୨୫ହଜାର ଶବ ସତ୍କାର କରିଥିବା ଶରିଫ୍ ଚାଚାଙ୍କୁ ଏଯାଏ ମିଳିନି ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଚିହ୍ନା ଶବର ଅନ୍ତିମ ସଂସ୍କାର କରିଥିବା ଅଯୋଧ୍ୟାର ୮୦ ବର୍ଷୀୟ ମହମ୍ମଦ ଶରିଫ ଅର୍ଥାତ୍ ଶରିଫ୍ ଚାଚାଙ୍କୁ ଗତବର୍ଷ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଏହି ପୁରସ୍କାର ଦିଆଯାଇନଥିବା ଖୋଦ୍ ଶରିଫ୍ ଚାଚା କହିଛନ୍ତି। ସେ କହିଛନ୍ତି, ମୁଁ ଏ ସମ୍ବନ୍ଧରେ କେବଳ ଟିଭି ସମାଚାରରେ ଶୁଣିଥିଲି। କିନ୍ତୁ ମୋତେ ଏପର୍ଯ୍ୟନ୍ତ ଏହି ପୁରସ୍କାର ମିଳିନାହିଁ। ବର୍ତ୍ତମାନ ଶରିଫ୍ ଚାଚାଙ୍କ ସ୍ୱାସ୍ଥ୍ୟାବସ୍ଥା […]

sharif

sharif

Ranjit Kumar Jena
  • Published: Sunday, 21 February 2021
  • Updated: 21 February 2021, 09:52 PM IST

Sports

Latest News

ନୂଆଦିଲ୍ଲୀ: ଅଚିହ୍ନା ଶବର ଅନ୍ତିମ ସଂସ୍କାର କରିଥିବା ଅଯୋଧ୍ୟାର ୮୦ ବର୍ଷୀୟ ମହମ୍ମଦ ଶରିଫ ଅର୍ଥାତ୍ ଶରିଫ୍ ଚାଚାଙ୍କୁ ଗତବର୍ଷ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଏହି ପୁରସ୍କାର ଦିଆଯାଇନଥିବା ଖୋଦ୍ ଶରିଫ୍ ଚାଚା କହିଛନ୍ତି। ସେ କହିଛନ୍ତି, ମୁଁ ଏ ସମ୍ବନ୍ଧରେ କେବଳ ଟିଭି ସମାଚାରରେ ଶୁଣିଥିଲି। କିନ୍ତୁ ମୋତେ ଏପର୍ଯ୍ୟନ୍ତ ଏହି ପୁରସ୍କାର ମିଳିନାହିଁ।

ବର୍ତ୍ତମାନ ଶରିଫ୍ ଚାଚାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ରହିଛି। ଗୋଟିଏ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତ ଅନ୍ୟପଟେ ତାଙ୍କର ଖରାପ ସ୍ୱାସ୍ଥ୍ୟ। ସେ ଏବେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। କରଜରେ ବୁଡ଼ିଥିବା ଶରିଫ୍ ଚାଚା ଗତବର୍ଷ ୨୫୦୦ ଟଙ୍କା ଧାର କରି ଦିଲ୍ଲୀ ଯିବା ପାଇଁ ଟ୍ରେନର ଟିକେଟ୍ କାଟିଥିଲେ। ହେଲେ କରୋନା କାରଣରୁ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁଥିବା ପଦ୍ମ ପୁରସ୍କାର କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିଲା। ଏହାରି ଭିତରେ ଅନେକ ମାସ ବିତିଯାଇଥିଲେ ହେଁ ଶରିଫ ଚାଚାଙ୍କୁ ପୁରସ୍କାର ମିଳିଲା ନାହିଁ। ପରିବାର ଲୋକେ ଏହି ପୁରସ୍କାରର ଟିକିଏ ଝଲକ ପାଇବାକୁ ଅପେକ୍ଷା କରି ରହିଛନ୍ତି।

https://twitter.com/ANINewsUP/status/1363159593782702080?s=20

ମହମ୍ମଦ ଶରିଫ୍ ଅଯୋଧ୍ୟାର ଅଲୀ ବାଗରେ ରୁହନ୍ତି। ଶରିଫଙ୍କ ପାଖରେ ଏବେ ଔଷଧ କିଣିବାକୁ ମଧ୍ୟ ଟଙ୍କା ନାହିଁ। ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପୂର୍ବରୁ ଶରିଫ୍ ଚାଚା ଏକ ସାଇକେଲ୍ ମରାମତି ଦୋକାନ କରି ଚଳୁଥିଲେ। ଶରିଫ ବର୍ତ୍ତମାନ ନିଜ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଏକ ଘର ଭଡ଼ାରେ ନେଇ ରହୁଛନ୍ତି। ତାଙ୍କର ଲିଭର ଓ କିଡନୀ ଖରାପ ହୋଇଯାଇଛି। ଏବେ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଅଯୋଧ୍ୟାର ବିଧାୟକ ବେଦ ଗୁପ୍ତା ଓ ସାଂସଦ ଲାଲୁ ସିଂହ।

ଲାଲୁ ସିଂହ କହିଛନ୍ତି, ଶରିଫ ଚାଚାଙ୍କୁ ପୁରସ୍କାର ହସ୍ତାନ୍ତର କରିବା ପାଇଁ ମୁଁ କେନ୍ଦ୍ର ସରକାରରେ ଥିବା କିଛି ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛି। ଏହାଛଡ଼ା ମୁଁ ତାଙ୍କ ପାଇଁ ଫଣ୍ଡର ବ୍ୟବସ୍ଥା ଏବଂ ମାଗଣାରେ ଚିକିତ୍ସା କରାଇବା ପାଇଁ ଗ୍ୟାରେଣ୍ଟି ଦେଉଛି। ସୂଚନାଯୋଗ୍ୟ, ଶରିଫ୍ ଚାଚା ପାଖାପାଖି ୨୫ ବର୍ଷ ଧରି ୨୦ହଜାରରୁ ଅଧିକ ଅଚିହ୍ନ ଶବର ଅନ୍ତିମ ସଂସ୍କାରଣ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story