ଶାହାରୁଖ୍‌ ଖାନ୍‌ଙ୍କ ପୁଅ ସହ ମଜା ନେଉଥିଲେ ୨ ଓଡ଼ିଆ, ଏବେ ଭିତରେ

ମୁମ୍ବାଇ: ସମୁଦ୍ର ଭିତରେ କ୍ରୁଜ୍‌ର ରେଭ୍ ପାର୍ଟି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଅଛନ୍ତି। ଅଭିଯୁକ୍ତ ୨ ଜଣ ହେଲେ ମନୀଷ ରାଜଗରିଆ ଏବଂ ଅଭିନ ସାହୁ।  ଗିରଫ ମନୀଷଙ୍କ ଘର ରାଉରକେଲା ଏବଂ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ। ତେବେ ୨ ଓଡ଼ିଆଙ୍କ  ସହ ଆଜି ଆଉ ୪ ଜଣଙ୍କୁ ଗିରଫ କରିଛି ଏନ୍‌ସିବି। ଏହି ୪ ଜଣ ଦିଲ୍ଲୀର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସଦସ୍ୟ ବୋଲି ଜଣାପଡ଼ିଛି। […]

aryan

aryan

Tapas Behera
  • Published: Tuesday, 05 October 2021
  • Updated: 05 October 2021, 08:08 PM IST

Sports

Latest News

ମୁମ୍ବାଇ: ସମୁଦ୍ର ଭିତରେ କ୍ରୁଜ୍‌ର ରେଭ୍ ପାର୍ଟି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଅଛନ୍ତି। ଅଭିଯୁକ୍ତ ୨ ଜଣ ହେଲେ ମନୀଷ ରାଜଗରିଆ ଏବଂ ଅଭିନ ସାହୁ।  ଗିରଫ ମନୀଷଙ୍କ ଘର ରାଉରକେଲା ଏବଂ ଅଭିନଙ୍କ ଘର ସୁନ୍ଦରଗଡ଼ର ରଘୁନାଥପାଲୀ ଅଞ୍ଚଳରେ। ତେବେ ୨ ଓଡ଼ିଆଙ୍କ  ସହ ଆଜି ଆଉ ୪ ଜଣଙ୍କୁ ଗିରଫ କରିଛି ଏନ୍‌ସିବି। ଏହି ୪ ଜଣ ଦିଲ୍ଲୀର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସଦସ୍ୟ ବୋଲି ଜଣାପଡ଼ିଛି। ପୂର୍ବରୁ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ସମେତ ଏନ୍‌ସିବି ୯ଜଣଙ୍କୁ ଗିରଫ କରିଥିଲା।  ଅନ୍ୟମାନେ ହେଲେ  ମୁନ୍‌ମୁନ୍‌ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ।।  ପରେ ପୁଣି ୨ ଏବଂ ଆଜି ଆଉ ୪ ଜଣଙ୍କୁ  ଗିରଫ କରାଯାଇଛି।  ସେପଟେ ଡ୍ରଗ୍ସ ପାର୍ଟିରୁ ଗିରଫ ହେବା ପରେ ଆର୍ଯ୍ୟନ ଖାନ୍‌ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ହେପାଜତରେ ଅଛି। ବେଆଇନ୍‌ ଡ୍ରଗସ୍‌ କାରବାରକୁ ନେଇ ଏନସିବି ଆର୍ଯ୍ୟନଙ୍କ ପାଖରୁ ସତ ଉଗାଳୁଛି। ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୧୧ପର୍ଯ୍ୟନ୍ତ ହେପାଜତକୁ ନେବାକୁ ଆବେଦନ କରିଥିଲା ଏନସିବି। ହେଲେ କୋର୍ଟ ଅକ୍ଟୋବର ୭ ଯାଏଁ ଅନୁମତି ଦେଛନ୍ତି।  ଏବେ ଏନ୍‌ସିବି ହେପାଜତରେ ଆର୍ଯ୍ୟନ୍‌ଙ୍କ ସହ ଅନ୍ୟ ୮ ଜଣ ଅଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story