ସ୍ୱପ୍ନରେ ଧର୍ମ ବିରୋଧୀ କାର୍ଯ୍ୟ, ତା’ପରେ ମର୍ଡ଼ର

ଇସଲାମାବାଦ୍: ପାକିସ୍ତାନର ଡେରା ଇସମାଏଲ ସଂସ୍ଥାର ୩ ଜଣ  ମହିଳା ଶିକ୍ଷୟିତ୍ରୀଙ୍କୁ ପୁଲିସ ଗିରଫ କରିଛି। ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କ ପୂର୍ବତନ ସହଯୋଗୀଙ୍କୁ ହତ୍ୟା କରିଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି।  ଜାମିଆ ଇସଲାମିମଆ  ଫାଲହୌଲ ବିନ୍ନତ ବାହାରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ଯେତେବେଳେ  ଘଟଣାସ୍ଥଳରେ ପହଞ୍ଚିଲା ମୃତକ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ତାର ବେକ ମଧ୍ୟ କଟାଯାଇଥିଲା। ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଧାର୍ମିକ ମତବାଦକୁ ନେଇ ଏହି […]

Murdered

Murdered

Tapas Behera
  • Published: Wednesday, 30 March 2022
  • Updated: 30 March 2022, 03:07 PM IST

Sports

Latest News

ଇସଲାମାବାଦ୍: ପାକିସ୍ତାନର ଡେରା ଇସମାଏଲ ସଂସ୍ଥାର ୩ ଜଣ  ମହିଳା ଶିକ୍ଷୟିତ୍ରୀଙ୍କୁ ପୁଲିସ ଗିରଫ କରିଛି। ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କ ପୂର୍ବତନ ସହଯୋଗୀଙ୍କୁ ହତ୍ୟା କରିଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି।  ଜାମିଆ ଇସଲାମିମଆ  ଫାଲହୌଲ ବିନ୍ନତ ବାହାରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ଯେତେବେଳେ  ଘଟଣାସ୍ଥଳରେ ପହଞ୍ଚିଲା ମୃତକ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ।

ତାର ବେକ ମଧ୍ୟ କଟାଯାଇଥିଲା। ହତ୍ୟାକାଣ୍ଡରେ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଧାର୍ମିକ ମତବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି।  ମୃତକ ଜଣକ ୨୧ ବର୍ଷୀୟ ଯୁବତୀ ବୋଲି ଜଣାପଡ଼ିଛି।  ପୁଲିସ କହିବା ଅନୁଯାୟୀ  ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣଙ୍କର ଜଣେ ୧୩ ବର୍ଷୀୟ ସମ୍ପର୍କୀୟ ରାତିରେ  ସ୍ନପ୍ନ ଦେଖିଥିଲେ। ସ୍ୱପ୍ନରେ ସେହି ୨୧ ବର୍ଷୀୟ ଯୁବତୀ ଜଣକ ପ୍ରତିପକ୍ଷର ଧାର୍ମିକ ବିରୋଧୀ କାର୍ଯ୍ୟ କରୁଥିଲେ।

ଏହି କାହାଣୀ ଣୁଣି ୩ ଜଣ ଶିକ୍ଷୟିତ୍ରୀ ସମ୍ପୃକ୍ତ ସହଯୋଗୀଙ୍କୁ   ହତ୍ୟା କରିଥିବା ପୁଲିସ କହିଛି।  ମୃତକ ଜଣକ ହେଉଛନ୍ତି ମୌଲାନା ତାରିକ୍‌ ଜମିଲର ଜଣେ ଦୃଢ଼  ସମର୍ଥକ। ମୃତ ମହିଳା ଜଣକ ଆଦିବାସୀ ବର୍ଗର ହୋଇଥିବା ବେଳେ ତାଙ୍କ ଘର ଦକ୍ଷିଣ ୱାଜିରସ୍ତାନ ଜିଲ୍ଲାରେ। ଏହି ହତ୍ୟାକାଣ୍ଡ ପରେ ୱାଫାକୁଲ ମାଦରିସ୍‌ ଆରବିଆ ପାକିସ୍ତାନ ପକ୍ଷାରୁ ନିନ୍ଦା ପ୍ରକାଶ କରାଯାଇଛି। ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story