ମିଳିଲାନି ଟିକେଟ, କ'ଣ ହେବ ମନ୍ତ୍ରୀ ନକଭୀଙ୍କ ଭବିଷ୍ୟତ?

ନୂଆଦିଲ୍ଲୀ: ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ କି ମୋଦି ସରକାରଙ୍କ ଅଳ୍ପ ସଂଖ୍ୟକ ମନ୍ତ୍ରୀ ମୁଖରାତ ଆବାସ ନକଭୀ? ଏବେ ଏଭଳି ଏକ ଚର୍ଚ୍ଚା ସୃଷ୍ଟି ହୋଇଛି। କାରଣ ନିକଟରେ ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ତାଲିକା ପ୍ରକାଶ କରିଛି। କିନ୍ତୁ ଏହି ତାଲିକାରେ ନକଭୀଙ୍କ ନାଁ ନାହିଁ। ଅନ୍ୟପଟେ ଜୁଲାଇ ୭ରେ ନକଭୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଶନିବାର ବିଜେପି ଉତ୍ତରପ୍ରଦେଶରୁ ଦୁଇଟି ଲୋକସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। […]

mukhtar abbas naqvi

mukhtar abbas naqvi

Madhupriya Mistry
  • Published: Sunday, 05 June 2022
  • Updated: 05 June 2022, 12:19 PM IST

Sports

Latest News

ନୂଆଦିଲ୍ଲୀ: ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ କି ମୋଦି ସରକାରଙ୍କ ଅଳ୍ପ ସଂଖ୍ୟକ ମନ୍ତ୍ରୀ ମୁଖରାତ ଆବାସ ନକଭୀ? ଏବେ ଏଭଳି ଏକ ଚର୍ଚ୍ଚା ସୃଷ୍ଟି ହୋଇଛି। କାରଣ ନିକଟରେ ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ତାଲିକା ପ୍ରକାଶ କରିଛି। କିନ୍ତୁ ଏହି ତାଲିକାରେ ନକଭୀଙ୍କ ନାଁ ନାହିଁ। ଅନ୍ୟପଟେ ଜୁଲାଇ ୭ରେ ନକଭୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।

ଶନିବାର ବିଜେପି ଉତ୍ତରପ୍ରଦେଶରୁ ଦୁଇଟି ଲୋକସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜମଗଡରୁ ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ଓରଫ ନିରହୁଆ ଏବଂ ରାମପୁରରୁ ଘନଶ୍ୟାମ ଲୋଧିଙ୍କୁ ବିଜେପି ପ୍ରାର୍ଥୀ କରିଛି। ଆଜମଗଡ ଅଳ୍ପ ସଂଖ୍ୟକଙ୍କ ଗଡ ଥିବାରୁ ଏହି ଆସନରୁ ନକଭୀ ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଅନ୍ୟପଟେ ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକାରେ ମଧ୍ୟ ନାହିଁ ନକଭୀଙ୍କ ନାଁ।

ଯଦି ସଂସଦର ଉଭୟ ସଦନକୁ ନକଭୀ ନିର୍ବାଚିତ ନହୁଅନ୍ତି ତା'ହେଲେ ସର୍ବାଧିକ ୬ ମାସ ସେ ମନ୍ତ୍ରୀ ପଦରେ ରହିପାରିବେ। କିନ୍ତୁ ତା'ପରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ।

ତେବେ ମିଳିଥିବା ସୂଚନା ଅନୁଯାୟୀ ବିଜେପି ନକଭୀଙ୍କ ପାଇଁ ଏବେ ଗୋଟି ଚଳାଇନି। ଆଗକୁ ବର୍ତ୍ତମାନର ତ୍ରିପୁରା ମୁଖ୍ୟମନ୍ତ୍ରୀ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ। ସେହି ସ୍ଥାନରେ ନକଭୀଙ୍କୁ ରାଜ୍ୟସଭା ପଠାଇବାକୁ ବିଜେପି ଚିନ୍ତା କରୁଥିବା ସୂଚନା ରହିଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ରାଜ୍ୟସଭା ଆସନ ଚଳିତ ମାସରେ ଶେଷ ହେବାକୁ ଯାଉଛି। ଶାହା ଏପ୍ରିଲରେ ସାଂସଦ ହୋଇଥିଲେ ଏବଂ ତାଙ୍କର  କାର୍ଯ୍ୟକାଳ ବେଶ୍‌ ବାକି ଅଛି। ଏଭଳି ପରିସ୍ଥିତିରେ ବିଜେପି ତ୍ରିପୁରାରେ ହେବାକୁ ଥିବା ରାଜ୍ୟସଭା ଉପ-ନିର୍ବାଚନ ମାଧ୍ୟମରେ ନକଭୀଙ୍କୁ ଗୃହର ସଦସ୍ୟ କରିପାରେ। ଆଉ ନକଭୀଙ୍କୁ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦିଆଯାଇପାରେ ବୋଲି ଆଲୋଚନା ହେଉଛି।
ଉଲ୍ଲେଖଯୋଗ୍ୟ, ମୋଦି ସରକାର ତାଙ୍କ କାର୍ଯ୍ୟକାଳ ସମୟରେ ଅଳ୍ପ ସଂଖ୍ୟକଙ୍କୁ ନେଇ ସବୁବେଳେ ବିରୋଧୀଙ୍କ ଟାର୍ଗେଟରେ ରୁହନ୍ତି। କିନ୍ତୁ ମୋଦି ସରକାର ବିରୋଧୀଙ୍କ ଦାବିକୁ ଖାରଜ କରି କୁହନ୍ତି ତାଙ୍କ ସରକାର ଅଳ୍ପ ସଂଖ୍ୟକଙ୍କ ପାଇଁ ପୂର୍ବ ସରକାର ଅପେକ୍ଷା ଅଧିକ କାମ କରିଛନ୍ତି। ଆଉ ଅଳ୍ପ ସଂଖ୍ୟକଙ୍କ କାର୍ଡ ଖେଳିବା ପାଇଁ ନକଭୀଙ୍କୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story