କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ? ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ। ଏହାରି ଭିତରେ କଂଗ୍ରେସର କିଏ ହେବ ପରବର୍ତ୍ତୀ ଅଧ୍ୟକ୍ଷ। ସେ ନେଇ ଆଜି ନିର୍ବାଚନ ତାରିଖ ଚୂଡାନ୍ତ ହେବ। ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସୁଛି। ଏହି ବୈଠକରେ ଦଳର ପରବର୍ତ୍ତୀ ସଭାପତି ନିର୍ବାଚନ ନେଇ ତାରିଖ ଘୋଷଣା କରାଯିବ। ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜନୀତି ସରଗରମ ରହିଛି। ଏହାରି […]

Sonia and Rahul

Sonia and Rahul

Madhupriya Mistry
  • Published: Sunday, 28 August 2022
  • Updated: 28 August 2022, 10:18 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ। ଏହାରି ଭିତରେ କଂଗ୍ରେସର କିଏ ହେବ ପରବର୍ତ୍ତୀ ଅଧ୍ୟକ୍ଷ। ସେ ନେଇ ଆଜି ନିର୍ବାଚନ ତାରିଖ ଚୂଡାନ୍ତ ହେବ। ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସୁଛି। ଏହି ବୈଠକରେ ଦଳର ପରବର୍ତ୍ତୀ ସଭାପତି ନିର୍ବାଚନ ନେଇ ତାରିଖ ଘୋଷଣା କରାଯିବ।

ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜନୀତି ସରଗରମ ରହିଛି। ଏହାରି ଭିତରେ ଦଳ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ବିଦେଶରେ ଥିବା ବେଳେ ଭର୍ଚୁଆଲ ମୋଡରେ ଏହି ବୈଠକରେ ସାମିଲ ହେବେ। ରାହୁଲ ଗାନ୍ଧି ଦଳର ମୁଖିଆ ହେବେ ନା ଆଉ କାହାକୁ ଏହି ଦାୟିତ୍ୱ ଦିଆଯିବ ସେ ନେଇ ବୈଠକରେ ଚର୍ଚ୍ଚା ହେବ।

ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, 'ରାହୁଲଙ୍କୁ ପୁଣି ଥରେ କଂଗ୍ରେସ ସଭାପତି ହେବା ପାଇଁ ବାଧ୍ୟ କରାଯିବ। ତାଙ୍କୁ  ମନାଇବା ପାଇଁ ଚେଷ୍ଟା ଚାଲିଛି। ଦଳର ନେତୃତ୍ୱ ନେବା ପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାନ୍ତି।'

ଏଏନ୍‌ଆଇର ସୂଚନା ମୁତାବକ, ଆଜି ଅପରାହ୍ଣରେ ୩.୩୦ରେ ସିଡବ୍ଲୁସି ବୈଠକ ବସିବ। ଏହି ବୈଠକରେ ନୂଆ ଅଧ୍ୟକ୍ଷ ଓ ଦଳର ପରବର୍ତ୍ତୀ ଅଧ୍ୟକ୍ଷର ନିର୍ବାଚନ ତାରିଖ ଉପରେ ଆଲୋଚନା ହେବ। ବୈଠକ ପରେ ତାରିଖ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି। ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିବେ।

https://twitter.com/ANI/status/1563718737274236932?s=20&t=tk_XQg6hLdOZDsLjjTrJlQ

ସେପଟେ କଂଗ୍ରେସରୁ ଇସ୍ତଫା ପରେ ଗୁଲାମନବୀ ଆଜାଦ ନିଜ ଘରେ ଜି-୨୩ ନେତାଙ୍କ ବୈଠକ କରିଛନ୍ତ। ସୂଚନା ଅନୁସାରେ ଆଜାଦ ଆସନ୍ତା ୧୪ ଦିନ ମଧ୍ୟରେ ତାଙ୍କ ନିଜର ଦଳ ଆରମ୍ଭ କରିବେ। ଦଳର ପ୍ରଥମ ଶାଖା ଜମ୍ମୁ କଶ୍ମୀରରୁ ଆରମ୍ଭ ହେବ। ଆଜାଦଙ୍କ ଘନିଷ୍ଠ ସହଯୋଗୀ ଜିଏମ୍ ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story