ସେନା ଏନ୍‌କାଉଣ୍ଟରେ ଟଳିଲା ଲସ୍କର କମାଣ୍ଡର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସେନାକୁ ମିଳିଛି ବଡ ସଫଳତା। ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଛନ୍ତି ଦୁଇ ଆତଙ୍କବାଦୀ। ମୃତ ଆଙ୍କବାଦୀଙ୍କ ମଧ୍ୟରେ ଜଣେ ଲସ୍କର-ଏ-ତୋଇବା କମାଣ୍ଡର ଥିବା ସୂଚନା ମିଳିଛି। ଏଏନ୍‌ଆଇ ସୂଚନା ମୁତାବକ, ଅନନ୍ତନାଗର ସିରହମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରରେ ସେନା ଗୁଳିରେ ଲସ୍କର କମାଣ୍ଟର ନିସାର ଡାର୍‌ ନିହତ ହୋଇଛି। ସେହିପରି ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା କୁହାଯାଇଛି। ଆହୁରି ଅନେକ ଆତଙ୍କବାଦୀ […]

encounter

encounter

Madhupriya Mistry
  • Published: Saturday, 09 April 2022
  • Updated: 09 April 2022, 09:45 AM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସେନାକୁ ମିଳିଛି ବଡ ସଫଳତା। ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଛନ୍ତି ଦୁଇ ଆତଙ୍କବାଦୀ। ମୃତ ଆଙ୍କବାଦୀଙ୍କ ମଧ୍ୟରେ ଜଣେ ଲସ୍କର-ଏ-ତୋଇବା କମାଣ୍ଡର ଥିବା ସୂଚନା ମିଳିଛି।

ଏଏନ୍‌ଆଇ ସୂଚନା ମୁତାବକ, ଅନନ୍ତନାଗର ସିରହମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରରେ ସେନା ଗୁଳିରେ ଲସ୍କର କମାଣ୍ଟର ନିସାର ଡାର୍‌ ନିହତ ହୋଇଛି। ସେହିପରି ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା କୁହାଯାଇଛି।

ଆହୁରି ଅନେକ ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ପୁଲିସ ଓ ସୁରକ୍ଷାକର୍ମୀ ମିଶି ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି। ସେପଟେ ଅନନ୍ତନାଗର କିଛି ଅଞ୍ଚଳରେ ସୁରକ୍ଷାଦୃଷ୍ଟିରୁ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

ସୂଚନା ମୁତାବକ, ଘାଟିକୁ ଆତଙ୍କବାଦ ମୁକ୍ତ କରିବା ପାଇଁ ସୁରକ୍ଷାକର୍ମୀ ଓ ପୁଲିସ ମିଳିତ ଭାବେ ଅପରେସନ୍‌ ଚଳାଇଛନ୍ତି। ବୁଧବାର ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୋନିଆନ୍‌ର ହରିପୁରା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ପୁଲିସ ଓ ସୁରକ୍ଷାବଳ ମିଶି ପୂରା ଅଞ୍ଚଳକୁ ଘେରି ଯାଇଥିଲେ। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story