କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ୍‌

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ପୁଣି ଝଟ୍‌କା। ତାଙ୍କ ପତ୍ନୀ ଏବଂ ପୁଅଙ୍କ ନାଁରେ ଜାରି ହୋଇଛି ଲୁକଆଉଟ୍‌ ନୋଟିସ। ପୁଣେ ପୁଲିସ ଗୁରୁବାର ଏହି ଲୁକ୍‌ଆଉଟ୍‌ ନୋଟିସ ଜାରି କରିଛି। ପତ୍ନୀ ଏବଂ ବିଧାୟକ ପୁଅ ନାଁରେ ୬୫ କୋଟି ଟଙ୍କାର ଋଣ ନସୁଝିବା ଅଭିଯୋଗ ରହିଛି। ଏହି ନୋଟିସ୍‌ ଜାରି ହେବା ପରେ ସେମାନେ ଦେଶ ଛାଡ଼ି ଯାଇପାରିବେ ନାହିଁ। ପୁଲିସ ଅଧିକାରୀ ଶ୍ରୀନିବାସ ଖଡ଼ଗେ କହିଛନ୍ତି, ନୀଲମ ରାଣେ ଏବଂ ନୀତେଶ ରାଣେଙ୍କ […]

narayan rane

narayan rane

Madhupriya Mistry
  • Published: Friday, 10 September 2021
  • Updated: 10 September 2021, 09:14 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ପୁଣି ଝଟ୍‌କା। ତାଙ୍କ ପତ୍ନୀ ଏବଂ ପୁଅଙ୍କ ନାଁରେ ଜାରି ହୋଇଛି ଲୁକଆଉଟ୍‌ ନୋଟିସ। ପୁଣେ ପୁଲିସ ଗୁରୁବାର ଏହି ଲୁକ୍‌ଆଉଟ୍‌ ନୋଟିସ ଜାରି କରିଛି। ପତ୍ନୀ ଏବଂ ବିଧାୟକ ପୁଅ ନାଁରେ ୬୫ କୋଟି ଟଙ୍କାର ଋଣ ନସୁଝିବା ଅଭିଯୋଗ ରହିଛି। ଏହି ନୋଟିସ୍‌ ଜାରି ହେବା ପରେ ସେମାନେ ଦେଶ ଛାଡ଼ି ଯାଇପାରିବେ ନାହିଁ।

ପୁଲିସ ଅଧିକାରୀ ଶ୍ରୀନିବାସ ଖଡ଼ଗେ କହିଛନ୍ତି, ନୀଲମ ରାଣେ ଏବଂ ନୀତେଶ ରାଣେଙ୍କ ବିରୋଧରେ ୩ ସେପ୍ଟେମ୍ବରରେ ଲୁକଆଉଟ୍‌ ନୋଟିସ ଜାରି ହୋଇଛି।

ପତ୍ନୀ ନୀଲମ ରାଣେଙ୍କ ଅଧିନରେ ଥିବା କମ୍ପାନୀ ଆର୍ଟଲାଇନ୍‌ ପ୍ରପର୍ଟିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଡିଏଚଏଫଏଲ୍‌ରୁ ୨୫ କୋଟି ଟଙ୍କା ଋଣ ନେଇଥିଲା। ଏବେ କମ୍ପାନୀ ଉପରେ ୨୭.୧୩ କୋଟି ଟଙ୍କା ଋଣ ରହିଛି।

[caption id="attachment_674467" align="aligncenter" width="650"]notice ପୁଣେ ପୁଲିସ ଗୁରୁବାର ଏହି ଲୁକ୍ଆଉଟ୍ ନୋଟିସ ଜାରି କରିଛି।[/caption]

ସେହିଭଳି ନାରାୟଣଙ୍କ ପୁଅ ନୀତେଶଙ୍କ କମ୍ପାନୀ ନୀଲମ ହୋଟେଲ ଉପରେ ୩୪ କୋଟି ଟଙ୍କା ଋଣ ରହିଛି। ଦୁଇ କମ୍ପାନୀର ବ୍ୟାଙ୍କ ଖାତାକୁ ଏନପିଏରେ ଅନ୍ତର୍ଭୁକ୍ତ କରାଯିବା ପରେ ଋଣ ଦେଇଥିବା କମ୍ପାନୀ କେନ୍ଦ୍ରକୁ ସୂଚନା ଦେଇଥିଲା।

ଏହା ପରେ କେନ୍ଦ୍ର ଏନେଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ନେଇ ସେମାନଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି।

ନିକଟରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ନଜର ଏକ ବିବାଦୀୟ ବୟାନ ପାଇଁ ଗିରଫ ହୋଇଥିଲେ। ସେ ସର୍ବସମ୍ମୁଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story