ବାୟୁ ପରେ ନଦୀ ପାଣିରେ କରୋନା ଭାଇରସ

ଅହମଦାବାଦ: ବାୟୁମଣ୍ଡଳରେ ଘୁରି ବୁଲୁଥିବା କୋଭିଡ-୧୯ ଭାଇରସ ଏବେ ପାଣିରେ ମଧ୍ୟ ଥିବା ନେଇ ସୂଚନା ମିଳିଛି। ଅହମଦାବାଦରେ ଥିବା ସାବରମତୀ ନଦୀର ପାଣିର ନମୁନା ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ସାବରମତି ନଦୀ ବ୍ୟତୀତ ରାଜ୍ୟର କଙ୍କରିଆ ଏବଂ ଚନ୍ଦୋଲା ହ୍ରଦର ପାଣିରେ ମଧ୍ୟ ଏହି ଭାଇରସ ଚିହ୍ନଟ ହୋଇଛି। ଆଇଆଇଟି ଗାନ୍ଧୀ ନଗର ଏବଂ ଜବହାର ଲାଲ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଏକାଠି ହୋଇ ଏହି ଦୁଇଟି ସ୍ଥାନରୁ ପାଣିର ନମୁନା […]

SABARAMATI-RIVER

SABARAMATI-RIVER

Subhransu Sekhar
  • Published: Friday, 18 June 2021
  • Updated: 18 June 2021, 06:24 PM IST

ଅହମଦାବାଦ: ବାୟୁମଣ୍ଡଳରେ ଘୁରି ବୁଲୁଥିବା କୋଭିଡ-୧୯ ଭାଇରସ ଏବେ ପାଣିରେ ମଧ୍ୟ ଥିବା ନେଇ ସୂଚନା ମିଳିଛି। ଅହମଦାବାଦରେ ଥିବା ସାବରମତୀ ନଦୀର ପାଣିର ନମୁନା ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ସାବରମତି ନଦୀ ବ୍ୟତୀତ ରାଜ୍ୟର କଙ୍କରିଆ ଏବଂ ଚନ୍ଦୋଲା ହ୍ରଦର ପାଣିରେ ମଧ୍ୟ ଏହି ଭାଇରସ ଚିହ୍ନଟ ହୋଇଛି। ଆଇଆଇଟି ଗାନ୍ଧୀ ନଗର ଏବଂ ଜବହାର ଲାଲ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଏକାଠି ହୋଇ ଏହି ଦୁଇଟି ସ୍ଥାନରୁ ପାଣିର ନମୁନା ସଂଗ୍ରହ କରିଥିଲେ। ଏହାପରେ ଏହି ନଦୀ ଏବଂ ହ୍ରଦର ପାଣିରେ କରୋନା ସଂକ୍ରମଣ ରହିଥିବା ଜଣାପଡ଼ିଛି।

ଆଇଆଇଟି ଗାନ୍ଧୀନଗରର ପରିବେଶ ବିଜ୍ଞାନ ବିଭାଗର ପ୍ରଫେସର ମନୀଷ କୁମାର କହିଛନ୍ତି ହ୍ରଦ ଏବଂ ନଦୀର ନମୁନାରୁ SARS-COV-2 ଚିହ୍ନଟ ହେବା ବିପଦ ଜନକ। ଏହା ରାଜ୍ୟ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ। ସେ କହିଛନ୍ତି ଡିସେମ୍ୱର ୨୯, ୨୦୧୯ ପାଖରୁ ୨୦୨୦ ସେପ୍ଟେମ୍ୱର ୩ ଯାଏ ପାଣିର ନମୁନା ସଂଗ୍ରହ କରାଯାଇଥିଲା। ସାବରମତୀ ନଦୀରୁ ୬୯୪ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ଚନ୍ଦୋଲା ହ୍ରଦରୁ ୫୪୯ଟି ଏବଂ କଙ୍କରିଆ ହ୍ରଦରୁ ୪୦୨ ଥର ନମୁନା ନିଆଯାଇଥିଲା।

ଏବେ ଏହି ପ୍ରକାର ଗବେଷଣା ସାରା ଦେଶରେ ହେବା ଦରକାର ବୋଲି ସେ କହିଛନ୍ତି। ଏହି ଭାଇରସ ପରିଷ୍କାର ପାଣିରେ ଅଧିକ ସମୟ ରହିପାରୁଛି ବୋଲି ସେ ଆଶଙ୍କା କରିଛନ୍ତି।

ନିକଟରେ କର୍ଣ୍ଣାଟକ ମଧ୍ୟ ସ୍ୱରେଜ ପାଣିର ନମୁନା ଯାଞ୍ଚ କରି କରୋନା ସଂକ୍ରମଣ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଦେଶର ପ୍ରଥମ ରାଜ୍ୟ ଭାବରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏପରି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ନିକଟରେ ଅନେକ କୋଭିଡ ମୃତକଙ୍କ ଶରୀରରେ ନଦୀରେ ଫିଙ୍ଗାଯାଉଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ପାଣିରେ କୋଭିଡ ସଂକ୍ରମଣ ରହିପାରେ ବୋଲି କୁହାଯାଉ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story