‘ମୋ ସ୍ତ୍ରୀ ମରିଯିବ’: କୋଭିଡ୍ ହସ୍ପିଟାଲ ବାହାରେ ସ୍ୱାମୀଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ବାରମ୍ବାର ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ସଂକ୍ରମଣ ବଢ଼ିବା ସତ୍ତ୍ୱେ ସରକାର ହସ୍ପିଟାଲରେ ଆବଶ୍ୟକ ବେଡ, ଅମ୍ଳଜାନ ଓ ମେଡିସିନ୍‌ର ଅଭାବ ନାହିଁ ବୋଲି ସରକାର କହୁଥିଲେ ହେଁ ବାସ୍ତବଚିତ୍ର ଭିନ୍ନ ରହିଛି। ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ(ଏଲଏନଜେପି) ହସ୍ପିଟାଲରେ ସ୍ଥିତି ଏପରି ହୋଇଛି ଯେ ରୋଗୀଙ୍କୁ ଆଡମିଟ୍‌ କରାଇବା ପାଇଁ ସେମାନଙ୍କ ପରିବାର ଲୋକଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଆମ୍ବୁଲାନ୍ସ […]

Hospital

Hospital

Hemant Lenka
  • Published: Thursday, 22 April 2021
  • Updated: 22 April 2021, 03:14 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ବାରମ୍ବାର ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ସଂକ୍ରମଣ ବଢ଼ିବା ସତ୍ତ୍ୱେ ସରକାର ହସ୍ପିଟାଲରେ ଆବଶ୍ୟକ ବେଡ, ଅମ୍ଳଜାନ ଓ ମେଡିସିନ୍‌ର ଅଭାବ ନାହିଁ ବୋଲି ସରକାର କହୁଥିଲେ ହେଁ ବାସ୍ତବଚିତ୍ର ଭିନ୍ନ ରହିଛି।

ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ(ଏଲଏନଜେପି) ହସ୍ପିଟାଲରେ ସ୍ଥିତି ଏପରି ହୋଇଛି ଯେ ରୋଗୀଙ୍କୁ ଆଡମିଟ୍‌ କରାଇବା ପାଇଁ ସେମାନଙ୍କ ପରିବାର ଲୋକଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଆମ୍ବୁଲାନ୍ସ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ କିଛି ଲୋକ ନିରାଶ ହୋଇ ଅନ୍ୟ ହସ୍ପିଟାଲ୍‌ରେ ଆଡମିଶନ କରିବାକୁ ଚେଷ୍ଟା କରୁଛନ୍ତି।

ଗୋଟିଏ ପଟେ ହସ୍ପିଟାଲ କର୍ତ୍ତୃପକ୍ଷ ବେଡ୍‌ ନଥିବା କଥା କହୁଥିବା ବେଳେ ଅନ୍ୟପଟେ ଆଡମିଶନ ପାଇଁ ରୋଗୀଙ୍କ ଅପେକ୍ଷା ସମସ୍ତଙ୍କୁ ଆନ୍ଦୋଳିତ କରିଛି। ଏଭଳି ଏକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ୩୦ ବର୍ଷୀୟ ରୁବି ଖାନ। ସେ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଛନ୍ତି। ଏଥିପାଇଁ ତାଙ୍କ ସ୍ୱାମୀ ୩୫ ବର୍ଷୀୟ ଅସଲମ ଖାନ୍‌ ତାଙ୍କୁ ବାଇକ୍‌ରେ ଧରି ଏଲଏନଜେପିରେ ଆଡମିଶନ କରାଇବାକୁ ଆଣିଛନ୍ତି। ଏଠାକୁ ଆସିବା ପୂର୍ବରୁ ସେ ୩ଟି ହସ୍ପିଟାଲ ଯାଇଥିଲେ। ହେଲେ ସେଠାରେ ବେଡ୍‌ ନଥିବାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ଏଲଏନଜେପିକୁ ସେ ବହୁ ଆଶା ନେଇ ଆସିଥିଲେ। କିନ୍ତୁ ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରୁବି ଖାନ୍‌ଙ୍କୁ ଆଡମିଶନ ହେବାକୁ ଅପେକ୍ଷା କରିବାକୁ ପଡ଼ିଛି। ସମୟ ବିତିବା ସହ ରୁବିଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି। ପତ୍ନୀଙ୍କ କଷ୍ଟ ସହି ନ ପାରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆକୁଳ ନିବେଦନ କରିବାରେ ଲାଗିଛନ୍ତି ଅସଲମ।

ମୋ ସ୍ତ୍ରୀ ମରିଯିବ। ଦୟା କରି ତାଙ୍କୁ ହସ୍ପିଟାଲରେ ଆଡମିଶନ କରାନ୍ତୁ ବୋଲି ସେ କର୍ତ୍ତୃପକ୍ଷଙ୍କୁ ହାତ ଯୋଡ଼ି କହିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ରୁବିଙ୍କୁ ହସ୍ପିଟାଲରେ ଆଡମିଶନ ମିଳି ନଥିଲା। ଅସଲମ କହିଛନ୍ତି, ମୁଁ ମୋ ପତ୍ନୀଙ୍କ ଜୀବନ ରକ୍ଷା କରିବାକୁ ଯେତେ ଅର୍ଥ ଦରକାର ଖର୍ଚ୍ଚ କରିବାକୁ ରାଜି। ହେଲେ ସେମାନେ ମୋ ପତ୍ନୀଙ୍କୁ ଏଯାଏ ଆଡମିଶନ କରୁନାହାନ୍ତି ବୋଲି ସେ କହିଛନ୍ତି।

କେବଳ ଅସଲମ ନୁହନ୍ତି, ଅନେକ ଲୋକ ଏଭଳି ଲାଇନରେ ଛିଡ଼ା ହୋଇ ନିଜ ପ୍ରିୟଜନଙ୍କୁ ହସ୍ପିଟାଲରେ ଆଡମିଶନ କରାଇବାକୁ ଚେଷ୍ଟା କରୁଛନ୍ତି। ହସ୍ପିଟାଲ ବାହାରେ ଛିଡ଼ା ହୋଇଥିବା ଅନେକ ଲୋକ କହିଛନ୍ତି ଯେ ସେମାନଙ୍କ ପ୍ରିୟଜନଙ୍କ ଟେଷ୍ଟ ରିପୋର୍ଟ ପୂର୍ବରୁ ନେଗେଟିଭ ଆସିଥିଲା। ତଥାପି ସେମାନେ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଛନ୍ତି। ଏଥିସହ ସେମାନଙ୍କ ଅମ୍ଳଜାନସ୍ତର ମଧ୍ୟ ହ୍ରାସ ପାଉଛି। ତେଣୁ ସିଟି ସ୍କାନ ଜରିଆରେ ସେମାନେ କରୋନା ଟେଷ୍ଟ କରି ଆଡମିଶନ ପାଇଁ ଆସିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story