ଜାମା ମସଜିଦରେ ବିରୋଧ ପ୍ରଦର୍ଶନକୁ ନେଇ ଆକ୍ସନ ମୋଡରେ ପୁଲିସ, ୨ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଜାମା ମସଜିଦ ବାହାରେ ବିରୋଧ ପ୍ରଦର୍ଶନକୁ ନେଇ ଆକ୍ସନ ମୋଡରେ ପୁଲିସ। ଏହି ମାମଲାରେ ଗତକାଲି ବିଳମ୍ବିତ ରାତିରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବୟାନକୁ ନେଇ ବିଜେପିରୁ ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ହିଂସାକାଣ୍ଡ ଘଟିଥିଲା। ତାଙ୍କୁ ଗିରଫ ଦାବିରେ ମସଜିଦ ବାହାରେ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ।  ବିକ୍ଷୋଭ ପ୍ରଦର୍ଶନରେ ଶହଶହ ଲୋକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ […]

jama-masjid-protest

jama-masjid-protest

Madhupriya Mistry
  • Published: Sunday, 12 June 2022
  • Updated: 12 June 2022, 03:03 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଜାମା ମସଜିଦ ବାହାରେ ବିରୋଧ ପ୍ରଦର୍ଶନକୁ ନେଇ ଆକ୍ସନ ମୋଡରେ ପୁଲିସ। ଏହି ମାମଲାରେ ଗତକାଲି ବିଳମ୍ବିତ ରାତିରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବୟାନକୁ ନେଇ ବିଜେପିରୁ ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ହିଂସାକାଣ୍ଡ ଘଟିଥିଲା। ତାଙ୍କୁ ଗିରଫ ଦାବିରେ ମସଜିଦ ବାହାରେ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ।  ବିକ୍ଷୋଭ ପ୍ରଦର୍ଶନରେ ଶହଶହ ଲୋକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦିଲ୍ଲୀ ପୁଲିସ ଡିଏସପି ଶ୍ୱେତା ଚୌହାନ କହିଛନ୍ତି, 'ଶନିବାର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧରେ ୧୫୩(କ) ଓ ୧୮୮ ଧାରାରେ ମାମଲା ରୁଜୁ ହୋଇଛି।'

https://twitter.com/ANI/status/1535803292252401664?s=20&t=yZBdIdW1CnZW-j97OYpPBA

ପୁଲିସ କହିବା ମୁତାବକ, ଶୁକ୍ରବାର ନମାଜପାଠ ପରେ ବିରୋଧ ପ୍ରଦର୍ଶନ କରୁଥିବା ଅନେକ ଲୋକଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ। ମସଜିଦ ପକ୍ଷରୁ କୌଣସି ବିକ୍ଷୋଭକାରୀଙ୍କୁ ଡକା ଯାଇନଥିଲା। ଏହି ବିକ୍ଷୋଭରେ ୪ରୁ ୫ ଜଣ ସ୍ଥାନୀୟ ଲୋକ ଥିବା ବେଳେ ଅଧିକାଂଶ ବାହାରୁ ଆସିଥିଲେ। ତେବେ ତଦନ୍ତ ବେଳେ କୌଣସି ରାଜନୈତିକ ଦଳ କିମ୍ବା ସଙ୍ଗଠନର ହାତ ଥିବା ପ୍ରମାଣ ମିଳିନି। ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି।

ସେପଟେ ଏହି ବିକ୍ଷୋଭ ପ୍ରଦର୍ଶନକୁ ନେଇ ଜାମା ମସଜିଦର ସାହି ଇମାମ କହିଛନ୍ତି ଯେ ବିକ୍ଷୋଭ ବାବଦରେ ତାଙ୍କୁ କିଛି ଜଣାନାହିଁ। ଏଥିପାଇଁ ମସଜିଦ ପକ୍ଷରୁ କାହାକୁ ମଧ୍ୟ ଡକା ଯାଇନଥିଲା। କିଛି ଲୋକ ମସଜିଦର ଗେଟ୍ ନମ୍ବର-୧ ବାହାରେ ନାରାବାଜି କରୁଥିଲେ। ସେମାନଙ୍କୁ ଚିହ୍ନିବା ପୁଲିସର କାମ ବୋଲି ସେ କହିଛନ୍ତି।

ଜୁନ୍‌ ୧୦ ତାରିଖରେ ନମାଜ ପାଠ ପରେ ପ୍ରଫେଟ ମହମ୍ମଦଙ୍କୁ ନେଇ ବିଜେପି ନେତ୍ରୀ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ ବିରୋଧ କରାଯାଇଥିଲା। ଏହି ବିରୋଧ ପ୍ରଦର୍ଶନରେ ଶହ ଶହ ଲୋକ ସାମିଲ ହୋଇଥିଲେ। ମସଜିଦ ବାହାରେ ବିକ୍ଷୋଭକାରୀମାନେ ପ୍ରବଳ ନାରାବାଜି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story