ଏବେ ଅଫିସରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ: କରୋନାର ମାରାତ୍ମକ ରୂପ ଦେଖି ରଣନୀତି ବଦଳାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଟିକାକରଣ କେନ୍ଦ୍ରରେ ହିଁ ଲୋକମାନେ ଟିକାର ଡୋଜ୍‌ ନେଇପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ହେଲେ ଏବେ କାର୍ଯ୍ୟସ୍ଥଳୀ ବା ଅଫିସରେ ବି ଯୋଗ୍ୟ ବିବେଚିତ ବର୍ଗର ଲୋକମାନେ କରୋନା ଟିକାର ଡୋଜ୍‌ ନେଇପାରିବେ ବୋଲି କହିଛନ୍ତି। ୧୦୦ ଜଣ ଟିକା ନେବାକୁ ଯୋଗ୍ୟତା ରଖିଥିବା ଲୋକ ଯେଉଁ ଅଫିସରେ କାମ କରୁଛନ୍ତି, ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର […]

Vaccine

Vaccine

Hemant Lenka
  • Published: Wednesday, 07 April 2021
  • Updated: 07 April 2021, 06:31 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ମାରାତ୍ମକ ରୂପ ଦେଖି ରଣନୀତି ବଦଳାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଟିକାକରଣ କେନ୍ଦ୍ରରେ ହିଁ ଲୋକମାନେ ଟିକାର ଡୋଜ୍‌ ନେଇପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ହେଲେ ଏବେ କାର୍ଯ୍ୟସ୍ଥଳୀ ବା ଅଫିସରେ ବି ଯୋଗ୍ୟ ବିବେଚିତ ବର୍ଗର ଲୋକମାନେ କରୋନା ଟିକାର ଡୋଜ୍‌ ନେଇପାରିବେ ବୋଲି କହିଛନ୍ତି।

୧୦୦ ଜଣ ଟିକା ନେବାକୁ ଯୋଗ୍ୟତା ରଖିଥିବା ଲୋକ ଯେଉଁ ଅଫିସରେ କାମ କରୁଛନ୍ତି, ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଆସନ୍ତା ୧୧ ତାରିଖ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ତେଣୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ରହିବାକୁ କହିଛନ୍ତି।

କେନ୍ଦ୍ର ସରକାର କହିଛନ୍ତି, ଯେଉଁ ଅଫିସରେ ୧୦୦ରୁ ଅଧିକ ହିତାଧିକାରୀ ଥିବେ, ସେଠାରେ ହିଁ ଟିକାକରଣ ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ଦିଆଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହାୟତାରେ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇପାରିଛି।

ହିତାଧିକାରୀମାନେ ମଧ୍ୟ ଏହାକୁ ନେବାରେ କୌଣସି କୁଣ୍ଠାବୋଧ ପ୍ରକାଶ କରୁନାହାନ୍ତି। ଏବେ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟସ୍ଥଳୀରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଯେଉଁଠାରେ ୧୦୦ରୁ ଅଧିକ ଯୋଗ୍ୟ ହିତାଧିକାରୀ ଥିବେ, ସେଠାରେ ଟିକାକରଣ ପାଇଁ ବ୍ୟବସ୍ଥା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ କରିବେ। ଅଫିସରେ ହିଁ ଟିକାକରଣ କେନ୍ଦ୍ର ହେବ ଓ ଅଫିସର ଯୋଗ୍ୟ ହିତାଧିକାରୀ ସେଠାରେ ଟିକା ନେବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story