ଦିନକରେ ୧୦ ଥର କରୋନା ଟିକା ନେଲେ ଯୁବକ

ନୂଆଦିଲ୍ଲୀ: ସାରା ବିଶ୍ୱରେ ମାହାମାରୀ କରୋନା ଏବଂ ତା’ର ନୂଆ ଭାରିଏଣ୍ଟକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏଥିପାଇଁ ଏହି ମାହାମାରୀ ଠାରୁ ବର୍ତ୍ତିବା ଲାଗି ଲୋକେ ଟିକା ନେଉଛନ୍ତି। କିଏ ପ୍ରଥମ ଡୋଜ ନେଉଛି ତ ଆଉ କିଏ ଦ୍ୱିତୀୟ, ସେହିପରି ଆଉ କେହି କେହି ଟିକା ବୁଷ୍ଟର ଡୋଜ୍‌ ବି ନେଉଛନ୍ତି। କିନ୍ତୁ ଏହାରି ଭିତରେ ଜଣେ ବ୍ୟକ୍ତି ଦିନକରେ ୧୦ ଥର କରୋନା ଟିକା ନେଇଛନ୍ତି। ଏହା ତାଙ୍କ ପାଗଳାମି ନା କରୋନା […]

corona vaccine

corona vaccine

Madhupriya Mistry
  • Published: Sunday, 12 December 2021
  • Updated: 12 December 2021, 01:38 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ମାହାମାରୀ କରୋନା ଏବଂ ତା'ର ନୂଆ ଭାରିଏଣ୍ଟକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏଥିପାଇଁ ଏହି ମାହାମାରୀ ଠାରୁ ବର୍ତ୍ତିବା ଲାଗି ଲୋକେ ଟିକା ନେଉଛନ୍ତି। କିଏ ପ୍ରଥମ ଡୋଜ ନେଉଛି ତ ଆଉ କିଏ ଦ୍ୱିତୀୟ, ସେହିପରି ଆଉ କେହି କେହି ଟିକା ବୁଷ୍ଟର ଡୋଜ୍‌ ବି ନେଉଛନ୍ତି। କିନ୍ତୁ ଏହାରି ଭିତରେ ଜଣେ ବ୍ୟକ୍ତି ଦିନକରେ ୧୦ ଥର କରୋନା ଟିକା ନେଇଛନ୍ତି। ଏହା ତାଙ୍କ ପାଗଳାମି ନା କରୋନା ଭୟ ତାହା ଜଣାପଡିନାହିଁ।

ନ୍ୟୁଜିଲାଣ୍ଡରୁ ଏଭଳି ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବକ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ନେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଟିକା ନେଇଥିବା ବ୍ୟକ୍ତି ଜଣକ ଗୋଟିଏ ଦିନରେ ଅନେକ ଟିକାକରଣ କେନ୍ଦ୍ର ଯାଇ ଟିକା ନେଇଥିଲେ ଏବଂ ପ୍ରତ୍ୟେକ ଡୋଜ ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା ବୋଲି କୁହାଯାଉଛି।

ନ୍ୟୁଜିଲ୍ୟାଣ୍ଡରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ -୧୯ ଟିକା ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମର ସମୂହ ପ୍ରବନ୍ଧକ ଏଷ୍ଟ୍ରିଡ୍ କର୍ଣନିଫ୍ କହିଛନ୍ତି ମନ୍ତ୍ରଣାଳୟକୁ ଏ ବିଷୟରେ ଅବଗତ କରାଯାଇଛି । ଘଟଣାକୁ ଗୁରୁତର ସହ ନିଆଯାଇଛି । ସ୍ଥିତିକୁ ନେଇ ମନ୍ତ୍ରଣାଳୟ ବହୁତ ଚିନ୍ତିତ। କୌଣସି ବ୍ୟକ୍ତି ଟିକାର ମାତ୍ରାଧିକ ଡୋଜ୍ ନେଇଥିଲେ, ଯଥାଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ବୋଲି ଅନୁରୋଧ କରିଛି । ତେବେ ଘଟଣାଟି କେଉଁଠାରେ ଘଟିଛି ମନ୍ତ୍ରଣାଳୟ ତାହା ଜଣାଇବ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏ ପ୍ରସଙ୍ଗରେ ଇମ୍ୟୁନାଇଜେସନ୍ ଆଡଭାଇଜରୀ ସେଣ୍ଟରର ମେଡିକାଲ୍ ନିର୍ଦ୍ଦେଶକ ତଥା ଅକଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ନିକ୍କି ଟର୍ନର ଭିନ୍ନ କଥା କହିଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକା ନେବା ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି।

ଲୋକଙ୍କୁ ଦିଆଯାଉଥିବା ଟିକାକୁ ପ୍ରାଥମିକ ତଥ୍ୟ ଆଧାରରେ ଡିଜାଇନ୍ କରାଯାଇଛି। ଏହା ମାନବ ଶରୀରରେ ଭଲ ପ୍ରତିରକ୍ଷା ପ୍ରତିକ୍ରିୟା ଦେବା ସହ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କାମ କରେ। ହେଲେ ଗୋଟିଏ ଦିନରେ ଟିକାକରଣର ଏକାଧିକ ମାତ୍ରା ନେଲେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହିବ ବୋଲି ମଧ୍ୟ ସେ କହିଛନ୍ତି। ଏପରି କରିବା ଆଦୌ ଠିକ୍ ନୁହେଁ। ତେବେ ଏସମ୍ପର୍କରେ ଆମ ପାଖରେ କୌଣସି ପ୍ରମାଣ ନାହିଁ

। ଗୋଟିଏ ଦିନରେ ଏକାଧିକ ଡୋଜ୍ ନେବା ନିରାପଦ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story