ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ: ୟୁନିଫର୍ମ ଥିବା ସ୍କୁଲରେ ହିଜାବ ପିନ୍ଧି ପାରିବେ କି ଛାତ୍ରୀ?

ନୂଆଦିଲ୍ଲୀ: କର୍ଣ୍ଣାଟକର ସ୍କୁଲରେ ୟୁନିଫର୍ମ ବଦଳରେ ହିଜାବ। ଏହାକୁ ନେଇ ଜୋର ଧରିଥିଲା ବିବାଦ। ଏପରିକି କଥା ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଯାଏଁ ଯାଇଛି। ସ୍କୁଲରେ ହିଜାବ ବ୍ୟାନ୍‌କୁ ନେଇ କୋର୍ଟରେ ଅନେକ ଆବେଦନ ହୋଇଛି। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ହିଜାବ ଉପରେ ପ୍ରତିବନ୍ଧକ ହଟାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ମନା କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅେନକ ଆବେଦନ ହୋଇଥିଲା। ଏହି ଆବେଦନଗୁଡିକର ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି, ଯେଉଁ ସ୍କୁଲରେ […]

SC on Hijab Row

SC on Hijab Row

Madhupriya Mistry
  • Published: Tuesday, 06 September 2022
  • Updated: 06 September 2022, 10:26 AM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକର ସ୍କୁଲରେ ୟୁନିଫର୍ମ ବଦଳରେ ହିଜାବ। ଏହାକୁ ନେଇ ଜୋର ଧରିଥିଲା ବିବାଦ। ଏପରିକି କଥା ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଯାଏଁ ଯାଇଛି। ସ୍କୁଲରେ ହିଜାବ ବ୍ୟାନ୍‌କୁ ନେଇ କୋର୍ଟରେ ଅନେକ ଆବେଦନ ହୋଇଛି। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ହିଜାବ ଉପରେ ପ୍ରତିବନ୍ଧକ ହଟାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ମନା କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅେନକ ଆବେଦନ ହୋଇଥିଲା। ଏହି ଆବେଦନଗୁଡିକର ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି, ଯେଉଁ ସ୍କୁଲରେ ନିର୍ଦ୍ଧାରିତ ୟୁନିଫର୍ମ ରହିଛି ସେଠାରେ ଛାତ୍ରୀ ହିଜାବ ପିନ୍ଧି ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି।

ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଏକ ବେଞ୍ଚ କହିଛନ୍ତି, ' ଯେ କୌଣସି ବ୍ୟକ୍ତିଙ୍କୁ ଧର୍ମ ପାଳନ କରିବା ଅଧିକାର ରହିଛି। କିନ୍ତୁ ଯେଉଁ ବିଦ୍ୟାଳୟରେ ନିର୍ଦ୍ଧିଷ୍ଟ ୟୁନିଫର୍ମ ଅଛି ସେଠାରେ ଆପଣ ନିଜ ଧର୍ମକୁ ପାଳନ କରିପାରିବେ କି? ଆବେଦନକାରୀଙ୍କ ତରଫରୁ ଯୁକ୍ତିତର୍କ କରୁଥିବା ସଞ୍ଜୟ ହେଗଡେଙ୍କୁ ଅଦାଲତ ଏହି ପ୍ରଶ୍ନ ପଚାରିଥିଲେ।

ହିଜାବ ଉପରେ ଲାଗିଥିବା ପ୍ରତିବନ୍ଧକ ମହିଳାମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିପାରେ ବୋଲି ବିବାଦ ଲାଗି ରହିଛି। ରାଜ୍ୟ କୌଣସି ଅଧିକାରକୁ ଅସ୍ୱୀକାର କରୁନାହିଁ। ସେହି ଡ୍ରେସ୍‌ ପିନ୍ଧି ସ୍କୁଲ ଆସିବା ଉଚିତ, ଯାହା ବିଦ୍ୟାର୍ଥୀଙ୍କ ପାଇଁ ସ୍କୁଲ ନିର୍ଦ୍ଧାରିତ କରିଛି ବୋଲି ରାଜ୍ୟ ଚାହୁଁଥିବା ସୁପ୍ରିମକୋର୍ଟ କହିଛନ୍ତି। କର୍ଣ୍ଣାଟକ ସ୍କୁଲରେ ହିଜାବ ଉପରେ ରୋକ ଲଗାଇବା ମାମଲାକୁ ନେଇ ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story