ମାର୍ଚ୍ଚ ୧୬ରୁ ୧୨ ରୁ ୧୪ ବର୍ଷର ପିଲାଙ୍କୁ କୋଭିଡ୍‌ ଟିକା

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ କୋଭିଡ୍‌ ଟିକା ପ୍ରଦାନ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷର ଶିଶୁଙ୍କୁ କୋଭିଡ୍‌ ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ୍‌  କରି ସୂଚନା ଦେଇଛନ୍ତି । ଏଥିସହ ୬୦ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଏଣିକି ପ୍ରିକସନ ଡୋଜ ଦିଆଯିବା ନେଇ ଘୋଷଣା କରାଯାଇଥିଲା। । ତେବେ ୧୨ରୁ ୧୪ ବର୍ଷ ମଧ୍ୟରେ ପିଲାଙ୍କୁ  କୋଭିଡ୍‌ ଟିକା ପ୍ରଦାନ ନେଇ  ନ୍ୟାଶନାଲ […]

Vaccine1

Vaccine1

Tapas Behera
  • Published: Monday, 14 March 2022
  • Updated: 14 March 2022, 05:17 PM IST

Sports

Latest News

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ କୋଭିଡ୍‌ ଟିକା ପ୍ରଦାନ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷର ଶିଶୁଙ୍କୁ କୋଭିଡ୍‌ ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ୍‌  କରି ସୂଚନା ଦେଇଛନ୍ତି । ଏଥିସହ ୬୦ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଏଣିକି ପ୍ରିକସନ ଡୋଜ ଦିଆଯିବା ନେଇ ଘୋଷଣା କରାଯାଇଥିଲା। । ତେବେ ୧୨ରୁ ୧୪ ବର୍ଷ ମଧ୍ୟରେ ପିଲାଙ୍କୁ  କୋଭିଡ୍‌ ଟିକା ପ୍ରଦାନ ନେଇ  ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଜେସନ୍( ଏନଟିଏଜିଆଇ) ପକ୍ଷରୁ ସୁପାରିଶ୍‌ କରାଯାଇଥିଲା। ମଙ୍ଗଳବାରଠାରୁ ଏହି ଟିକା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ॥ କୋଭିଡ୍‌ ମହାମାରୀକୁ ମୁକାବିଲା ପାଇଁ ଟିକାହିଁ ଏକମାତ୍ର ଅସ୍ତ୍ର ଭାବେ ଭାବେ ଗୁରୁତ୍ୱ ଦିଆଯାଇଥିଲା।  ଗତ ବର୍ଷ ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋଭିଡ୍‌ ଟିକା ଅଭିଯାନ ଆରମ୍ଭ ହୋଇଥିଲା।

ପ୍ରଥମେ  କୋଭିଡ୍ ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀ ଏବଂ ପରେ ଗତ ବର୍ଷ  ଫେବୃଆରୀ ୨ରେ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା। ପରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବୟସର ବର୍ଗଙ୍କୁ ଟିକା ପ୍ରଦାନ କରାଯାଇଥିଲା।  ତୃତୀୟ ପର୍ଯ୍ୟାୟ ଟିକା ଅଭିଯାନ ଗତ ବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିଲା । ଏଥିରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଥିଲା।

ଏହା ପରେ ଏପ୍ରିଲ ୧ରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଥିଲା। ଏହାରି ଭିତରେ କରୋନା ମହାମାରୀ ଉତ୍କଟ ରୂପଧାରଣ କରିବାରୁ କେନ୍ଦ୍ର ସରକାର ଟିକା ଅଭିଯାନକୁ ବ୍ୟାପକ କରିଥିଲେ। ।  ଗତ ବର୍ଷ ମେ’ ୧ରେ ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଳି ପଡ଼ିଥିଲା। ପରେ ପରେ ଚଳିତ ବର୍ଷ ଜାନୁଆରୀ ୩ରେ ୧୫ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ପ୍ରଦାନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏଥିସହ ସରକାର ପ୍ରିକସନ୍‌ ଡୋଜ୍‌ ପାଇଁ ମଧ୍ୟ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story