ସ୍ୱାମୀଙ୍କ ବହୁ ବିବାହକୁ ପସନ୍ଦ କରନ୍ତିନି ମୁସଲିମ ମହିଳା: ଆସାମ ମୁଖ୍ୟମନ୍ତ୍ରୀ

ଦିସପୁର: ‘କୌଣସି ବି ମୁସଲିମ ମହିଳା ତାଙ୍କ ସ୍ୱାମୀଙ୍କ ବହୁ ବିବାହକୁ ପସନ୍ଦ କରନ୍ତିନାହିଁ। ତାଙ୍କ ସ୍ୱାମୀ ଘରକୁ ଆଉ ୩ଟି ସ୍ତ୍ରୀ ଆଣନ୍ତୁ ବୋଲି ସେମାନେ ଚାହାନ୍ତି ନାହିଁ।’ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ (ୟୁସିସି) ପ୍ରତି ସମର୍ଥନ ଜଣାଇ ଶନିବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହା କହିଛନ୍ତି। ଦେଶରେ ଅନେକ ଥର ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ କୋଡ୍‌) ୟୁସିସି କଥା ଉଠିଥିଲେ ବି ଏହାକୁ ଏପର୍ଯ୍ୟନ୍ତ ଲାଗୁ କରାଯାଇପାରି ନାହିଁ। […]

himanta-sarma

himanta-sarma

Madhupriya Mistry
  • Published: Sunday, 01 May 2022
  • Updated: 01 May 2022, 10:26 AM IST

Sports

Latest News

ଦିସପୁର: 'କୌଣସି ବି ମୁସଲିମ ମହିଳା ତାଙ୍କ ସ୍ୱାମୀଙ୍କ ବହୁ ବିବାହକୁ ପସନ୍ଦ କରନ୍ତିନାହିଁ। ତାଙ୍କ ସ୍ୱାମୀ ଘରକୁ ଆଉ ୩ଟି ସ୍ତ୍ରୀ ଆଣନ୍ତୁ ବୋଲି ସେମାନେ ଚାହାନ୍ତି ନାହିଁ।' 'ୟୁନିଫର୍ମ ସିଭିଲ୍‌ କୋଡ୍‌’ (ୟୁସିସି) ପ୍ରତି ସମର୍ଥନ ଜଣାଇ ଶନିବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହା କହିଛନ୍ତି।

ଦେଶରେ ଅନେକ ଥର ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ କୋଡ୍‌) ୟୁସିସି କଥା ଉଠିଥିଲେ ବି ଏହାକୁ ଏପର୍ଯ୍ୟନ୍ତ ଲାଗୁ କରାଯାଇପାରି ନାହିଁ। ଏବେ ପୁଣିଥରେ ୟୁସିସି କଥା ଉଠାଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ପ୍ରତ୍ୟେକ ମୁସଲମାନ ମହିଳା ଏହାକୁ ଲାଗୁ କରିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି।

ସେ ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, 'ସଂଖ୍ୟାଲଘୁ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ଆଇନର ପ୍ରଚଳନ ଅତ୍ୟାବଶ୍ୟକ ଅଟେ। କୌଣସି ବି ମୁସଲମାନ ମହିଳା ଚାହିଁବେ ନାହିଁ ଯେ ତାଙ୍କ ସ୍ୱାମୀ ଘରକୁ ଆଉ ୩ ପତ୍ନୀ ନେଇ ଆସନ୍ତୁ। ୟୁସିସି ମୋର ସମସ୍ୟା ନୁହେଁ, ବରଂ ସମସ୍ତ ସଂଖ୍ୟାଲଘୁ ମହିଳାଙ୍କ ସମସ୍ୟା। ମୁସଲମାନ ମହିଳାଙ୍କୁ ନ୍ୟାୟ ଦେବାକୁ ହେଲେ ଟ୍ରିପଲ ତଲାକ ପରେ ୟୁସିସି ନିହାତି ଲାଗୁ ହେବା ଦରକାର ବୋଲି ବିଶ୍ୱ ଶର୍ମା କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭାରତରେ ୟୁସିସି ଲାଗୁ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ପ୍ରୟାସକୁ ସମାଲୋଚନା କରି ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ ବୋର୍ଡ(ଏଆଇଏମ୍‌ପିଏଲ୍‌ବି) ଏହାକୁ ଅସମ୍ବିଧାନିକ ଦର୍ଶାଇବା ସହିତ ସଂଖ୍ୟାଲଘୁ ବିରୋଧି ବୋଲି  କହିଛି।

ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ରାଜ୍ୟବାସୀଙ୍କୁ ବିଧାନସଭା ନିର୍ବାଚନରେ ​​ୟୁନିଫର୍ମ ସିଭିଲ କୋଡ୍‌ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିକଟରେ କହିଥିଲେ ଯେ, ଏହାର ଡ୍ରାଫ୍ଟ ପାଇଁ ଏକ ପ୍ୟାନେଲ୍ ଗଠନ କରାଯିବ।

ୟୁନିଫର୍ମ ସିଭିଲ କୋଡ୍‌ କ'ଣ?

ୟୁନିଫର୍ମ ସିଭିଲ୍ କୋଡ୍ ସମ୍ବିଧାନର ଧାରା ୪୪ ଅନୁଯାୟୀ ଆସେ। ଏହା ବ୍ୟକ୍ତିଗତ ନିୟମ ପ୍ରଣୟନ କରିବା ଏକ ପ୍ରସ୍ତାବ ଯାହା ସେମାନଙ୍କର ଧର୍ମ, ଲିଙ୍ଗ, ଏବଂ ଯୌନ ଆଭିମୁଖ୍ୟ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ। ବିବାହ, ଛାଡପତ୍ର, ପୋଷ୍ୟ ସନ୍ତାନ, ଉତ୍ତରାଧିକାରୀ ପରି ବ୍ୟକ୍ତିଗତ ବିଷୟଗୁଡିକ ପରିଚାଳନା କରିବା ପାଇଁ ଏହାର ଆବଶ୍ୟକତା ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story