ଆତଙ୍କୀ ହମ୍‌ଲା, ସେନା ଉପରକୁ ଫିଙ୍ଗିଲେ ଗ୍ରେନେଡ୍‌

ଶ୍ରୀନରଗ: ଜମ୍ମୁ-କଶ୍ମୀର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଚନାପୋରାରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଫିଙ୍ଗିଥିବା କୁହାଯାଉଛି। ସୂଚନାନୁସାରେ, ଶ୍ରୀନଗରର ଚନାପୋରା ପୁଲିସ ଷ୍ଟେସନ ବାହାରେ ଥିବା ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ CRPF ଯବାନ ଆହତ ହୋଇଛନ୍ତି। ଏହା ବ୍ୟତୀତ ଏହି ଆକ୍ରମଣରେ ଜଣେ ମହିଳା ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏହାପରେ ଜମ୍ମୁକଶ୍ମୀର ପୁଲିସ ଏବଂ CRPF ର ମିଳିତ ଟିମ୍‌ ପୂରା ଅଞ୍ଚଳକୁ […]

grenade attack

grenade attack

Madhupriya Mistry
  • Published: Friday, 10 September 2021
  • Updated: 10 September 2021, 02:35 PM IST

Sports

Latest News

ଶ୍ରୀନରଗ: ଜମ୍ମୁ-କଶ୍ମୀର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଚନାପୋରାରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଫିଙ୍ଗିଥିବା କୁହାଯାଉଛି।

ସୂଚନାନୁସାରେ, ଶ୍ରୀନଗରର ଚନାପୋରା ପୁଲିସ ଷ୍ଟେସନ ବାହାରେ ଥିବା ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ CRPF ଯବାନ ଆହତ ହୋଇଛନ୍ତି। ଏହା ବ୍ୟତୀତ ଏହି ଆକ୍ରମଣରେ ଜଣେ ମହିଳା ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏହାପରେ ଜମ୍ମୁକଶ୍ମୀର ପୁଲିସ ଏବଂ CRPF ର ମିଳିତ ଟିମ୍‌ ପୂରା ଅଞ୍ଚଳକୁ ଘେରି ରହିଛନ୍ତି।

ଜଣେ ବରିଷ୍ଟ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଚନାପୋରାରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ବିଏନ୍‌-୨୯ ଉପରକୁ ଗ୍ରେନେଡ ଆକ୍ରମଣ କରିଛନ୍ତି। ତେବେ ଏଥିରେ କାହାରି ବି ଅଧିକ କିଛି କ୍ଷତି ହୋଇନାହିଁ। ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାପୂର୍ବରୁ ଅନନ୍ତନାଗ ଜିଲ୍ଲା ଶେରବାରେ ଏକ ପୁଲିସ ଚେକ୍‌ ପୋଷ୍ଟ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ କରିଥିଲେ।

ନିକଟରେ ଏକ ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି, ପାକିସ୍ତାନ କଶ୍ମୀରରେ ଲୋକଙ୍କୁ ଆଫଗାନିସ୍ତାନର ଭିଡିଓ ଦେଖାଇ ଭଡକାଇବାକୁ ଚେଷ୍ଟା କରୁଛି। କେବଳ ସେତିକି ନୁହେଁ ସେ କଶ୍ମରକୁ ଇସଲାମିକ ଷ୍ଟେଟ କହୁଥିବା ଖବର ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story