ଚାଷୀଙ୍କୁ ଟେକ୍ନୋଲଜି ସହ ଯୋଡ଼ିବ ନୂଆ କୃଷି ଆଇନ୍: ମୋଦି

ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷି ଆଇନକୁ ନେଇ ମତ ରଖିଛନ୍ତି। ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀ ଜିଦରେ ଅଟଳ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୩ତମ FICCIର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିନ କରିଛନ୍ତି। ସେ କହିଛନ୍ତି ‘ଆମେ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚରେ ଅନେକ ପରିବର୍ତ୍ତନ ଦେଖିଛୁ। କିନ୍ତୁ ୨୦୨୦ରେ ଅନେକ କିଛି ଦେଖିଛୁ। ଖାଲି ଭାରତ ନୁହେଁ ସାରା ବିଶ୍ୱରେ ଉତଥାନ ପତନ ଦେଖିବାକୁ ମିଳିଛି। ଆଗକୁ ଯେତେବେଳେ […]

PM-MODI

PM-MODI

Subhransu Sekhar
  • Published: Saturday, 12 December 2020
  • Updated: 12 December 2020, 04:21 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷି ଆଇନକୁ ନେଇ ମତ ରଖିଛନ୍ତି। ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀ ଜିଦରେ ଅଟଳ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୩ତମ FICCIର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିନ କରିଛନ୍ତି।

ସେ କହିଛନ୍ତି 'ଆମେ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚରେ ଅନେକ ପରିବର୍ତ୍ତନ ଦେଖିଛୁ। କିନ୍ତୁ ୨୦୨୦ରେ ଅନେକ କିଛି ଦେଖିଛୁ। ଖାଲି ଭାରତ ନୁହେଁ ସାରା ବିଶ୍ୱରେ ଉତଥାନ ପତନ ଦେଖିବାକୁ ମିଳିଛି। ଆଗକୁ ଯେତେବେଳେ ୨୦୨୦ ବାବଦରେ ଆମେ ମନେ ପକାଇବା ସେତେବେଳେ ଏହା ଅନେକ କିଛି ଶିଖିବାକୁ ବାର୍ତ୍ତା ଦେବ। ଭଲ କଥା ହେଉଛି ଯେ ପରିସ୍ଥିତି ଯେତେ ଶୀଘ୍ର ଖରାପ ହୋଇଛି, ତାଠୁ ଶୀଘ୍ର ଆମେ ଉନ୍ନତି କରୁଛୁ।

https://twitter.com/ANI/status/1337644579747627009?s=20

ସେ କହିଛନ୍ତି ନୂଆ କୃଷି ନିୟମ ପରେ ଚାଷୀମାନେ ନୂଆ ବଜାର ପାଇବେ, ନୂଆ ବିକଳ୍ପ ଉପଲବ୍ଧ ହେବ, ଟେକ୍ନୋଲୋଜିର ଲାଭ ପାଇବେ ଚାଷୀ, ଦେଶର ଶୀତଳ ଭଣ୍ଡାର ଭିତ୍ତିଭୂମି ଆଧୁନିକୀକରଣ ହେବ ବୋଲି ସେ କହିଛନ୍ତି।

କରୋନା ମହାମାରୀ ସମୟରେ ଭାରତ ନିଜ ନାଗରିକଙ୍କ ଜୀବନକୁ ଅଧିକ ପ୍ରାଧାନ୍ୟ ଦେଇ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିଥିଲା। ଆଜି ଦେଶ ମଧ୍ୟ ଏହାର ଫଳାଫଳ ଦେଖୁଛି ଏବଂ ବିଶ୍ୱ ମଧ୍ୟ ଏହା ଉପରେ ନଜର ରଖିଛି ବୋଲି ମୋଦି କହିଛନ୍ତି। ଗତ କିଛି ମାସ ମଧ୍ୟରେ ଭାରତ ଯେଉଁଭଳି କାର୍ଯ୍ୟ କରିଛି ତାହା ସମଗ୍ର ବିଶ୍ୱ ପାଇଁ ଉଦାହରଣ। ସଠିକ୍ ନୀତି ଓ ନିଷ୍ପତ୍ତିର ପରିଣାମ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଭାରତ ସଫଳ ହୋଇଛି ବୋଲି ମୋଦି କହିଛନ୍ତି। ଭାରତ ସରକାର ୧୩୦ କୋଟି ଦେଶବାସୀଙ୍କ ସ୍ୱପ୍ନ ପାଇଁ ଉତ୍ସର୍ଗୀକୃତ। ଯାହା ଦେଶବାସୀଙ୍କୁ ପ୍ରତ୍ୟେକ ସ୍ତରରେ ଆଗକୁ ନେବା ପାଇଁ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ସେହିପରି ଏଫଡ଼ିଆଇ ହେଉ ଅବା ଏଫପିଆଇ ଭାରତର ପ୍ରଦର୍ଶନ ଭଲ ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story