କାଲିଠାରୁ ଖୋଲିବ ଶିରିଡ଼ିସାଇ ଓ ସିଦ୍ଧିବିନାୟକ ମନ୍ଦିର

ମୁମ୍ବାଇ: ରାଜ୍ୟରେ କରୋନା କଟକଣା ପାଇଁ ବନ୍ଦ ଥିବା ସବୁ ଧର୍ମସ୍ଥଳୀ ଆସନ୍ତାକାଲିଠାରୁ ଖୋଲିବ। ଏନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ଓ ନାସିକ୍‌ର ଶିରିଡ଼ିସାଇ ମନ୍ଦିର ଖୋଲିବ। ତେବେ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତମାନଙ୍କୁ ପ୍ରେବେଶ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟର ଆପରେ QR କୋଡ୍ ପ୍ରି-ବୁକିଂ ମାଧ୍ୟମରେ ଭକ୍ତମାନଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ବୋଲି ସିଦ୍ଧି ବିନାୟକ ମନ୍ଦିର ଟ୍ରଷ୍ଟ […]

rgb

rgb

Tapas Behera
  • Published: Wednesday, 06 October 2021
  • Updated: 06 October 2021, 09:20 PM IST

Sports

Latest News

ମୁମ୍ବାଇ: ରାଜ୍ୟରେ କରୋନା କଟକଣା ପାଇଁ ବନ୍ଦ ଥିବା ସବୁ ଧର୍ମସ୍ଥଳୀ ଆସନ୍ତାକାଲିଠାରୁ ଖୋଲିବ। ଏନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ଓ ନାସିକ୍‌ର ଶିରିଡ଼ିସାଇ ମନ୍ଦିର ଖୋଲିବ। ତେବେ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତମାନଙ୍କୁ ପ୍ରେବେଶ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟର ଆପରେ QR କୋଡ୍ ପ୍ରି-ବୁକିଂ ମାଧ୍ୟମରେ ଭକ୍ତମାନଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ବୋଲି ସିଦ୍ଧି ବିନାୟକ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଦର୍ଶନ ପାଇଁ ପ୍ରତି ଘଣ୍ଟାରେ କେବଳ ୨୫୦ ଭକ୍ତଙ୍କୁ QR କୋଡ୍ ପ୍ରଦାନ କରାଯିବ।

ରାଜ୍ୟର ସମସ୍ତ ଧାର୍ମିକସ୍ଥଳୀ ଅକ୍ଟୋବର ୭ରୁ COVID-19 ପ୍ରୋଟୋକଲ ସହିତ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଗତ ମାସରେ ମହାରାଷ୍ଟ୍ର ସରକାର ଘୋଷଣା କରିଥିଲେ। ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି।  କିନ୍ତୁ ସତର୍କତା ମୂଳକ ପଦକ୍ଷେପ ସହ ରାଜ୍ୟ ସରକାର ଅନେକ କଟକଣା କୋହଳ କରିଛନ୍ତି।

ଧାର୍ମିକ ସ୍ଥଳ ଖୋଲୁଥିବାରୁ ଲୋକମାନେ ଫେସ୍ ମାସ୍କ ପିନ୍ଧିବା ଏବଂ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଜରୁରୀ ବୋଲି ସରକାର କହିଛନ୍ତି।  ଏମିତି ସତର୍କତା ପାଳନ ପାଇଁ  ଧାର୍ମିକସ୍ଥଳର ପରିଚାଳନା କମିଟି ଦାୟୀ ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ କରୋନା ଭାଇରସ୍ ବିପଦ ଟଳି ନଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା କମୁଛି। ସରକାର କହିଛନ୍ତି ଯେ, ଯଦିଓ ଦୈନିକ କେସ ହ୍ରାସ ପାଉଛି, ତଥାପି ସମସ୍ତେ ଯତ୍ନବାନ ହେବା ଏବଂ COVID-19 ପ୍ରୋଟୋକଲ  ଅନୁସରଣ କରିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story