କାଲି ଉତ୍ତରାଖଣ୍ଡର ନବ ନିର୍ବାଚିତ ବିଧାୟକ ଶପଥ ନେବେ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ସଦ୍ୟ ବିଧାନସଭା ନିର୍ବାଚନରେ ବାଜିମାତ କରି ପୁଣି କ୍ଷମତାକୁ ଆସିଛି ବିଜେପି।  ତେବେ ରାଜ୍ୟର ନବ ନିର୍ବାଚିତ ବିଧାୟକମାନେ ଆସନ୍ତାକାଲି ଉତ୍ତରାଖଣ୍ଡ ବିଧାନସଭାରେ ଶପଥ ନେବେ।  ସୋମବାର ସକାଳ ୧୧ଟାରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ରହିଛି। ଅସ୍ଥାୟୀ ଭାବେ ବାଚଷ୍ପତ୍ତି ବଂଶୀଧର ଭଗତ ଶପଥ ଗ୍ରହଣ କରାଇବେ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ବିଜେପି ପକ୍ଷରୁ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ଥିବା ଉତ୍ତରାଖଣ୍ଡ […]

BJP

BJP

Tapas Behera
  • Published: Sunday, 20 March 2022
  • Updated: 20 March 2022, 07:19 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ସଦ୍ୟ ବିଧାନସଭା ନିର୍ବାଚନରେ ବାଜିମାତ କରି ପୁଣି କ୍ଷମତାକୁ ଆସିଛି ବିଜେପି।  ତେବେ ରାଜ୍ୟର ନବ ନିର୍ବାଚିତ ବିଧାୟକମାନେ ଆସନ୍ତାକାଲି ଉତ୍ତରାଖଣ୍ଡ ବିଧାନସଭାରେ ଶପଥ ନେବେ।  ସୋମବାର ସକାଳ ୧୧ଟାରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ରହିଛି। ଅସ୍ଥାୟୀ ଭାବେ ବାଚଷ୍ପତ୍ତି ବଂଶୀଧର ଭଗତ ଶପଥ ଗ୍ରହଣ କରାଇବେ ବୋଲି ଜଣାପଡ଼ିଛି।

ସନ୍ଧ୍ୟାରେ ବିଜେପି ପକ୍ଷରୁ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ଥିବା ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ମଦନ କୌଶିକ୍ କହିଛନ୍ତି। ଡେରାଡୁନ୍‌ରେ ହେବାକୁ ଥିବା ବିଧାୟକ ଦଳ ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ମନ୍ତ୍ରୀ ମିନାଖି ଲେଖି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ବୈ଼ଠକରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। କାଲି ମୁଖ୍ୟମନ୍ତ୍ରୀ ଚୟନର ପରେ ଶପଥପାଠ ଗ୍ରହଣ ଉତ୍ସବ ହେବ। ଏହିପରିପ୍ରେକ୍ଷୀରେ ଆମର ଅନେକ ମୁଖ୍ୟମନ୍ତ୍ରୀ ଚେହେରା ଥିବା ରବିବାର ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story