ଛାଡ଼ପତ୍ର ପରେ ବି ଘର ଛାଡ଼ିଲେନି ପତ୍ନୀ, ଫସାଇବା ପାଇଁ ଝିଅକୁ ହତ୍ୟା କଲା ବାପା

ଲକ୍ଷ୍ନୌ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ସୁପାରି ଦେଇ ତାଙ୍କ ଝିଅଙ୍କୁ ପଡ଼ୋଶୀଙ୍କ ଦ୍ୱାରା ହତ୍ୟା କରିଛନ୍ତି। ଟ୍ରିପଲ ତଲାକ ପରେ ଏହି ବ୍ୟକ୍ତିଙ୍କ ଘରେ ତାଙ୍କ ପତ୍ନୀ ରହୁଥିଲେ। ଏଥିରେ ବ୍ୟକ୍ତି ଜଣଙ୍କ ଖୁବ ବିରକ୍ତ ହୋଇଥିଲେ। ସେ ପତ୍ନୀଙ୍କୁ ହତ୍ୟା ମାମଲାରେ ଫସାଇବା ପାଇଁ ନିଜ ଝିଅର ବଳି ଚଢ଼ାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଏପରି […]

Daughter

Daughter

Hemant Lenka
  • Published: Monday, 27 September 2021
  • Updated: 27 September 2021, 05:04 PM IST

Sports

Latest News

ଲକ୍ଷ୍ନୌ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ସୁପାରି ଦେଇ ତାଙ୍କ ଝିଅଙ୍କୁ ପଡ଼ୋଶୀଙ୍କ ଦ୍ୱାରା ହତ୍ୟା କରିଛନ୍ତି। ଟ୍ରିପଲ ତଲାକ ପରେ ଏହି ବ୍ୟକ୍ତିଙ୍କ ଘରେ ତାଙ୍କ ପତ୍ନୀ ରହୁଥିଲେ। ଏଥିରେ ବ୍ୟକ୍ତି ଜଣଙ୍କ ଖୁବ ବିରକ୍ତ ହୋଇଥିଲେ। ସେ ପତ୍ନୀଙ୍କୁ ହତ୍ୟା ମାମଲାରେ ଫସାଇବା ପାଇଁ ନିଜ ଝିଅର ବଳି ଚଢ଼ାଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଏପରି ଘଟଣା ଘଟିଛି। ମୁଜାମିଲ ସାମଦ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଶବନମଙ୍କୁ ଫସାଇବା ପାଇଁ ଝିଅକୁ ସୁପାରି ଦେଇ ହତ୍ୟା କରିଛନ୍ତି। ସାମଦ ତାଙ୍କ ପତ୍ନୀ ଶବନମଙ୍କୁ  ୨୦୧୪ରେ ଟ୍ରିପଲ ତଲାକ ଦେଇଥିଲେ। ଏହାପରେ ଶବନମ ଶାଶୂ ଘର ନ ଛାଡ଼ି ସେହିଠାରେ ହିଁ ରହିଥିଲେ। ଏହାକୁ ନେଇ ଶବନମଙ୍କ ଉପରେ ସେ ଖପ୍ପା ହୋଇ ଯାଇଥିଲେ।

ଏହାର ବଦଲା ନେବାକୁ ସେ ଶବନମଙ୍କୁ ହତ୍ୟା ମାମଲାରେ ଫସାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଯୋଜନା ମୁତବାକ ସେ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ଆମୀରକୁ ହତ୍ୟା ପାଇଁ ୮ ହଜାର ଟଙ୍କା ଓ ଦୁଇ ଦିନ ମାଗଣା ମଦ ପଇବାକୁ ଦେଇଥିଲେ। ଶେଷରେ ଆମୀର ୭ ବର୍ଷର ସବାଙ୍କୁ ଗଳା କାଟି ହତ୍ୟା କରିଥିଲା। ସେପ୍ଟେମ୍ବର ୧୯ରେ ପୁଲିସ୍‌ ବୁଲନ୍ଦଶହରରୁ ସବାଙ୍କ ରକ୍ତାକ୍ତ ମୃତଦେହକୁ ଠାବ କରିଥିଲା।

ଏହି ଘଟଣାରେ ସାମଦ, ଆମୀର ଓ ସବାଙ୍କ ଦାଦା ମୁଦାସିର ସାମଦକୁ ଶବନମଙ୍କ ଅଭିଯୋଗକ୍ରମେ ପୁଲିସ ଗିରଫ କରିଛି। ସମସ୍ତଙ୍କ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ବିଭିନ୍ନ ଦଫା ଲାଗିଛି। ବୁଲନ୍ଦଶହର ଏସ୍‌ପି ସନ୍ତୋଷ କୁମାର ସିଂହ କହିଛନ୍ତି, “ତଦନ୍ତ ବେଳେ ଆମେ ଜାଣିବାକୁ ପାଇଛୁ ଯେ ସବାଙ୍କୁ ତାଙ୍କ ଦାଦା ପ୍ରଥମେ ଅଟକାଇବା ସହ ଗୋଟିଏ ହାତୁଡ଼ିରେ ଆକ୍ରମଣ କରିଥିଲା। ଏହାପରେ ଆମୀର ତାଙ୍କ ବେକ କାଟି ଦେଇଥିଲା।

ଘରର ପଛ ପଟ ବାଟ ଦେଇ ଉଭୟ ଘର ଭିତରକୁ ଯାଇଥିଲେ। ବୁଲନ୍ଦଶହରରେ ଏପରି ଘଟଣା ଘଟିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସାମଦ ଦିଲ୍ଲୀରେ ଲୁଚି ରହିଥିଲା। ପତ୍ନୀ ଶବନମଙ୍କୁ ହତ୍ୟା ମାମଲାରେ ଫସାଇବା ପାଇଁ ସାମଦ ଚଳିତ ମାସ ଆରମ୍ଭରେ ଆମୀର ଓ ମୁଦାସିରଙ୍କୁ ଭେଟିଥିଲା। ଏହି ଭେଟଘାଟ ସମୟରେ ସବାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା।”

ଶବନମ ୨୦୧୦ରେ ସାମଦଙ୍କୁ ବିବାହ କରିଥିଲେ। କିନ୍ତୁ ୪ ବର୍ଷ ପରେ ସାମଦ ତାଙ୍କୁ ଟ୍ରିପଲ ତଲାକ ଦେଇଥିଲେ। ଟ୍ରିପଲ ତଲାକର ଗୋଟିଏ ବର୍ଷ ପରେ ସାମଦ ଦ୍ୱିତୀୟ ବିବାହ କରିଥିଲେ। ତେବେ ଶବନମ ଟ୍ରିପଲ ତଲାକ ପରେ ମଧ୍ୟ ସାମଦଙ୍କ ଘର ଛାଡ଼ି ନଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ୨୦୧୮ରେ ସେ ତାଙ୍କ ଉପରେ ଏସିଡ ମାଡ଼ କରିବାକୁ ଚେଷ୍ଟା କରିଥିଲେ। ଏନେଇ ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ ହଁ ପ୍ରମାଣ ଅଭାବରୁ ପୁଲିସ୍‌ କୌଣସି ବି ପଦକ୍ଷେପ ନେଇ ନଥିଲା। ୩ ବର୍ଷ ତଳେ ସାମଦ ତାଙ୍କର ଛୋଟ ପୁଅକୁ ମଧ୍ୟ ହତ୍ୟା କରିଥିଲେ ବୋଲି ଶବନମ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story