ମହାରାଷ୍ଟ୍ର ରାଜନୀତି: ଶରଦ ପାୱାରଙ୍କୁ ଭେଟିଲେ ଦେବେନ୍ଦ୍ର ଫଡ଼ନାଭିସ

ମୁମ୍ୱାଇ: ମହାରାଷ୍ଟ୍ରରେ ପୁଣି ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ଶିବସେନା ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଥିବା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ହଠାତ୍‌ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ସାକ୍ଷତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ରୁଦ୍ଧଦ୍ୱାର ବୈଠକକୁ ନେଇ ନୂଆ ରାଜନୀତିକ ସମୀକରଣମାନ ସୃଷ୍ଟି ହେବାରେ ଲାଗିଛି। ଆଜି ସକାଳେ ଫଡ଼ନାଭିସ୍‌ ମୁମ୍ବାଇ ସ୍ଥିତ ଶରଦ ପାୱାରଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ଉଭୟ ଆଲୋଚନା କରୁଥିବା […]

NCP

NCP

Hemant Lenka
  • Published: Monday, 31 May 2021
  • Updated: 31 May 2021, 05:56 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ପୁଣି ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ଶିବସେନା ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଥିବା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ହଠାତ୍‌ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ସାକ୍ଷତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ରୁଦ୍ଧଦ୍ୱାର ବୈଠକକୁ ନେଇ ନୂଆ ରାଜନୀତିକ ସମୀକରଣମାନ ସୃଷ୍ଟି ହେବାରେ ଲାଗିଛି।

ଆଜି ସକାଳେ ଫଡ଼ନାଭିସ୍‌ ମୁମ୍ବାଇ ସ୍ଥିତ ଶରଦ ପାୱାରଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ଉଭୟ ଆଲୋଚନା କରୁଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ନିଜେ ଫଡ଼ନାଭିସ୍‌ ଏହି ଭେଟଘାଟର ଫଟୋକୁ ସୋଶାଲ ମିଡିଆରେ ଶେୟାର କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏହି ଭେଟଘାଟ ପଛରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନଥିବା ବିଜେପି ପକ୍ଷରୁ କୁହାଯାଇଛି। ଫଡ଼ନାଭିସ କେବଳ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବାକୁ ଯାଇଥିଲେ। ନିକଟରେ ଶରଦ ପାୱାର ମୁମ୍ବାଇ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ନିଜର ଅସ୍ତ୍ରୋପଚାର କରିଥିଲେ। ଏହି କାରଣରୁ ଫଡ଼ନାଭିସ ତାଙ୍କୁ ଭେଟିବାକୁ ଯାଇଥିବା କୁହାଯାଉଛି।

କିନ୍ତୁ ଶରଦ ପାୱାରଙ୍କୁ ଭେଟିବା ପୂର୍ବରୁ ଫଡ଼ନାଭିସ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଓବିସିଙ୍କୁ ସୁରକ୍ଷା ଦେବାରେ ମହାରାଷ୍ଟ୍ର ସରକାର ବିଫଳ ବୋଲି ସେ କହିଥିଲେ। ଓବିସି ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଥିଲା।

ଏପରି କି ଏନସିପି ମନ୍ତ୍ରୀ ଜୟନ୍ତ ପାଟିଲ ପରୋକ୍ଷରେ ଶିବସେନାକୁ ଟାର୍ଗେଟ ମଧ୍ୟ କରିଥିଲେ। ଏହାକୁ ନେଇ ଏନସିପି ଓ ଶିବସେନା ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିବାଦକୁ ଦୃଷ୍ଟିରେ ରଖି ଶରଦ ପାୱାରଙ୍କୁ ଭେଟିଥିଲେ। ଏସବୁ ଭିତରେ ଶରଦ ପାୱାରଙ୍କୁ ଫଡ଼ନାଭିସ ଭେଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story