ଗଙ୍ଗାସାଗର ମେଳା ବନ୍ଦ କରିବାକୁ ମନା କଲେ, କୁମ୍ଭମେଳାର ଉଦାହରଣ ଦେଲେ ଦିଦି

କୋଲକାତା: ଦେଶର ବିଭିନ୍ନ ପ୍ରାନ୍ତ ଭଳି ପଶ୍ଚିମବଙ୍ଗରେ ମଧ୍ୟ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଭିଡ଼ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗା ଯାଉଛି। ହେଲେ ପଶ୍ଚିମବଙ୍ଗ ସରକାର ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ଗଙ୍ଗାସାଗର ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିବା ସହ କୁମ୍ଭମେଳାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ଗଙ୍ଗାସାଗର ମେଳା ଉପରେ କୌଣସି କଟକଣା ଲାଗୁ ହେବନି। ମହାମାରୀ […]

Gangasagar-mela

Gangasagar-mela

Hemant Lenka
  • Published: Thursday, 30 December 2021
  • Updated: 30 December 2021, 05:44 PM IST

Sports

Latest News

କୋଲକାତା: ଦେଶର ବିଭିନ୍ନ ପ୍ରାନ୍ତ ଭଳି ପଶ୍ଚିମବଙ୍ଗରେ ମଧ୍ୟ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଭିଡ଼ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗା ଯାଉଛି। ହେଲେ ପଶ୍ଚିମବଙ୍ଗ ସରକାର ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ଗଙ୍ଗାସାଗର ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିବା ସହ କୁମ୍ଭମେଳାର ଉଦାହରଣ ଦେଇଛନ୍ତି।

ସେ କହିଛନ୍ତି, ଗଙ୍ଗାସାଗର ମେଳା ଉପରେ କୌଣସି କଟକଣା ଲାଗୁ ହେବନି। ମହାମାରୀ କରୋନାର ଦ୍ୱିତୀୟ ୱେଭ ବେଳେ ଉତ୍ତରାଖଣ୍ଡରେ କୁମ୍ଭମେଳା ହୋଇଥିଲା। ସେତେବେଳେ ଏହା ଉପରେ ରୋକ ଲଗାଯାଇଥିଲା କି? ଗଙ୍ଗାସାଗର ମେଳାରେ ଯୋଗଦେବା ପାଇଁ ଉତ୍ତର ପ୍ରଦେଶ, ବିହାର ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକ ଆସିବେ। ଏତେ ଦୂରରୁ ଶ୍ରଦ୍ଧାର ସହ ଆସିଥିବା ଲୋକଙ୍କୁ ଆମେ କେମିତି ମନା କରିବୁ? ଗଙ୍ଗାସାଗର ମେଳା ଆଦୌ ବନ୍ଦ ହେବନି ବୋଲି ଦିଦି କହିଛନ୍ତି।

ପଶ୍ଚିମବଙ୍ଗର ସାଗରଦ୍ୱୀପରେ ଏହି ଗଙ୍ଗାସାଗର ମେଳା ଅନୁଷ୍ଠିତ ହୋଇଥାଏ। ଏଥର ଏହା ଜାନୁଆରୀ ୮ରୁ ୧୬ ତାରିଖ ଯାଏ ଅନୁଷ୍ଠିତ ହେବ। ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ମମତା ସରକାର ଗଙ୍ଗାସାଗର ମେଳା ଉପରେ ରୋକ ଲଗାଇବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଦିଦି କଟକଣା ଲାଗୁ ହେବନି ବୋଲି କହିଛନ୍ତି। ଗଙ୍ଗାସାଗର ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗଦେଇ ବୁଡ଼ ପକାନ୍ତି।

ମଙ୍ଗଳବାର ମମତା ବାନାର୍ଜୀ ଗଙ୍ଗାସାଗର ମେଳା ପାଇଁ ସରକାରୀ ସ୍ତରରେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହି ସମୟରେ ସେ ପ୍ରଶାସନିକ ଅଧିକାରୀଙ୍କୁ ମେଳା ମଧ୍ୟରେ କୋଭିଡ କଟକଣା ଯେମିତି ପାଳନ ହେବ, ତା’ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଭିଡ଼ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସିସିଟିଭି ଓ ଡ୍ରୋନ ମୁତୟନ କରାଯିବ। ଏହାଦ୍ୱାରା ଶ୍ରଦ୍ଧାଳୁଙ୍କ ଉପରେ ନଜର ରଖାଯାଇ ପାରିବ। ଡ୍ରୋନ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ମଧ୍ୟ ପରାମର୍ଶ ଦିଆଯିବ।

ସୂଚନାଯୋଗ୍ୟ, ଏବେ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି। ୧୭୭ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ବୁଧବାର ୧ ହଜାର ପାର କରିଛି। ସେହିପରି ଆଉ ୧୨ ଜଣ କରୋନାରେ ପ୍ରାଣ ହରାଇବାରୁ ରାଜ୍ୟ ମୋଟ ମୃତ୍ୟୁସଂଖ୍ୟା ୧୯,୭୪୫କୁ ବୃଦ୍ଧି ପାଇଛି। ଏପରି ସ୍ଥିତିରେ ଗଙ୍ଗାସାଗର ମେଳାର ଆୟୋଜନ ଆହୁରି କରୋନା ସଂକ୍ରମଣରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story