ଶପଥ ନେଲେ ମମତା, ଲଗାତାର ତୃତୀୟ ଥର ପାଇଁ ହେଲେ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ମମତା ବାନାର୍ଜୀ। ଏହା ସହିତ ସେ ଲଗାତାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଶ୍ଚମବଙ୍ଗ ରାଜଭବନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ଜଗଦୀପ ଧନଖର ତାଙ୍କୁ ଶପଥପାଠ କରାଇଥିଲେ। କୋଭିଡ୍ କଟକଣା ମଧ୍ୟରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଜି କେବଳ ମମତା ବାନାର୍ଜୀ ଶପଥ ନେଇଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳର […]

Mamata Banerjee

Mamata Banerjee

Niharika Rout
  • Published: Wednesday, 05 May 2021
  • Updated: 05 May 2021, 11:51 AM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ମମତା ବାନାର୍ଜୀ। ଏହା ସହିତ ସେ ଲଗାତାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ପଶ୍ଚମବଙ୍ଗ ରାଜଭବନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ଜଗଦୀପ ଧନଖର ତାଙ୍କୁ ଶପଥପାଠ କରାଇଥିଲେ।

କୋଭିଡ୍ କଟକଣା ମଧ୍ୟରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଆଜି କେବଳ ମମତା ବାନାର୍ଜୀ ଶପଥ ନେଇଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସମସ୍ତ ସଦସ୍ୟ ମେ’ ୯ ତାରିଖରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ ଶପଥ ନେବେ ବୋଲି ଜଣାପଡ଼ିଛି।

ମମତା ବାନାଜୀଙ୍କ ତୃଣମୂଳ କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ବିପୁଳ ବିଜୟ ହାସଲ କରିଛି। ୨୯୨ଟି ବିଧାନସଭା ଆସନରୁ ଦଳ ୨୧୩ଟିରେ ବିଜୟ ଲାଭ କରିଛି। ଅନ୍ୟପକ୍ଷରେ ଏଥର ଜୋରଦାର ପ୍ରଚାର କରି କ୍ଷମତା ଦଖଲ କରିବାକୁ ପ୍ରୟାସ କରିଥିବା ବିଜେପିକୁ ୭୭ଟି ଆସନ ମିଳିଛି। ତେବେ ଏଥର ମମତା ବାନାର୍ଜୀ ନିର୍ବାଚନ ହାରିଯାଇଛନ୍ତି। ସେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ଏକଦା ତାଙ୍କର ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ଓ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ଏହା ପରେ ମମତା ତାଙ୍କ ବିରୋଧରେ ଲଢ଼ିବାକୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ।

ରବିବାର ନିର୍ବାଚନ ଫଳାଫଳ ଆସିବା ପରଠାରୁ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଜେପି କର୍ମୀଙ୍କୁ ତୃଣମୂଳ କଂଗ୍ରେସ କର୍ମୀମାନେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ହିଂସାକାଣ୍ଡ ପାଇଁ ଉଭୟ ଦଳ ପରସ୍ପର ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଅନ୍ୟପକ୍ଷରେ ଆଜି ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ଏହା ସହିତ ହିଂସାପରାୟଣ ନହେବା ପାଇଁ ସେ ଅପିଲ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story