ପୁଣି ଜମ୍ମୁ ସୀମାରେ ଉଡିଲା ଦୁଇଟି ଡ୍ରୋନ

ନୂଆଦିଲ୍ଲୀ: ଡ୍ରୋନ ଜରିଆରେ ସୀମାରେ ଭାରତର ଟିକିନିଖି ଖବର ରଖିବାକୁ ଆତଙ୍କବାଦୀ ଉଦ୍ୟମ ଜାରି ରଖିଛନ୍ତି। ସପ୍ତାହକ ମଧ୍ୟରେ ତିନି ଥର ଡ୍ରୋନ ଜରିଆରେ ପାକିସ୍ତାନ ପଟୁ ଗତିବିଧି ନଜର ରଖାଯାଉଥିବା ଦେଖିବାକୁ ମିଳିବା ପରେ ଆଜି ପୁଣି ଜମ୍ମୁ ସୀମାରେ ଦୁଇଟି ଡ୍ରୋନ ଦେଖିବାକୁ ମିଳିଛି। ଗୋଟିଏ କୁଞ୍ଜଓ୍ୱନିର ଏୟାର ଫୋର୍ସ ଷ୍ଟେସନ ସିଗନାଲ୍ ପାଖରେ ଦେଖିବାକୁ ମିଳିଥିବା ବେଳେ ଆଉ ଏକ ସକାଳେ କାଲୁଚକର ମିରନ ସାହିବ ଓ କୁଞ୍ଜଓ୍ୱନି ଆକାଶରେ ଉଡୁଥିବା ଦେଖିବାକୁ […]

pakistani-drone-spotted-in-

pakistani-drone-spotted-in-

Subhransu Sekhar
  • Published: Wednesday, 30 June 2021
  • Updated: 30 June 2021, 11:07 AM IST

Sports

Latest News

ନୂଆଦିଲ୍ଲୀ: ଡ୍ରୋନ ଜରିଆରେ ସୀମାରେ ଭାରତର ଟିକିନିଖି ଖବର ରଖିବାକୁ ଆତଙ୍କବାଦୀ ଉଦ୍ୟମ ଜାରି ରଖିଛନ୍ତି। ସପ୍ତାହକ ମଧ୍ୟରେ ତିନି ଥର ଡ୍ରୋନ ଜରିଆରେ ପାକିସ୍ତାନ ପଟୁ ଗତିବିଧି ନଜର ରଖାଯାଉଥିବା ଦେଖିବାକୁ ମିଳିବା ପରେ ଆଜି ପୁଣି ଜମ୍ମୁ ସୀମାରେ ଦୁଇଟି ଡ୍ରୋନ ଦେଖିବାକୁ ମିଳିଛି।

ଗୋଟିଏ କୁଞ୍ଜଓ୍ୱନିର ଏୟାର ଫୋର୍ସ ଷ୍ଟେସନ ସିଗନାଲ୍ ପାଖରେ ଦେଖିବାକୁ ମିଳିଥିବା ବେଳେ ଆଉ ଏକ ସକାଳେ କାଲୁଚକର ମିରନ ସାହିବ ଓ କୁଞ୍ଜଓ୍ୱନି ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଲା ଏହି ଦୁଇଟି ଡ୍ରୋନ୍ ୮୦୦ ମିଟର ଉଚ୍ଚରେ ଉଡୁଥିଲେ ଏବଂ ଏୟାରଫୋର୍ସ ଷ୍ଟେସନରୁ ୭ ରୁ ୧୦ କିଲୋମିଟର ଦୂରରେ ଉଡୁଥିଲା।

https://twitter.com/ANI/status/1410076626960797707?s=20

ତେବେ ସେନା ପକ୍ଷରୁ ଟାର୍ଗେଟ କରାଯିବାରୁ ଡ୍ରୋନ୍ ୨ଟି ଫେରି ଯାଇଛନ୍ତି। ଗତ ୪ ଦିନ ଭିତରେ ଜମ୍ମୁ ଆକାଶରେ ୭ଟି ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି ଗତ ୨୭ ତାରିଖରେ ଜମ୍ମୁର ବିମାନବନ୍ଦର ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିଲା ଏହାପୂର୍ବରୁ ସୋମବାର ରାତିରେ ମଧ୍ୟ  କୁଞ୍ଜଓ୍ୱନି ଅଞ୍ଚଳରେ ଏକ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା।

ଅନ୍ୟପଟେ ସୀମା ସାଶସ୍ତ୍ର ବଳ (ଏସସିବି) ଭାରତ-ନେପାଳ ସୀମା ଦେଇ ଚାଇନାରୁ ଚାଲାଣ ହେଉଥିବା ଆଠଟି ଡ୍ରୋନ କ୍ୟାମେରା ଜବତ କରିଛି। ନେପାଳରୁ ଚୋରା ଚାଲାଣ ହୋଇ ବିହାରକୁ ଡ୍ରୋନ କ୍ୟାମେରା ଅଣାଯାଉଛି ବୋଲି ଏସଏସବି ସୂଚନା ଦେଇଛି। ଜୁନ୍ ୨୬ରେ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ପୂର୍ବ ଚମ୍ପରନ ଅଞ୍ଚଳର ଏକ କାରରୁ ଆଠଟି ଡ୍ରୋନ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story