ଜମ୍ମୁରେ ବଡ଼ ରାଲି, ନୂଆ ଦଳ ଘୋଷଣା କରିବେ ଗୁଲାମ

ଶ୍ରୀନଗର: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଜମ୍ମୁରେ ଏକ ବଡ ରାଲି କରିବାକୁ ଯାଉଛନ୍ତି। କଂଗ୍ରେସରୁ ୫୦ ବର୍ଷର ସମ୍ପର୍କ ଭାଙ୍ଗି ଥିବା ଗୁଲାମ ଏହି ରାଲିରେ ନିଜ ନୂଆ ଦଳର ଘୋଷଣା କରିପାରନ୍ତି। ଏଥିସହ ଏହି ରାଲିରେ କଂଗ୍ରେସକୁ ବଡ ଝଟ୍‌କା ମଧ୍ୟ ଲଗିପାରେ। କାରଣ ଆଜଦଙ୍କ ସମର୍ଥନରେ ପ୍ରାୟ ୨୦୦ କର୍ମୀ କଂଗ୍ରେସରୁ ଇସ୍ତଫା ଦେବା ଅଶଙ୍କା ରହିଛି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ […]

ghulam-nabi-azad

ghulam-nabi-azad

Madhupriya Mistry
  • Published: Sunday, 04 September 2022
  • Updated: 04 September 2022, 02:43 PM IST

Sports

Latest News

ଶ୍ରୀନଗର: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଜମ୍ମୁରେ ଏକ ବଡ ରାଲି କରିବାକୁ ଯାଉଛନ୍ତି। କଂଗ୍ରେସରୁ ୫୦ ବର୍ଷର ସମ୍ପର୍କ ଭାଙ୍ଗି ଥିବା ଗୁଲାମ ଏହି ରାଲିରେ ନିଜ ନୂଆ ଦଳର ଘୋଷଣା କରିପାରନ୍ତି। ଏଥିସହ ଏହି ରାଲିରେ କଂଗ୍ରେସକୁ ବଡ ଝଟ୍‌କା ମଧ୍ୟ ଲଗିପାରେ। କାରଣ ଆଜଦଙ୍କ ସମର୍ଥନରେ ପ୍ରାୟ ୨୦୦ କର୍ମୀ କଂଗ୍ରେସରୁ ଇସ୍ତଫା ଦେବା ଅଶଙ୍କା ରହିଛି।

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଆଜି ଜମ୍ମୁରେ ତାଙ୍କର ପ୍ରଥମ ବଡ ରାଲି । ଆଜାଦ ଜମ୍ମୁର ସୈନିକ ଫାର୍ମରେ ଏକ ବଡ ରାଲିକୁ ସମ୍ବୋଧନ କରିବେ। ଏହି ରାଲିରେ ପ୍ରାୟ ୨୦,୦୦୦ରୁ ଅଧିକ ଜନସମାବେଶ ହେବ ବୋଲି କୁହାଯାଉଛି। ସେହି ସଭାସ୍ଥଳରେ ହିଁ ଆଜାଦ ତାଙ୍କ ଜାତୀୟସ୍ତରୀୟ ଦଳ ଘୋଷଣା କରିବାର ସମ୍ଭାବନା ରହିଛି।

https://twitter.com/ANI/status/1566297261256032256?s=20&t=8eHZSbU0F9qDU2x32Z6kbw

ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ପ୍ରାୟ ୧୨ଜଣ ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକ ଆଜାଦଙ୍କୁ ସମର୍ଥନ ଜଣାଇସାରିଛନ୍ତି । କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ଗୁଲାମ ନବୀ ଆଜାଦଙ୍କ ରାଲିରେ ଯୋଗ ଦେଇ ତାଙ୍କୁ ସମର୍ଥନ ଜଣାଇବେ ବୋଲି କୁହାଯାଉଛି।

ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ରେ କଂଗ୍ରେସଠାରୁ ସମସ୍ତ ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିଲେ। ଏଥିସହ କଂଗ୍ରେସ ଦଳର ଅବନତି ପାଇଁ ସେ ରାହୁଲ ଗାନ୍ଧିଙ୍କୁ ଦାୟୀ କରିଥିଲେ। ଏଥିସହ ରାହୁଲ ଗାନ୍ଧିଙ୍କୁ ସେ କଡା ଭାଷାରେ ସମାଲୋଚନା ମଧ୍ୟ କରିଥିଲେ। ଯେବେଠାରୁ କଂଗ୍ରେସର ଶକ୍ତି ରାହୁଲ ଗାନ୍ଧିଙ୍କ ହାତକୁ ଆସିଛି, ସେବେଠାରୁ ଦଳ କ୍ରମାଗତ ଭାବେ ଅବନତି ଆଡକୁ ଗତି କରୁଛି। ଏଥିପାଇଁ ରାହୁଲ ଗାନ୍ଧୀଙ୍କ ପିଲାଳିଆମି କାର୍ୟ୍ୟ ଦାୟୀ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଏକ ଚିଠିରେ ସେ ଉଲ୍ଲେଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story