ବୁଲଡୋଜର୍‌ ବାବାଙ୍କୁ ଚ୍ୟାଲେଞ୍ଜ! ବିଚ୍‌ ରାସ୍ତାରେ ଫୁଟାଇଲେ ଗୁଳି

ଲକ୍ଷ୍ନୌ: ବିଚ୍‌ ରାସ୍ତାରେ ଫୁଟିଲା ଗୁଳି। ଗୋଟିଏ କି ଦୁଇଟି ନୁହେଁ ଧଡାଧଡ ତିନିରୁ ଚାରି ରାଉଣ୍ଡ ଫୁଟାଇଲେ ଗୁଳି। ଜନ୍ମଦିନ ପାଳନ କରିବାକୁ ଯାଇ ବିଚ୍‌ ରାସ୍ତାରେ ଗୁଳି ଫୁଟାଇଲେ ଯୁବକ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରୁ। ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ। ୟୁପିରେ ପୁଣି ଯୋଗୀ ସରକାର ଆସିବା ପରଠାରୁ ଅପରାଧୀଙ୍କ ନିଶ୍ୱାନ ନେବା କଷ୍ଟକର ହୋଇପଡିଛି। ଏନ୍‌କାଉଣ୍ଟର ଏବଂ ବୁଲଡୋଜର ସାରା ରାଜ୍ୟର ଅପରାଧୀଙ୍କ ଆଖିରୁ […]

firing

firing

Madhupriya Mistry
  • Published: Saturday, 09 April 2022
  • Updated: 09 April 2022, 11:46 AM IST

Sports

Latest News

ଲକ୍ଷ୍ନୌ: ବିଚ୍‌ ରାସ୍ତାରେ ଫୁଟିଲା ଗୁଳି। ଗୋଟିଏ କି ଦୁଇଟି ନୁହେଁ ଧଡାଧଡ ତିନିରୁ ଚାରି ରାଉଣ୍ଡ ଫୁଟାଇଲେ ଗୁଳି। ଜନ୍ମଦିନ ପାଳନ କରିବାକୁ ଯାଇ ବିଚ୍‌ ରାସ୍ତାରେ ଗୁଳି ଫୁଟାଇଲେ ଯୁବକ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରୁ।

ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ। ୟୁପିରେ ପୁଣି ଯୋଗୀ ସରକାର ଆସିବା ପରଠାରୁ ଅପରାଧୀଙ୍କ ନିଶ୍ୱାନ ନେବା କଷ୍ଟକର ହୋଇପଡିଛି। ଏନ୍‌କାଉଣ୍ଟର ଏବଂ ବୁଲଡୋଜର ସାରା ରାଜ୍ୟର ଅପରାଧୀଙ୍କ ଆଖିରୁ ନିଦ ହଜାଇ ଦେଇଛି। କିନ୍ତୁ କିଛି ଅପରାଧୀଙ୍କୁ ଏବେବି ଯୋଗୀଙ୍କ ସରକାର ଏଭିଳ କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ଫରକ ପଡିନି।

ଖୋଦ୍‌ ଯୋଗୀଙ୍କ ଗଡ ଲକ୍ଷ୍ନୌରେ ଦୁର୍ବୃତ୍ତମାନେ ଜନ୍ମଦିନ ପାଳନ କରିବା ପାଇଁ ବିଳମ୍ବିତ ରାତିରେ ବିଚ୍‌ ରାସ୍ତାରେ ଫୁଟାଇଛନ୍ତି ଗୁଳି। ଉତ୍ସବରେ ମସଗୁଲ ଥିବା ଲୋକମାନେ ଖୋଲାଖୋଲି ଭାବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଭଙ୍ଗ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/yadavakhilesh/status/1512453288364756997?s=20&t=nF3OdXNkG9wdACntpxny6Q

ୟୁପିର ରାଜଧାନୀରୁ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସର ନିଦ ହଜିଯାଇଛି। ଏହି ଭିଡିଓଟି ଗତ ୭ ତାରିଖର ବୋଲି କୁହାଯାଉଛି। ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ପୁଲିସ ଷ୍ଟେସନ ଅଧୀନରେ ଥିବା ଫିନିକ୍ସ ପ୍ଲାସିଓ ମଲ୍ ନିକଟରେ ବହୁ ଯୁବକ ଏକାଠି ହୋଇ ଜନ୍ମଦିନ ପାଳନ କରୁଥିଲେ। ଏତିକି ବେଳେ ଜଣେ ଯୁବକ ନିଜ ବନ୍ଧୁକରୁ ୩ରୁ ୪ ରାଉଣ୍ଡ ଫାଙ୍କା ଗୁଳି ଚାଳନ କରିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

ପୁଲିସର କହିବାକୁ ମୁତାବକ, ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଥିଲା। ଅଭିଯୁକ୍ତକୁ ଧରିବା ପରେ ହିଁ ଜଣାପଡିବ ଯେ ଯେଉଁ ବନ୍ଧୁକରୁ  ଗୁଳି ଫୁଟା ଯାଇଛି ତାହା ବେଆଇନ ନା ଲାଇସେନ୍ସପ୍ରାପ୍ତ। ସେପଟେ ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଟ୍ୱିଟ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story