ତୁଟିଲା ବିବାଦ: ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଗାଦି ପାଇଲେ ଏନ୍‌ ବୀରେନ ସିଂହ

ଇମ୍ପାଲ: ସବୁ ଚର୍ଚ୍ଚାର ଅବସାନ ଘଟାଇ ମଣିପୁରରେ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏନ୍‌ ବୀରେନ ସିଂହ। ମଣିପୁରରେ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଏନ୍‌ ବିରେନ ସିଂହଙ୍କୁ ଆଗକୁ ଆଣିଛି ବିଜେପି।  ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଦଳର ସର୍ବସମ୍ମତ୍ତି କ୍ରମେ ସେ ନିର୍ବାଚିତ ହୋଇଛନ୍ତି। ଇମ୍ପାଲରେ ଆୟୋଜିତ ବିଜେପି ବିଧାୟକ ଦଳ ବୈଠକରେ ବୀରେନ ସିଂହ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ମଣିପୁରରେ ଦ୍ୱତୀୟଥର କ୍ଷମତାକୁ ଆସିବାର ୧୦ ଦିନ ପରେ ଦଳ ପକ୍ଷରୁ ଏହି […]

N Biren Singh

N Biren Singh

Tapas Behera
  • Published: Sunday, 20 March 2022
  • Updated: 20 March 2022, 06:36 PM IST

Sports

Latest News

ଇମ୍ପାଲ: ସବୁ ଚର୍ଚ୍ଚାର ଅବସାନ ଘଟାଇ ମଣିପୁରରେ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏନ୍‌ ବୀରେନ ସିଂହ। ମଣିପୁରରେ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଏନ୍‌ ବିରେନ ସିଂହଙ୍କୁ ଆଗକୁ ଆଣିଛି ବିଜେପି।  ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଦଳର ସର୍ବସମ୍ମତ୍ତି କ୍ରମେ ସେ ନିର୍ବାଚିତ ହୋଇଛନ୍ତି। ଇମ୍ପାଲରେ ଆୟୋଜିତ ବିଜେପି ବିଧାୟକ ଦଳ ବୈଠକରେ ବୀରେନ ସିଂହ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ମଣିପୁରରେ ଦ୍ୱତୀୟଥର କ୍ଷମତାକୁ ଆସିବାର ୧୦ ଦିନ ପରେ ଦଳ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି। ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ଆସନରେ ୩୨ଟି ଆସନ ପାଇ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ହାତେଇଛି ବିଜେପି ।

ହେନ୍‌ଗଙ୍ଗ ଆସନରୁ ବୀରେନ ସିଂହ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ କିଛି ଦିନ ଧରି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ହୋଥିଲା।  ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଦୁଇ ନେତାଙ୍କ ମଧ୍ୟରେ କସରତ ହୋଇଥିଲା। ଏହି ପଦ ପାଇଁ ଏନ୍‌ ବୀରେନ ସିଂହ ପ୍ରମୁଖ ଦାବିଦାର ଥିଲେ। ଦୁଇଥରର ବିଧାୟକ ଟିଏଚ ବିଶ୍ୱାସଙ୍କୁ ନେଇ ମଧ୍ୟ ଏହି ଆସନ ପାଇଁ ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ଉଭୟେ ଏ ବୀରେନ ସିଂ ଏବଂ ବିଶ୍ୱାସ ଦିଲ୍ଲୀ ଦରବାରରେ ପହଞ୍ଚି କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ଏହଶ ପରେ ବିଧାୟକ ଦଳର ନେତା ଚୟନ ପାଇଁ ପ୍ରସ୍ତାବ ଆସିଥିଲା। ତେବେ ବୀରେନ୍ ସିଂହ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ  ଭାବେ ନିର୍ବାଚିତ ହୋଇଥିବାରୁ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାଗତ କରିଛନ୍ତି।

ସର୍ବସମ୍ମତି କ୍ରମେ ବୀରେନଙ୍କ ନାମ ଚୟନ କରାଯାଇଥିବାରୁ ଏହା ଭଲ ନିଷ୍ପତ୍ତି ବୋଲି କହିଛନ୍ତି ନିର୍ମଳା।  ଉତ୍ତରପୂର୍ବାଞ୍ଚଳ ମୋଦିଙ୍କ ବିକାଶ ନକ୍ସାରେ ପ୍ରମୁଖ ତାଲିକାରେ ଅଛି ବୋଲି ସୀତା ରଣମଣ କହିଛନ୍ତି। ଆଜି ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଉପସ୍ଥିତ ଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସମସ୍ତଙ୍କ ସହମତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ୨୦୧୬ରେ କଂଗ୍ରେସ ଛାଡ଼ିଥିବା ଏନ୍‌ ବୀରେନ୍‌ ସିଂହ ବିଜେପିରେ ଯୋଗଦେଇଥିଲେ।  ୨୦୧୭ରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏଥର ମଧ୍ୟ ବିଜେପି ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା। ୨୦୧୭ରେ କଂଗ୍ରେସ ବିଜେପିଠାରୁ ଅଧିକ ଆସନ ହାସଲ କରିଥିଲେ ମଧ୍ୟ ବିଜେପି ଅନ୍ୟ ଦଳକୁ ମନାଇ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story