ବୋରୱେଲ ଭିତରେ ରାହୁଲ, ପୁଅ ଫେରିବା ବାଟକୁ ଅପେକ୍ଷା କରିଛି ପରିବାର

ରାୟପୁର: ଦୀର୍ଘ ୯୦ ଘଣ୍ଟା ହେବ ଚାଲିଛି ଅପରେସନ୍‌ ରାହୁଲ। ଦୀର୍ଘ ୫ ଦିନ ହେବ ବୋରୱେଲ ଗର୍ତ୍ତ ଭିତରେ ଜୀବନ ସହ ସଙ୍ଘର୍ଷ କରୁଛି ୧୧ ବର୍ଷର ବାଳକ। ଛତିଶଗଡ ଜାଞ୍ଜଗିର-ଚାମ୍ପାରେ ରାହୁଲର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ମିଳୁଥିବା ସୂଚନା ମୁତାବକ ଏବେ ସୁଡଙ୍ଗ ଭିତରକୁ ଏନଡିଆରଏଫ୍ ଟିମ୍ ପଶିଛନ୍ତି। ଏହାରି ଭିତରେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ। ପୁଅ ନିଶ୍ଚିତ ରୂପେ ସୁରକ୍ଷିତ ଭାବେ ତାଙ୍କ କୋଳକୁ […]

rahul's rescue operation

rahul's rescue operation

Madhupriya Mistry
  • Published: Tuesday, 14 June 2022
  • Updated: 14 June 2022, 11:29 AM IST

Sports

Latest News

ରାୟପୁର: ଦୀର୍ଘ ୯୦ ଘଣ୍ଟା ହେବ ଚାଲିଛି ଅପରେସନ୍‌ ରାହୁଲ। ଦୀର୍ଘ ୫ ଦିନ ହେବ ବୋରୱେଲ ଗର୍ତ୍ତ ଭିତରେ ଜୀବନ ସହ ସଙ୍ଘର୍ଷ କରୁଛି ୧୧ ବର୍ଷର ବାଳକ। ଛତିଶଗଡ ଜାଞ୍ଜଗିର-ଚାମ୍ପାରେ ରାହୁଲର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ମିଳୁଥିବା ସୂଚନା ମୁତାବକ ଏବେ ସୁଡଙ୍ଗ ଭିତରକୁ ଏନଡିଆରଏଫ୍ ଟିମ୍ ପଶିଛନ୍ତି। ଏହାରି ଭିତରେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ।

ପୁଅ ନିଶ୍ଚିତ ରୂପେ ସୁରକ୍ଷିତ ଭାବେ ତାଙ୍କ କୋଳକୁ ଫେରିବ ରାହୁଲ ବାପା ଆଶାବାଦୀ ଅଛନ୍ତି। ଉଦ୍ଧାର ପାଇଁ ଯାହା ଦରକାର ତାହା ପ୍ରଶାସନ କରୁଛି। କେବଳ ପୁଅକୁ ପାଇବାକୁ ଅପେକ୍ଷା କରି ରହିଛି ବୋଲି ରାହୁଲଙ୍କ ବାପା କହିଛନ୍ତି। ସେପଟେ ରାହୁଲ ଏବେ ବି ଲଗାତାର ତା ମା' ସହିତ କଥା ହେଉଛି। ଆଉ ଧୈର୍ଯ୍ୟ ନହରାଇ ନିଜକୁ ରକ୍ଷା କରିବାକୁ ପ୍ରାଣପଣେ ଚେଷ୍ଟା କରୁଛି।

ରାହୁଲକୁ କିପରି ଭାବେ ସତର୍କତାର ସହ ବାହାରକୁ ଉଦ୍ଧାର କରାଯିବ ସେନେଇ ଗୁରୁତ୍ୱ ଦିଆଯାଉଛି। ଅତି ଧୀରେ ଧୀରେ ଟନେଲ ଖୋଳି ରାହୁଲ ପାଖରେ ପହଞ୍ଚିବାକୁ ଏନଡିଆରଏଫ୍ ଟିମ୍ ଚେଷ୍ଟା ଚଳାଇଛି। ଅନ୍ୟପଟେ ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ମଧ୍ୟ ନିୟୋଜିତ ଅଛନ୍ତି। ବୋରୱେଲ ଭିତରୁ ବାହାରିବା ପରେ ତାକୁ ତୁରନ୍ତ ଆମ୍ବୁଲାନ୍ସରେ ନିଆଯିବ ବୋଲି ବ୍ୟବସ୍ଥା ହୋଇଛି।

ମିଳିଥିବା ସୂଚନା ମୁତାବକ ପ୍ରାୟ ୪୨ ଡିଗ୍ରୀ ତାପମାତ୍ରା ଭିତରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି। ଆଉ କୌଣସି ବି ମୁହୂର୍ତ୍ତରେ ରାହୁଲକୁ ଉଦ୍ଧାର କରାଯାଇପାରେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story