ଗୁଗଲ ଉପରେ ୧୩୩୭ କୋଟିର ଜୋରିମାନା

ନୂଆଦିଲ୍ଲୀ: ଭାରତର ପ୍ରତିଯୋଗିତା ପ୍ରାଧିକରଣ ଆଜି ସର୍ଚ୍ଚ ଇଞ୍ଜିନ ତଥା ଆଲଫାବେଟ ଆଇଏନସି ଗୁଗଲ ଉପରେ ୧୩୩୭ କୋଟି ଟଙ୍କାର ଜୋରିମାନ ଲାଗୁ କରିଛନ୍ତି। ଆଣ୍ଡ୍ରଏଡ ମୋବାଇଲ ଡିଭାଇସର ବଜାରରେ ଗୁଗଲ ନିଜ ମଜବୁତ ସ୍ଥିତିର ଅପବ୍ୟବହାର କରୁଥିବାରୁ ସଂସ୍ଥା ଉପରେ ଏପରି ଜୋରିମାନା ଲାଗୁ କରାଯାଇଛି। ଦି କମ୍ପିଟିସନ କମିଶନ ଅଫ ଇଣ୍ଡିଆ ବା ସିସିଆଇ ଟ୍ୱିଟ କରି କହିଛନ୍ତି ଯେ ଆଣ୍ଡ୍ରଏଡ ମୋବାଇଲ ଡିଭାଇସ ଇକୋସିଷ୍ଟର ବିଭିନ୍ନ ମାର୍କେଟରେ ଗୁଗଲ ଏକତାରଫା ଭାବେ ତା’ର […]

google

google

Hemant Lenka
  • Published: Thursday, 20 October 2022
  • Updated: 20 October 2022, 10:01 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପ୍ରତିଯୋଗିତା ପ୍ରାଧିକରଣ ଆଜି ସର୍ଚ୍ଚ ଇଞ୍ଜିନ ତଥା ଆଲଫାବେଟ ଆଇଏନସି ଗୁଗଲ ଉପରେ ୧୩୩୭ କୋଟି ଟଙ୍କାର ଜୋରିମାନ ଲାଗୁ କରିଛନ୍ତି। ଆଣ୍ଡ୍ରଏଡ ମୋବାଇଲ ଡିଭାଇସର ବଜାରରେ ଗୁଗଲ ନିଜ ମଜବୁତ ସ୍ଥିତିର ଅପବ୍ୟବହାର କରୁଥିବାରୁ ସଂସ୍ଥା ଉପରେ ଏପରି ଜୋରିମାନା ଲାଗୁ କରାଯାଇଛି।

ଦି କମ୍ପିଟିସନ କମିଶନ ଅଫ ଇଣ୍ଡିଆ ବା ସିସିଆଇ ଟ୍ୱିଟ କରି କହିଛନ୍ତି ଯେ ଆଣ୍ଡ୍ରଏଡ ମୋବାଇଲ ଡିଭାଇସ ଇକୋସିଷ୍ଟର ବିଭିନ୍ନ ମାର୍କେଟରେ ଗୁଗଲ ଏକତାରଫା ଭାବେ ତା’ର ହୁକୁମାତି ଚଳାଇଥିବାରୁ ସଂସ୍ଥା ଉପରେ ଜୋରିମାନା ଲାଗୁ କରାଯାଇଛି। ଏଥିସହ ଗୁଗଲକୁ ମାର୍କେଟ ବିରୋଧୀ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡ଼ିବ। ଗୁଗଲ ଗୋଟିଏ ନିର୍ଦ୍ଦଷ୍ଟ ସମୟସୀମା ମଧ୍ୟରେ ନିଜର ବେଆଇନ କାମରେ ସଂଶୋଧନ କରୁ ବୋଲି ସିସିଆଇ କହିଛି।

ଗୁଗଲ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମକୁ ପରିଚାଳନା କରିବା ସହ ତଦାରଖ କରେ। ଏଥିସହ ଅନ୍ୟ ଆପ୍ଲିକେସନର ପରିଚାଳନା ପାଇଁ ଲାଇସେନ୍ସ ମଧ୍ୟ ଦେଇଥାଏ। ଅରର୍ଜିନାଲ ଇକ୍ୟୁପମେଣ୍ଟ ମାନ୍ୟୁଫାକଚର(ଓଇଏମ) ଏହି ଅପରେଟିଂ ସିଷ୍ଟମ ଓ ଗୁଗଲ ଆପ୍‌କୁ ସେମାନଙ୍କ ମୋବାଇଲ ବ୍ୟବହାର କରନ୍ତି। ଏହି ବ୍ୟବସ୍ଥା ଅନୁସାରେ, ସେମାନେ ନିଜର ଅଧିକାର ଓ ଉତ୍ତରଦାୟିତ୍ୱର ନିୟନ୍ତ୍ରଣ ପାଇଁ ମୋବାଇଲ ଆପ୍ଲିକେସନ ଡିଷ୍ଟ୍ରିବ୍ୟୁସନ ଏଗ୍ରିମେଣ୍ଟ ବା ଏମଏଡିଏ ଭଳି ଅନେକ ଚୁକ୍ତି କରନ୍ତି। ହେଲେ ଏହାକୁ ଗୁଗଲ ଉଲ୍ଲଙ୍ଘନ କରି ନିଜସ୍ୱ ନୀତି ଆପଣାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story