ପୁଲିସ ଆଖିରେ ଧୂଳି, ଜୋତା ଭିତରେ ପୁରାଇ ବିକ୍ରି କରୁଥିଲେ ଡ୍ରଗ୍ସ

ବେଙ୍ଗାଲୁରୁ: ଧରାପଡିଲା ବଡ ଧରଣର ଡ୍ରଗ୍ସ କାରବାର। ପୁଲିସ ଆଖିରେ ଧୂଳି ଦେଇ ଚୋରା ଚାଲିଥିବା ବିକ୍ରି। ଜୋତା ଭିତରେ ପୁରାଇ ବିକ୍ରି କରାଯାଉଥିଲା ଡ୍ରଗ୍ସ। ବେଙ୍ଗାଲୁରୁରେ ଚାଲିଥିବା ଏକ ନିଶା ତିଆରି କାରଖାନାକୁ ଜବତ କରିଛି କର୍ଣ୍ଣାଟକ ପୁଲିସ। ଗୁରୁବାର ପୁଲିସ ରେଡ୍ କରି ୪ କିଲୋଗ୍ରାମର ଏମଡିଏମଏ ନାମକ ଏକ ସିନ୍ଥେଟିକ୍ ଡ୍ରଗ୍ସ ଜବତ କରିଛି ପୁଲିସ। ଯାହାର ବଜାର ମୂଲ୍ୟ ୨ କୋଟିରୁ ଅଧିକ। ଏହି ମାମଲାରେ ଜଣେ ନାଇଜେରିଆ ନାଗରିକଙ୍କୁ ଅଟକ ରଖିଛି ପୁଲିସ। ଏଥିସହ ରାଜଧାନୀ ବେଙ୍ଗାଲୁରୁରେ ଚାଲିଥିବା […]

Drugs in shoe

Drugs in shoe

Madhupriya Mistry
  • Published: Thursday, 16 September 2021
  • Updated: 16 September 2021, 03:51 PM IST

Sports

Latest News

ବେଙ୍ଗାଲୁରୁ: ଧରାପଡିଲା ବଡ ଧରଣର ଡ୍ରଗ୍ସ କାରବାର। ପୁଲିସ ଆଖିରେ ଧୂଳି ଦେଇ ଚୋରା ଚାଲିଥିବା ବିକ୍ରି। ଜୋତା ଭିତରେ ପୁରାଇ ବିକ୍ରି କରାଯାଉଥିଲା ଡ୍ରଗ୍ସ। ବେଙ୍ଗାଲୁରୁରେ ଚାଲିଥିବା ଏକ ନିଶା ତିଆରି କାରଖାନାକୁ ଜବତ କରିଛି କର୍ଣ୍ଣାଟକ ପୁଲିସ। ଗୁରୁବାର ପୁଲିସ ରେଡ୍ କରି ୪ କିଲୋଗ୍ରାମର ଏମଡିଏମଏ ନାମକ ଏକ ସିନ୍ଥେଟିକ୍ ଡ୍ରଗ୍ସ ଜବତ କରିଛି ପୁଲିସ। ଯାହାର ବଜାର ମୂଲ୍ୟ ୨ କୋଟିରୁ ଅଧିକ। ଏହି ମାମଲାରେ ଜଣେ ନାଇଜେରିଆ ନାଗରିକଙ୍କୁ ଅଟକ ରଖିଛି ପୁଲିସ। ଏଥିସହ ରାଜଧାନୀ ବେଙ୍ଗାଲୁରୁରେ ଚାଲିଥିବା ନିଶା କାରବାରର ଏକ ବଡ ରାକେଟକୁ ଧରିବାରେ ସଫଳ ହୋଇଛି।

ଏହି ସିନ୍ଥେଟିକ ଡ୍ରଗ୍ସ କାରବାର ଯେମିତି ଲୋକଙ୍କ ଆଗରେ ଧରାନପଡ଼ିବ ସେଥିପ୍ରତି ରାକେଟ ଅଧିକ ଗୁରୁତ୍ୱ ଦେଉଥିଲା। ତେଣୁ ଏହି ବେଆଇନ କାରବାରରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ନିଜ ଜୋତା ତଳେ ଏହି ଡ୍ରଗ୍ସକୁ ପୁରାଇ ବିଭିନ୍ନ ସ୍ଥାନକୁ ନେଉଥିଲେ। ଏମିତିକି ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟ ଦେଶକୁ କୋରିଅର ଜରିଆରେ ଡ୍ରଗ୍ସ ପଠାଉଥିବା ନେଇ ସୂଚନା ରହିଛି।

ପୁଲିସ ଯୁଗ୍ମ କମିଶନର ସନ୍ଦୀପ ପାଟିଲ କହିଛନ୍ତି, ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଏକ ନିଶା କାରଖାନାକୁ ଖୋଜି ବାହାର କରିବାରେ ସଫଳ ହୋଇଛି।  ସେ କହିଛନ୍ତି, "ଏପର୍ଯ୍ୟନ୍ତ ନିଶା ସେବକ ତଥା ନିଶା କାରବାରକାରୀଙ୍କୁ ଗିରଫ କରାଯାଇଛି। ଏବେ କିଏ ଏହାର ମାଲିକ ତାଙ୍କର ୟୁନିଟକୁ ଚିହ୍ନଟ କରାଯାଇଛି। ଯେଉଁଠାରୁ ଡ୍ରଗ୍ସ ଉତ୍ପାଦନ କରାଯାଇ ବିଦେଶକୁ ପଠାଯାଇଥିଲା।"

ଗିରଫ ହୋଇଥିବା ନାଇଜେରିଆର ନାଗରିକ ଜନ୍ ବୋଲି ଜଣାପଡିଛି। ସେ ଏହି ସିନ୍ଥେଟିକ ଡ୍ରଗ୍ସ ଉତ୍ପାଦନ ପାଇଁ ଆଇଟି ସିଟିର ଚାମୁଣ୍ଡି ଲେଆଉଟରେ ଘର ଭଡା ନେଇ ରହୁଥିଲା। ଅଭିଯୁକ୍ତମାନେ ତାଙ୍କ ସହଯୋଗୀଙ୍କ ସହାୟତାରେ ସେମାନଙ୍କୁ ବେଙ୍ଗାଲୁରୁ, ଅନ୍ୟ ରାଜ୍ୟରେ ଗ୍ରାହକଙ୍କୁ ଏବଂ ଏପରିକି ବିଦେଶର ଗ୍ରାହକଙ୍କୁ ପାର୍ସଲ ଜରିଆରେ ଏହି ଡ୍ରଗ୍ସକୁ ବିକ୍ରି କରୁଥିଲେ।

ପୁଲିସ କହିଛି ଏକ ଗୁଇନ୍ଦା ସୂଚନା ଆଧାରରେ ପ୍ରଥମେ ଏ ବାବଦରେ ସୂଚନା ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ତିଆରି କରି ଏହି ଡ୍ରଗ୍ସ କାରଖାନା ଚାଲିଥିବା ବାସଭବନରେ ଚଢ଼ାଉ କରିଥିଲା। ଏହି ଏମଡିଏମଏ ନାର୍କୋଟିକ୍ ବହୁତ ବିପଜ୍ଜନକ ରାସାୟନିକ ପଦାର୍ଥରେ ତିଆରି ହୋଇଥାଏ।

ପୁଲିସ ରେଡ୍ କରିବା ବେଳେ କାରଖାନାରୁ ଏସିଟୋନ୍, ହାଇପୋ ଫସଫରସ୍ ଏସିଡ୍, ଆୟୋଡିନ୍ ରିସଲିମେଡ୍ ୯୯ ପ୍ରତିଶତ, ସାଧା ଏସିଡ୍, ସୋଡିୟମ୍ ହାଇଡ୍ରକ୍ସାଇଡ୍ ଜବତ କରିଛି। ଏଥିସହ ଡ୍ରଗ୍ସ ବିକ୍ରି ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ସିଲିଣ୍ଡର, ଗରମ ପାଣି ରଖାଯାଉଥିବା ଫ୍ଲାସ୍କ, ଫେସ ମାସ୍କ, ପିଏଚ ମାପିବା ଷ୍ଟିକ ଏବଂ ଜୋତା ଜବତ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ କରାଯାଉଛି ବୋଲି ବେଙ୍ଗାଲୁରୁ ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story