ବଢ଼ିଲାଣି କରୋନା ମାମଲା, ପୁଣି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର

ମୁମ୍ବାଇ: ପୁଣି ଉପରମୁହାଁ ହେଲାଣି ମହାମାରୀ କରୋନା। ଦୈନିକ ସଂକ୍ରମଣ ମାମଲା ଗଲା କିଛି ଦିନ ହେବ ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ କିଛି ଦିନର ବିରତି ପରେ ପୁଣିଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାର ପୁଣି ଥରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍‌ […]

Covid19

Covid19

Madhupriya Mistry
  • Published: Saturday, 04 June 2022
  • Updated: 04 June 2022, 01:34 PM IST

Sports

Latest News

ମୁମ୍ବାଇ: ପୁଣି ଉପରମୁହାଁ ହେଲାଣି ମହାମାରୀ କରୋନା। ଦୈନିକ ସଂକ୍ରମଣ ମାମଲା ଗଲା କିଛି ଦିନ ହେବ ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ କିଛି ଦିନର ବିରତି ପରେ ପୁଣିଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାର ପୁଣି ଥରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।

କୋଭିଡ୍‌-୧୯ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍‌ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି। ଏନେଇ ରାଜ୍ୟ ସକରାରଙ୍କ ତରଫରୁ ସମସ୍ତ ଜିଲ୍ଲାକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରାଯାଇଛି।

ବଢ଼ି ଚାଲିଥିବା କରୋନା ସଂକ୍ରମଣ ମାମଲା ସଂକ୍ରାନ୍ତରେ ରାଜ୍ୟ ସରକାର ଜିଲ୍ଲା କର୍ତ୍ତୃପକ୍ଷମାନଙ୍କ ଆଗରେ ଚିନ୍ତା ପ୍ରକଟ କରିଛନ୍ତି। ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବା ପାଇଁ ଆଦେଶ ଦେବା ସମେତ ସମସ୍ତ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ଲେଖିଥିବା ଚିଠିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ପ୍ରଦୀପ ବ୍ୟାସ କେତେଗୁଡ଼ିଏ ନିର୍ଦ୍ଦେଶ ଦେଇଛନ୍ତି।

ବସ୍‌, ଟ୍ରେନ୍‌, ଫିଲ୍ମ ହଲ୍‌, ସମାଗୃହ, ଅଫିସ, ହସ୍ପିଟାଲ, କଲେଜ, ସ୍କୁଲ ଏବଂ ଅନ୍ୟ ସମସ୍ତ ସାର୍ବଜନୀନ ସ୍ଥାନରେ ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି ସେ କହିଛନ୍ତି। ଗତ ଦୁଇ ମାସ ହେବ ରାଜ୍ୟରେ କୋଭିଡ୍‌-୧୯ ମାମଲା କ୍ରମଶଃ ହ୍ରାସ ପାଇବା ପରେ ସଂକ୍ରମଣ ମାମଲା ଧୀରେ ଧୀରେ ବୃଦ୍ଧି ପାଉଥିଲା। କିନ୍ତୁ ୩ ମାସ ପରେ ବା ଜୁନ୍‌ ପହିଲାରୁ ଦୈନିକ ସଂକ୍ରମଣ ମାମଲା ପ୍ରଥମ ଥର ପାଇଁ ୧୦୦୦ ଟପି ଯାଇଛି ଚିଠିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏବେ ମୁମ୍ବାଇ ମେଟ୍ରୋପଲିଟାନ୍‌ ଅଞ୍ଚଳ ଏବଂ ଥାନେରେ କରୋନା ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଉଛି। ଏହାଛଡ଼ା, ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପଜିଟିଭି ହାର ବୃଦ୍ଧି ପାଉଛି। ତେଣୁ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ସଂକ୍ରମଣ ମାମଲା ବଢ଼ିପାରେ ବୋଲି ମହାରାଷ୍ଟ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ-୧୯ ଟାସ୍କ ଫୋର୍ସଙ୍କ ସହ ବୈଠକ କରିଛନ୍ତି। ବୈଠକ ପରେ ଯେପରି ଲକଡାଉନ ଭଳି ସ୍ଥିତି ପୁଣି ନଉପୁଜେ ସେଥିପାଇଁ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ସମସ୍ତ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଯେଉଁମାନେ କରୋନା ଟିକା ଦେଇନାହାନ୍ତି, ସେମାନଙ୍କୁ ଟିକା ନେବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story