ଗଣେଶ ବିସର୍ଜନ ବେଳେ ଫୁଟିଲା ଗୁଳି, ସିନ୍ଦେ-ଉଦ୍ଧବ ଗୋଷ୍ଠୀ ମୁହାଁମୁହିଁ

ମୁମ୍ବାଇ: ମୁମ୍ବାଇରେ ଦିନକୁ ଦିନ ବଢ଼ି ଚାଲିଛି ଶିବେସାନର ଉଦ୍ଧବ ଠାକରେ ଗୋଷ୍ଠୀ ଓ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ। ଏହି ଦୁଇ ଗୋଷ୍ଠୀ ବାରମ୍ବର ମୁହାଁମୁହିଁ ହେଉଛନ୍ତି। ଏପରି କି ହାତାହାତି ଯାଏ ମଧ୍ୟ କଥା ଯାଉଛି। ମୁମ୍ବାଇର ଦାଦରରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୁଣି ଥରେ ଏହି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ପାଟିତୁଣ୍ଡ ଓ ପରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଶନିବାର ରାତିରେ ଏହି ବିବାଦ ଆହୁରି […]

ganesh-idol-immersion

ganesh-idol-immersion

Madhupriya Mistry
  • Published: Sunday, 11 September 2022
  • Updated: 11 September 2022, 11:20 AM IST

Sports

Latest News

ମୁମ୍ବାଇ: ମୁମ୍ବାଇରେ ଦିନକୁ ଦିନ ବଢ଼ି ଚାଲିଛି ଶିବେସାନର ଉଦ୍ଧବ ଠାକରେ ଗୋଷ୍ଠୀ ଓ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ। ଏହି ଦୁଇ ଗୋଷ୍ଠୀ ବାରମ୍ବର ମୁହାଁମୁହିଁ ହେଉଛନ୍ତି। ଏପରି କି ହାତାହାତି ଯାଏ ମଧ୍ୟ କଥା ଯାଉଛି। ମୁମ୍ବାଇର ଦାଦରରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୁଣି ଥରେ ଏହି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ପାଟିତୁଣ୍ଡ ଓ ପରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି।

ଶନିବାର ରାତିରେ ଏହି ବିବାଦ ଆହୁରି ବଢ଼ିଥିଲା। ଦାଦର ପୁଲିସ ଷ୍ଟେସନ ଅଞ୍ଚଳରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହୋଇଥିଲେ। ଗତ ରାତିରେ ପ୍ରଭାଦେଭିରେ ହୋଇଥିବା ଲଢ଼େଇ ସିନ୍ଦେ ଗୋଷ୍ଠୀର ମୁଖ୍ୟ ସାନ୍ତୋଷ ତେଲାଭାନେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ମୁଖ୍ୟ ମହେଶ ସାୱନ୍ତ ଏବଂ ଅନ୍ୟ କର୍ମକର୍ତ୍ତାଙ୍କୁ ମାରପିଟ୍‌ କରିବା, ଧମକ ଦେବା ଓ ତାଙ୍କ ବେକର ସୁନା ଚେନ୍‌ ଚୋରି କରିଥିବା ଅଭିଯୋଗ କରିଛନ୍ତି। ସେପଟେ ବିଧାୟକ ସଦା ସରବଣକରଙ୍କ ଉପରେ ଉଦ୍ଧବ ଗୋଷ୍ଠୀ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି।

https://twitter.com/sunilcredible/status/1568827812387368962?s=20&t=Qn0d5qReRgY9xK8f8DQJ1w

ତେବେ ଗୁଳିମାଡରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା ବିଭାଗର ପ୍ରମୁଖ ମହେଶ ସାୱନ୍ତ। ସେପଟେ କିନ୍ତୁ ବିଧାୟକ ସଦା ସରବଣକର ଏହି ଗୁଳିମାଡ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାତିସାରା ଜାରି ରହିଥିବା ଏହି ହଙ୍ଗାମା ଭୋର ୪ଟାରେ ଶେଷ ହୋଇଛି। ପୁଲିସ ପଚରାଉଚରା ପରେ ସକାଳୁ ବିଧାୟକ ଥାନାରୁ ବାହାରିଛନ୍ତି। ପୁଲିସ ଏହି ମାମଲାରେ ବର୍ତ୍ତମାନ ଯାଏ କୌଣସି ଅଫିସିଆଲ ବୟନା ଜାରି କରି ନାହିଁ। କିନ୍ତୁ ଦାଦର ପୁଲିସ ଷ୍ଟେସନରେ ସନ୍ତୋଷ ତେଲବନେଙ୍କ ଅଭିଯୋଗ ପରେ ଠାକରେ ଗୋଷ୍ଠୀଙ୍କ ମହେଶ ସାୱନ୍ତଙ୍କ ସମେତ ୩୫ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story