କ୍ଷମା ନ ମାଗିଲେ ଫଡନାଭିସଙ୍କ ବିରୋଧରେ ମାନହାନୀ କରିବେ ନବାବ ମଲିକ

ମୁମ୍ବାଇ: ମହାରାଷ୍ଟ୍ରର ସଂଖ୍ୟାଲଘୁ ମନ୍ତ୍ରୀ ନବାବ ମଲିକ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଚାଲିଥିବା ବାକଯୁଦ୍ଧ ଏବେ କୋର୍ଟରେ ପହଞ୍ଚିବାର ଆଶଙ୍କା ସୃଷ୍ଟି ହୋଇଛି। ନବାବ ମଲିକଙ୍କ ଲିଙ୍କ ଅଣ୍ଡରୱାର୍ଲ୍ଡ ସହ ରହିଥିବା ସହ ଫଡନାଭିସ ତାଙ୍କୁ ଘୁସୁରୀଙ୍କ ସହ ତୁଳନା କରିଥିଲେ। ଏପରି କି ନବାବ ମଲିକଙ୍କୁ ଘରୁ ଡ୍ରଗ୍ସ ମିଳିଥିଲା ବୋଲି ଫଡନାଭିସ କହିଥିଲେ। ତେବେ ଏପରି ବୟାନ ପାଇଁ ଫଡନାଭିସଙ୍କୁ କ୍ଷମା ମାଗିବାକୁ କହିଛନ୍ତି ନବାବ ମଲିକ। ଯଦି ସେ […]

Nawab

Nawab

Hemant Lenka
  • Published: Thursday, 11 November 2021
  • Updated: 11 November 2021, 07:19 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ସଂଖ୍ୟାଲଘୁ ମନ୍ତ୍ରୀ ନବାବ ମଲିକ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଚାଲିଥିବା ବାକଯୁଦ୍ଧ ଏବେ କୋର୍ଟରେ ପହଞ୍ଚିବାର ଆଶଙ୍କା ସୃଷ୍ଟି ହୋଇଛି। ନବାବ ମଲିକଙ୍କ ଲିଙ୍କ ଅଣ୍ଡରୱାର୍ଲ୍ଡ ସହ ରହିଥିବା ସହ ଫଡନାଭିସ ତାଙ୍କୁ ଘୁସୁରୀଙ୍କ ସହ ତୁଳନା କରିଥିଲେ। ଏପରି କି ନବାବ ମଲିକଙ୍କୁ ଘରୁ ଡ୍ରଗ୍ସ ମିଳିଥିଲା ବୋଲି ଫଡନାଭିସ କହିଥିଲେ।

ତେବେ ଏପରି ବୟାନ ପାଇଁ ଫଡନାଭିସଙ୍କୁ କ୍ଷମା ମାଗିବାକୁ କହିଛନ୍ତି ନବାବ ମଲିକ। ଯଦି ସେ କ୍ଷମା ନ ମାଗିବେ, ତା’ହେଲେ ଶ୍ରୀ ମଲିକ ତାଙ୍କ ବିରୋଧରେ ମାନହାନୀ କେସ୍‌ କରିବେ ବୋଲି ଧମକ ଦେଇଛନ୍ତି।

ମଲିକଙ୍କୁ ଘରୁ ଡ୍ରଗ୍ସ ମିଳିଥିବା ନେଇ ଫଡନାଭିସ ଦାବି କରିବା ପରେ ବିବାଦ ତୀବ୍ର ରୂପ ନେଇଥିଲା। ମଲିକଙ୍କ ଜ୍ୱାଇଁ ସମୀର ଖାନ ମଧ୍ୟ ଏହି ବୟାନ ପାଇଁ ଫଡନାଭିସଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଏନସିବି ସମୀର ଖାନଙ୍କୁ ଡ୍ରଗ୍ସ କାରବାର ମାମଲାରେ ଗିରଫ କରିଥିଲା।

ଏବେ ସେ ଜାମିନରେ ଅଛନ୍ତି। ସମୀର ଖାନ ତାଙ୍କ ଓକିଲଙ୍କ ଜରିଆରେ ଫଡନାଭିସଙ୍କ ପାଖକୁ ପଠାଇଥିବା ନୋଟିସରେ କହିଛନ୍ତି ଯେ ତାଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳି ନଥିଲା। ଏହା ସତ୍ତ୍ୱେ ଫଡନାଭିସ ତାଙ୍କ ଘରୁ ଡ୍ରଗ୍ସ ମିଳିଥିବା କଥା କହିଥିଲେ। ଏଥିପାଇଁ ସମୀର ତାଙ୍କ ଠାରୁ ୫ କୋଟିର କ୍ଷତିପୂରଣ ମାଗିଛନ୍ତି।

ନବାବ ମଲିକ କହିଛନ୍ତି, ମହାରାଷ୍ଟ୍ରରେ ସ୍ୱଳ୍ପ ପରିମାଣର ଡ୍ରଗ୍ସ ମିଳିବା କ୍ଷଣି ଏହାକୁ ବଡ଼ କରି ଦେଖାଯାଉଛି। କିନ୍ତୁ ଗୁଜରାଟରୁ ବିପୁଳ ପରିମାଣର ଡ୍ରଗ୍ସ ମିଳିଥିଲେ ହେଁ ସମସ୍ତେ ଚୁପ ରହିଛନ୍ତି। ଫଡନାଭିସ ଅନେକ କିଛି କହି ସାରିଛନ୍ତି। ଯଦି ସେ ନିଜର ବୟାନ ପାଇଁ କ୍ଷମା ନ ମାଗିବେ, ତା’ହେଲେ ମାନହାନୀ କେସ୍‌ କରାଯିବ ବୋଲି ମଲିକ କହିଛନ୍ତି।

ସୂଚନାଯୋଗ୍ୟ, ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ଗିରଫ ହେବା ଦିନଠାରୁ ମଲିକ ଏନସିବି ଓ ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି। ସେହିପରି ଫଡନାଭିସଙ୍କ ପତ୍ନୀ ଅମୃତାଙ୍କ ସହ ଡ୍ରଗ୍ସ ପେଡେଲରଙ୍କ ସହ ରହିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଏହାର ଜବାବରେ ଫଡନାଭିସ ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିକ ଓ ତାଙ୍କ ପରିବାର ବେଆଇନ ଭାବେ ଅଣ୍ଡରୱାର୍ଲ୍ଡ ସହ ଲିଙ୍କ ରହିଥିବା ଲୋକଙ୍କ ଠାରୁ ପ୍ଲଟ କିଣିଥିବା କହିଥିଲେ। ଏପରି ଆରୋପପ୍ରତ୍ୟାରୋପକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story