋଇଛନ୍ତି। କାର୍‌ରେ କୋକେନ୍ ନେଇଯାଉଥିବା ବେଳେ ତାଙ୍କୁ ନ୍ୟୁ ଅଲୀପୁର ପୁଲିସ୍ ଗିରଫ କରିଛି। ପାମେଲାଙ୍କ ସହ ତାଙ୍କର ଜଣେ ସହଯୋଗୀ ପ୍ରବୀର କୁମାର ଦେ’ଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ପାମେଲା ରାଜ୍ୟ ବିଜେପି ମୋର୍ଚ୍ଚାର ସମ୍ପାଦକ ତଥା ହୁଗୁଳି ଜିଲ୍ଲା ବିଜେପିର ସମ୍ପାଦକ ଅଛନ୍ତି। ପୁଲିସ୍ କହିଛି ଯେ ପାମେଲା ଗୋସ୍ୱାମୀ ଓ ପ୍ରବୀରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଧୁତା ରହିଛି। […]

bjp

bjp

Ranjit Kumar Jena
  • Published: Friday, 19 February 2021
  • Updated: 19 February 2021, 07:09 PM IST

Sports

Latest News

କୋଲକାତା: ବେଙ୍ଗଲ ବିଜେପିର ଯୁବ ନେତା ପାମେଲା ଗୋସ୍ୱାମୀ ଗିରଫ ହୋଇଛନ୍ତି। କାର୍‌ରେ କୋକେନ୍ ନେଇଯାଉଥିବା ବେଳେ ତାଙ୍କୁ ନ୍ୟୁ ଅଲୀପୁର ପୁଲିସ୍ ଗିରଫ କରିଛି। ପାମେଲାଙ୍କ ସହ ତାଙ୍କର ଜଣେ ସହଯୋଗୀ ପ୍ରବୀର କୁମାର ଦେ'ଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ପାମେଲା ରାଜ୍ୟ ବିଜେପି ମୋର୍ଚ୍ଚାର ସମ୍ପାଦକ ତଥା ହୁଗୁଳି ଜିଲ୍ଲା ବିଜେପିର ସମ୍ପାଦକ ଅଛନ୍ତି।

ପୁଲିସ୍ କହିଛି ଯେ ପାମେଲା ଗୋସ୍ୱାମୀ ଓ ପ୍ରବୀରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଧୁତା ରହିଛି। ଉଭୟ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ନେଇ ପୁଲିସ୍ ସନ୍ଦେହ କରିଆସୁଥିଲା। ଯାହା ପରେ ଲଗାତର ସେମାନଙ୍କ ଉପରେ ନଜର ରଖୁଥିଲା।

ଆଜି ପାମେଲା ଓ ପ୍ରବୀର ଏକ ଗାଡ଼ିରେ ଆସୁଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇ ଥିଲା। ସେହି ସମୟରେ ପାମେଲାଙ୍କ ବ୍ୟାଗରୁ ୧୦୦ ଗ୍ରାମ୍‌ କୋକେନ୍ ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ।

ଗିରଫ ସମୟରେ ପାମେଲାଙ୍କ ସହ କିଛି କେନ୍ଦ୍ର ସୁରକ୍ଷାକର୍ମୀ ଯବାନ ଉପସ୍ଥିତ ଥିଲେ। ଏବେ ପୁଲିସ୍ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ଏହାଛଡ଼ା ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ପାମେଲା ଓ ପ୍ରବୀରଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story