ସିନ୍ଧିଆ କଂଗ୍ରେସରେ ଥିଲେ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ରାହୁଲ ଗାନ୍ଧି। କଂଗ୍ରେସ ସହ ଥିଲେ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ। କିନ୍ତୁ ସେ ବିଜେପିରେ ମିଶି ଆଜି ପଛ ବେଞ୍ଚରେ ବସୁଥିବା ନେତା ହୋଇଯାଇଛନ୍ତି ବୋଲି ରାହୁଲ କହିଛନ୍ତି। କଂଗ୍ରେସ ୟୁଥ ୱିଙ୍ଗକୁ ସମ୍ବୋଧନ କରି ରାହୁଲ କହିଛନ୍ତି, “ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ଥିଲେ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ। ହେଲେ ସେ ବିଜେପିରେ ବ୍ୟାକବେଞ୍ଚର ବା ପଛ ଧାଡ଼ିରେ ବସୁଥିବା ନେତା ହୋଇ […]

Rahul-Gandhi

Rahul-Gandhi

Hemant Lenka
  • Published: Monday, 08 March 2021
  • Updated: 08 March 2021, 06:45 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ରାହୁଲ ଗାନ୍ଧି। କଂଗ୍ରେସ ସହ ଥିଲେ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ। କିନ୍ତୁ ସେ ବିଜେପିରେ ମିଶି ଆଜି ପଛ ବେଞ୍ଚରେ ବସୁଥିବା ନେତା ହୋଇଯାଇଛନ୍ତି ବୋଲି ରାହୁଲ କହିଛନ୍ତି।

କଂଗ୍ରେସ ୟୁଥ ୱିଙ୍ଗକୁ ସମ୍ବୋଧନ କରି ରାହୁଲ କହିଛନ୍ତି, “ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ଥିଲେ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ। ହେଲେ ସେ ବିଜେପିରେ ବ୍ୟାକବେଞ୍ଚର ବା ପଛ ଧାଡ଼ିରେ ବସୁଥିବା ନେତା ହୋଇ ରହିଯାଇଛନ୍ତି। କଂଗ୍ରେସ କର୍ମୀଙ୍କ ସହ ମିଶି ଦଳକୁ ସାଂଗଠନିକ ସ୍ତରରେ ମଜଭୂତ କରିବା ପାଇଁ କାମ କରିବାକୁ ସିନ୍ଧିଆଙ୍କ ପାଖରେ ବିକଳ୍ପ ରହିଥିଲା।

ମୁଁ ତାଙ୍କୁ କହିଥିଲି ଯେ ତୁମେ ନିଶ୍ଚିତ ଗୋଟେ ଦିନ ମୁଖ୍ୟମନ୍ତ୍ରୀ ହେବ। କିନ୍ତୁ ସେ ଅଲଗା ରାସ୍ତା ବାଛି ନେଲେ। ଆଜି ମୁଁ ଲେଖିକି ଦେଉଛି ଯେ ସେଠାରେ(ବିଜେପ) ସିନ୍ଧିଆ କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେ ଏଠାକୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ପୁଣି ଆସିବେ।”ରାହୁଲ କଂଗ୍ରେସର ଯୁବବର୍ଗଙ୍କୁ ଆରଏସଏସ ବିଚାରଧାରା ବିରୋଧରେ ଲଢ଼େଇ କରିବାକୁ ମଧ୍ୟ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ ମାସରେ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କ ସହ ମଧ୍ୟପ୍ରଦେଶ କଂଗ୍ରେସର ପ୍ରାୟ ୨୨ ଜଣ ବିଧାୟକ ପଦ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ୨୨ ବିଧାୟକ ଦଳ ଛାଡ଼ିବାରୁ କମଲନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ କମଲନାଥ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ମଧ୍ୟପ୍ରଦେଶରେ ସରକାର ଗଠନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story