‘ମୋ ସ୍ତ୍ରୀର ପୁରୁଷ ଲିଙ୍ଗ’: ମାମଲା ଶୁଣିବାକୁ ରାଜି ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ମୋ ଜୀବନ ସାଥୀ ନାରୀ ନୁହଁ ପରୁଷ। ଝିଅ କହି ପୁଅ ସହ ମୋତେ ବାହା କରାଇ ଦେଲେ’। ଏମିତି ଏକ ଆଚମ୍ବିତ କଲା ଭଳି ଜଣେ ଯୁବକ ଅଭିଯୋଗ ଆଣିଛନ୍ତି। ଅଦ୍ଭୁତ ଲାଗୁଥିବା ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ସ୍ୱାମୀ ଜଣକ ଠକାମିରେ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି।  ଶାରୀରିକ ଗଠନ ଦୃଷ୍ଟିରୁ ତାଙ୍କ ପତ୍ନୀ ମହିଳା ହୋଇଥିଲେ ମଧ୍ୟ […]

supreme court

supreme court

Tapas Behera
  • Published: Sunday, 13 March 2022
  • Updated: 14 March 2022, 12:02 PM IST

Sports

Latest News

ନୂଆଦିଲ୍ଲୀ: ‘ମୋ ଜୀବନ ସାଥୀ ନାରୀ ନୁହଁ ପରୁଷ। ଝିଅ କହି ପୁଅ ସହ ମୋତେ ବାହା କରାଇ ଦେଲେ’। ଏମିତି ଏକ ଆଚମ୍ବିତ କଲା ଭଳି ଜଣେ ଯୁବକ ଅଭିଯୋଗ ଆଣିଛନ୍ତି। ଅଦ୍ଭୁତ ଲାଗୁଥିବା ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ସ୍ୱାମୀ ଜଣକ ଠକାମିରେ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି।  ଶାରୀରିକ ଗଠନ ଦୃଷ୍ଟିରୁ ତାଙ୍କ ପତ୍ନୀ ମହିଳା ହୋଇଥିଲେ ମଧ୍ୟ ତାଙ୍କ ପ୍ରାଇଭେଟ ପାର୍ଟ ପୁରୁଷଙ୍କ ଭଳି ସେ  ଅଭିଯୋଗ ଆଣିଛନ୍ତି। ମଧ୍ୟପ୍ରଦେଶର ଗୋଆଲିଅରରୁ ଜଣେ ବିବାହିତ ଯୁବକ ଆଣିଥିବା ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ପତ୍ନୀର ଯୌନାଙ୍ଗ ପୁରୁଷ ସରଞ୍ଚନା ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରାରମ୍ଭରୁ ଏହି ମାଲାର ଶୁଣାଣି ପାଇଁ ସୁପ୍ରମକୋର୍ଟ ରାଜି ନଥିଲେ। କିନ୍ତୁ  ମେଡିକାଲ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ  ସମ୍ପୃକ୍ତ ମହିଳାଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ।  ମେଡିକାଲ ରିପୋର୍ଟରେ ଜୈବିକ ଦୃଷ୍ଟିରୁ ସମ୍ପୃକ୍ତ ପତ୍ନୀ ଜଣକ ମହିଳା । ତାଙ୍କର ଓଭାରୀ ମଧ୍ୟ ଅଛି।

କିନ୍ତୁ ଏହା ସଂଲଗ୍ନ ପୁରୁଷ ଯୌନାଙ୍ଗ ଅଛି। ସୁପ୍ରମିକୋର୍ଟରରେ ହୋଇଥିବା ମାମଲାରୁ ଉଭୟଙ୍କ ବିବାହ ୨୦୧୬ ମସିହାରେ ସମ୍ପନ୍ନ ହୋଇଥିଲା। କିନ୍ତୁ କିଛି ଦିନ ପରେ ପତ୍ନୀ ବିବାହକୁ ମାନିବାକୁ ଅରାଜି ହୋଇଥିଲେ। । ତେବେ ପତ୍ନୀ ସହ ସମ୍ପର୍କ ସ୍ଥାପନ କରିବାକୁ  ସ୍ୱାମୀ ଯେତବେଳେ ପ୍ରୟାସ କଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ପତ୍ନୀଙ୍କର ଯୌନାଙ୍ଗ ପରୁଷ ସଂରଚନା ଭଳି ସେ ଜାଣିବାକୁ ପାଇଥିଲେ। ଏହା ପରେ ସେ ତାଙ୍କ ପତ୍ନୀଙ୍କୁ ନେଇ ମେଡିକାଲ ପରୀକ୍ଷା ପାଇଁ ଯାଇଥିଲେ। ମେଡିକାଲରେ ରିପୋର୍ଟରେ ଏହା ତାଙ୍କର ଜନ୍ମଗତ ସମସ୍ୟା ବୋଲି ଜଣାପଡ଼ିଥିଲା। । ଯାହାକୁ ମେଡିକାଲ ଟର୍ମରେ ହାଇପରପ୍ଲାସିଆ (hyperplasia)ବୋଲି କୁହାଯାଏ।

ଏହି ସମସ୍ୟାର ସମାଧାନ ପାଇଁ ଡାକ୍ତର ସର୍ଜରୀ ପାଇଁ ପରାମର୍ଶ ଦେଥିଲେ। ।  ମେଡିକାଲ ରିପୋର୍ଟ ଅନୁଯାୟୀ ଯଦିଓ ଶାରୀରିକ ଗଠନରେ ତାଙ୍କ ପତ୍ନୀ ମହିଳା କିନ୍ତୁ ତାଙ୍କ ପ୍ରାଇଭେଟ ପାର୍ଟରେ ପରୁଷ ଲକ୍ଷଣ ଯୋଗୁ ସେ ମା’ ହୋଇପାରିବେ ନାହିଁ ।  ପରେ ପତ୍ନୀଙ୍କୁ ନିଜ ବାପଘରକୁ ପଠାଇଦେଥିଲେ ସ୍ୱାମୀ। ପରେ ଉଭୟ ପରିବାର ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ସ୍ୱାମୀଙ୍କ ବିରୋଧରେ ନିର୍ଯାତନା  ଅଭଯୋଗ ଆଣି ସ୍ତ୍ରୀ ଅଦାଲତ ଯାଇଥିଲେ। ତାଙ୍କ ବିରୋଧରେ ୪୨୦ ଦଫାରେ ମାମଲା ରୁଜୁ ହୋଇଥିଲା । ଏହାର ଜବାବରେ ସ୍ୱାମୀ ତଳ କୋର୍ଟ, ପରେ ହାଇକୋର୍ଟ ଯାଇଥିଲେ। ହେଲେ ତାଙ୍କ ଆବେଦନ ଖାରଜ ହୋଇ ଯାଇଥିଲା ଏବେ ସେ ସୁପ୍ରିମକୋର୍ଟ ଯାଇଛନ୍ତି। ତାଙ୍କ ମାମଲାକୁ ସର୍ବୋଚ୍ଚ ଅଦାଲତ ଗୁରୁତର ସହ ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story