ଗଭୀର ଅବପାତ ରୂପ ନେବ ସମ୍ଭାବ୍ୟ ବାତ୍ୟା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଦକ୍ଷିଣପୂର୍ବ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅବପାତ ପୂର୍ବ-ଉତ୍ତରପୂର୍ବ ମୁହାଁ ହୋଇଛି। ମାର୍ଚ୍ଚ ୨୦ ସୁଦ୍ଧା ଏହି ଅବପାତ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି। ପରେ ମାର୍ଚ୍ଚ୨୧ରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ଭାରୀତୀୟ ପାଣିବାପାଗ ବିଭାଘ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଣ୍ଡାମାନ ସି ସଂଲଗ୍ନ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଏରିଆରେ ସୃଷ୍ଟି ହୋଇଥିବା ଅବାପତଟି ଉତ୍ତରପୂର୍ବ ମୁହାଁ ହୋଇ ଶନିବାର ସକାଳ ୫ ଟା ୩୦ ସୁଦ୍ଧା ଗଭୀର ଅବପାତର […]

cyclone

cyclone

Tapas Behera
  • Published: Saturday, 19 March 2022
  • Updated: 19 March 2022, 11:46 AM IST

Sports

Latest News

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଦକ୍ଷିଣପୂର୍ବ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅବପାତ ପୂର୍ବ-ଉତ୍ତରପୂର୍ବ ମୁହାଁ ହୋଇଛି। ମାର୍ଚ୍ଚ ୨୦ ସୁଦ୍ଧା ଏହି ଅବପାତ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି। ପରେ ମାର୍ଚ୍ଚ୨୧ରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ଭାରୀତୀୟ ପାଣିବାପାଗ ବିଭାଘ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଣ୍ଡାମାନ ସି ସଂଲଗ୍ନ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଏରିଆରେ ସୃଷ୍ଟି ହୋଇଥିବା ଅବାପତଟି ଉତ୍ତରପୂର୍ବ ମୁହାଁ ହୋଇ ଶନିବାର ସକାଳ ୫ ଟା ୩୦ ସୁଦ୍ଧା ଗଭୀର ଅବପାତର ରୂପ ନେଇଛି। ଏହି କ୍ଷେତ୍ରଟି ଉତ୍ତରମୁହାଁ ହୋଇ ଆଣ୍ଡାମାନ୍ ଦ୍ୱୀପ ଛୁଇଁଲେ ବେଳକୁ  ଅଧିକ ଘନୀଭୂତ ହୋଇ ସାରିଥିବ। ମାର୍ଚ୍ଚ ୨୦ ସୁଦ୍ଧା ଅବପାତଟି ଗଭୀର ଅବପାତରେ ପରିଣତ ହୋଇ ମାର୍ଚ୍ଚ ୨୧ ସୁଦ୍ଧା ସାମୁଦ୍ରିକ ଝଡ଼ ଆକାର ନେବ।

ପରେ ଏହା ଉତ୍ତର-ଉତ୍ତରପୂର୍ବ ଅଭିମୁଖେ ଗତି କରି ବାଂଲାଦେଶ ନିକଟରେ ପହଞ୍ଚିବ। ପୁଣି ସେଠାରୁ  ଉତ୍ତର ମ୍ୟାନମାର ଦେଇ ଗତି କରିବା। ମାର୍ଚ୍ଚ ୨୨ ସୁଦ୍ଧା ଏହି ସାମୁଦ୍ରିକ ଝଡ଼ଟି ମ୍ୟାନମାର ଉପକୂଳ ଦେଇ ଗତି କରିବ। ଏହି ସମୟ ମଧ୍ୟ ପ୍ରବଳ ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।  ବିଶଷଷ କରି ଆଣ୍ଡାମାନ ଏବଂ ଏହାର ଆଖପାଖ କ୍ଷେତ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସାମୁଦ୍ରିକ ଝଡ଼ଟି ବାତ୍ୟାର ରୂପ ନେବା ପରେ ଶ୍ରୀଲଙ୍କା ପ୍ରସ୍ତାବିତ ଏହାର ନାମ ‘ଆସିନ’ ରହିବ।

ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି  କେନ୍ଦ୍ର ଗୃହ ସଚିବ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଆଣ୍ଡାମାନ ନିକୋବର ପ୍ରଶାସନକି ଅଧିକାରୀଙ୍କ ସହ ଯୋଗାଯୋଗ କରି ପରିସ୍ଥିତିର ସମୀକ୍ଷା କରଛନ୍ତି। ଏଥିସହ ସେ  ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ନିକୋବର ଦ୍ୱୀପ ପୁଞ୍ଜରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ତେଣୁ ମାର୍ଚ୍ଚ ୧୭ରୁ ୨୧ ମଧ୍ୟରେ ସମୁଦ୍ରକୁ ଯିବାକୁ  ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ତେବେ ଏହାର ପ୍ରଭାବ ଓଡ଼ିଶାରେ କଣ ପଡ଼ିବ ସେନେଇ ସ୍ପଷ୍ଟ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story