ଜ୍ଞାନବାପୀ ମସଜିଦ ମାମଲା: ଶୁଣାଣି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଆସିଲା ନୂଆ ଫଇସଲା। ବାରଣାସୀ କୋର୍ଟଙ୍କ ଶୁଣାଣି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଆସନ୍ତାକାଲି ଯାଏ ଏ ସମ୍ପର୍କିତ କୌଣସି ଆଦେଶ ନଦେବାକୁ ସର୍ବୋଚ୍ଚ ଅଦାଲତ ବାରଣାସୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି ଯାଏଁ ସ୍ଥଗିତ ରଖିଛନ୍ତି। ବାସ୍ତବରେ ହିନ୍ଦୁ ପକ୍ଷ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣିକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି କରିଥିଲେ। ଆଡଭୋକେଟ୍ ବିଷ୍ଣୁ […]

SC on gyanvapi-case

SC on gyanvapi-case

Madhupriya Mistry
  • Published: Thursday, 19 May 2022
  • Updated: 19 May 2022, 12:04 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଆସିଲା ନୂଆ ଫଇସଲା। ବାରଣାସୀ କୋର୍ଟଙ୍କ ଶୁଣାଣି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଆସନ୍ତାକାଲି ଯାଏ ଏ ସମ୍ପର୍କିତ କୌଣସି ଆଦେଶ ନଦେବାକୁ ସର୍ବୋଚ୍ଚ ଅଦାଲତ ବାରଣାସୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି ଯାଏଁ ସ୍ଥଗିତ ରଖିଛନ୍ତି।

ବାସ୍ତବରେ ହିନ୍ଦୁ ପକ୍ଷ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣିକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି କରିଥିଲେ। ଆଡଭୋକେଟ୍ ବିଷ୍ଣୁ ଜୈନ୍‌ କହିଛନ୍ତି ଯେ ମୁଖ୍ୟ ଓକିଲ ହରିଶଙ୍କର ଜୈନଙ୍କୁ ଆକ୍ରମଣ କରାଯାଇଛି, ତେଣୁ ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ। ଆବେଦନକାରୀଙ୍କ ପକ୍ଷ ଶୁଣି ସୁପ୍ରିମକୋର୍ଟ ସେମାନଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି।

ସେପଟେ ମୁସଲିମ ପକ୍ଷ କହିଛି, ଏହି ମାମଲା ଯୋଗୁ ଅନ୍ୟ ସ୍ଥାନରେ ଥିବା ମସଜିଦକୁ ନେଇ ମଧ୍ୟ ସମାନ ମାମଲା ରୁଜୁ ହୋଇଛି। ଏଭଳି ପରିସ୍ଥିତିରେ ମାମଲାର ଶୁଣାଣି ବିଳମ୍ବ ନକରିବାକୁ ସେମାନେ ଦାବି କରିଛନ୍ତି। ଆଜି ମଧ୍ୟ ମସଜିଦର କାନ୍ଥକୁ ଭାଙ୍ଗିବା ଉଚିତ ବୋଲି ବାରଣାସୀ କୋର୍ଟରେ ଏକ ଆବେଦନ କରାଯାଇଛି। ଯେହେତୁ ଟ୍ରାଏଲ କୋର୍ଟର ପ୍ରକ୍ରିୟା ଜାରି ରହିବ, ତେଣୁ ଏ ବାବଦରେ ଏକ ଆଦେଶ କୋର୍ଟ ପାସ୍‌ କରିପାରନ୍ତି ବୋଲି ମୁସଲିମ ପକ୍ଷ ଆଶଙ୍କା କରୁଛି।

ଏଭଳି ସ୍ଥିତିରେ ଏହି ମାମଲାର ଶୁଣାଣି କରୁଥିବୋେ ଜଷ୍ଟିସ ଡି ୱାଇ ଚନ୍ଦ୍ରୁଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ପିଏସ୍‌ ନରସିମ୍ହାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆସନ୍ତାକାଲି ଯାଏଁ ଟ୍ରାଏଲ କୋର୍ଟର ଶୁଣାଣି ଉପରେ ରୋକ୍‌ ଲଗାଇଛନ୍ତି। ଏହା ସହିତ ସୁପ୍ରିମକୋର୍ଟର ଶୁଣାଣି ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୩ଟା ବେଳେ ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story